Sign in
Sign in
Recover your password.
A password will be e-mailed to you.
ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ
ଭଦ୍ରକ: ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ। ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା!-->!-->!-->…
ଘନ କୁହୁଡ଼ି କବଳରେ ରାଜଧାନୀ, ଭୟଙ୍କର ପ୍ରଦୂଷଣ
ବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା'ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ!-->…
ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି!-->…
ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ
ରାୟଗଡ଼ା: ପୁଣି ଗିରଫ ହେଲେ ପୂର୍ବତନ କାଶୀପୁର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ୧ କୋଟି ୭୩ ଲକ୍ଷରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ!-->…
ମା’ ମହୁରୀକାଳୁଆ ଯାତ୍ରା ଉଦଯାପିତ
୮ ଦଳର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ ଦାଣ୍ଡହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରାତ୍ସେବ ବୁଧବାର ଉଦଯାପିତ ହୋଇଯାଇଛି । ବାଦ୍ୟବାଜଣା ଓ ଭକ୍ତି ନୈବେଦ୍ୟରେ ମା’ଙ୍କୁ ମେଲାଣି ଦିଆଯାଇଛି ।!-->…
ସୁନ୍ଦରଗଡ଼ରେ ରାଜଯୋଗିନୀ ଶିବାନୀ
ଅନ୍ତଃମନର ଶାନ୍ତି ହିଁ ବିପରୀତ ପରିସ୍ଥିତିରୁ ମୁକ୍ତି ଦେଇପାରିବସୁନ୍ଦରଗଡ : ଆଜି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଆନ୍ତର୍ଜାତୀୟଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ବକ୍ତା ରାଜଯୋଗିନୀ ବ୍ରହ୍ମା କୁମାରୀ ଶିବାନୀଙ୍କ ଦ୍ଵାରା ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ!-->…
ଅଦାଲତରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା – ପୁଅ
ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରୀ କରେଇବା ନେଇ ଠକେଇ ଘଟଣାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ ଗ୍ରାମୀଣକୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ସହିତ ଅଭୟ ପାଠକ ଏବଂ - ଆକାଶ ପାଠକ ବି ହଜାର ହୋଇଛନ୍ତି।.!-->…
କଳାକାର ମହାସଂଘ କଳାକାରଙ୍କ ଅସ୍ମିତାର ଜାଗ୍ରତ ପ୍ରହରୀ : ରାଜେନ୍ଦ୍ର ପତି
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା କଳାକାର ମହାସଂଘ" ପ୍ରତିଷ୍ଠା ଦିବସ ଅବସରରେ ପ୍ରଥିତଯଶା ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖୁବ୍ କମ୍ ସମୟ ମଧ୍ୟରେ ଆତ୍ମ ପ୍ରକାଶ କରିଥିବା ନିଖିଳ ଓଡ଼ିଶା ବରିଷ୍ଠ କଳାକାର!-->!-->!-->…
ସାରସ୍ଵତ ସାଧକ ଭାଗୀରଥି ପାତ୍ରଙ୍କ ୮୬ ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ
ଖଡ଼ିଆଳ ପଟ୍ଟାୟତ ନୀଳଲୋହିତ ଓ କବି ହରପ୍ରସାଦ ପାଇଲେ ଭାଗୀରଥି ସମ୍ମାନନବରଙ୍ଗପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ସ୍ମୃତି ସଂସଦ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୬ ତମ!-->…
ନିୟନ୍ତ୍ରଣ ବାହାରେ ଦରଦାମ,ଖାଉଟି ବେହାଲ : ମଉଜ ମଜଲିସ ରେ ସରକାର ,ଓ ପ୍ରଶାସନ…!
ଵ୍ରହ୍ମପୁର: ନୂତନ ସରକାର ଗଠନ ହେବା ପରେ ପରେ ବିଭିନ୍ନ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଲୋକେ ବିଜେପି କୁ ପ୍ରଥମ ଥର ବିଜୟ ର ସ୍ୱାଦ ଚଖାଇ ଥିଲେ "ଆଚ୍ଛେ ଦିନ" ଆସିବ ବୋଲି ଡ଼ବଲ ଇଞ୍ଜିନ ଧକ୍କାରେ ସବୁ ବର୍ଗର ଲୋକେ ମୁହଁରୁ ଏବେ ଦର ବୃଦ୍ଧି ଯୋଗୁଁ ହସ ଉଡ଼ିଯାଇଥିବା ଦେଖିବାକୁ!-->…