ଜିଲ୍ଳା କୁଇ ସାମାଜ ସେବା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ଫୁଲବାଣୀ ଠାରେ ଡ଼ ଭିମରାଓ ଆମ୍ବେଦକର ସୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ସମିର ଘଟା ଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ଆସନ୍ତା ୨୬ ନଭେମ୍ବର ୨୦୨୪ ରେ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ କୁଇ…

ଆସିକା ସମେଇଗୁଡା ଗ୍ରାମରେ ସମ୍ପର୍କରେ ରକ୍ତର ଛିଟା ଭାଇ ଭାଉଜକୁ ହତ୍ୟା.!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ସମେଇ ଗୁଡା ଗ୍ରାମରେ ଡ଼ବଲ ହତ୍ୟା। ଆଜି ସକାଳ ୯ ଘଣ୍ଟା ସମୟରେ ଖଣ୍ଡ ଦେଉଳି ପଞ୍ଚାୟତ ସମେଇ ଗୁଡା ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ସାନ ଭାଇ ବଡ଼ ଭାଇର ଗଳା କାଟି ହତ୍ୟା କରିବା ପରେ ଭାଉଜ କୁ ଆକ୍ରମଣ କରି ବିଷ ପିଆଇ ଦେଇଥିଲା।…

ସିଆଇଏସଏଫକୁ ମିଳିଲା ପ୍ରଥମ ମହିଳା ବାଟାଲିୟନ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସିଆଇଏସ୍ଏଫ୍ ର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛି । ବୁଧବାର (ନଭେମ୍ବର ୧୩) ଗୃହମନ୍ତ୍ରୀ ଅମିତ ଶାହା ସିଆଇଏସଏଫରେ ମହିଳା ବାଟାଲିୟନ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେବାବେଳେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ଅମିତ…

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବ ବିଜେପି: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି । ସେ କହିଛନ୍ତି…

ଝାଡ଼ଖଣ୍ଡ‌ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ

ରାଞ୍ଚି: ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି। ଭୋଟରମାନେ ୬୮୩ ପ୍ରାର୍ଥୀଙ୍କର…

ଏଥର ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ୧୨ ଦେଶର ରାଷ୍ଟ୍ରଦୂତ

କଟକ: ଚଳିତ ଥର ବାଲି ଯାତ୍ରାରେ ଅତି କମରେ ୧୨ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର ସମ୍ଭାବନା ରହିଛି। କଟକ ସହରରେ ଆୟୋଜିତ ଏହି ଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଠ ଦିନ ଧରି ଚାଲିବ। ଏଥିରେ ଅଂଶଗ୍ରହଣ କରିବାକୁ ୧୨ଟି ଦେଶର ରାଷ୍ଟ୍ରଦୂତମାନେ ନିଜର ଇଚ୍ଛା…

ଝାଡ଼ଖଣ୍ଡରେ ପ୍ରଚାର ବେଳେ ଅଭିନେତା ମିଥୁନଙ୍କ ପକେଟମାର୍

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା ବିଜେପି ନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍ ହୋଇଛି। ମିଥୁନ ପ୍ରଚାର କରିବାକୁ ପହଞ୍ଚିଥିବା ମଞ୍ଚରୁ ତାଙ୍କ ପର୍ସ ଚୋରି ହେବା ନେଇ ଘୋଷଣା କରାଯାଉଥିବା ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ତାଙ୍କ…

ସରକାରୀ କାର୍ଯ୍ୟ ପାଇଁ ଏଥର ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟ ପାଇଁ ଏଣିକି ମନ୍ତ୍ରୀମାନେ ବିମାନରେ ଯାତ୍ରା କରିପାରିବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଯାତ୍ରା କରିପାରିବେ ।…

ଶରଦ ପାୱାରଙ୍କ ଫଟୋ ବ୍ୟବହାର କରିପାରିବେନି ଅଜିତ ପାୱାର ଗୋଷ୍ଠୀ

ମହାରାଷ୍ଟ୍ରରେ ଆସନ୍ତା ସପ୍ତାହରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଚାର ସମୟରେ ପାର୍ଟି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର ନକରିବାକୁ…

ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ

ପୁଣି ଥରେ ବିବାଦରେ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର। ତାଙ୍କ ତୁଣ୍ଡ ପାଇଁ ଆଜି ସେ ବିବାଦରେ। ତାଙ୍କ ନାଁରେ କଟକ ସାଇବର ଥାନାରେ ଏଫ୍‌ଆଇଆର୍‌ ହୋଇଛି। ଏଫ୍‌ଆଇଆର୍‌ ପରେ ଆଜି ମନୋଜ ମିଶ୍ର ଚିହିଁକି ଉଠିଛନ୍ତି। ଆଉ ସାମ୍ୱାଦିକ ସମ୍ମିଳନୀ କରି ସବୁ ନିର୍ଦ୍ଦେଶକଙ୍କ ନାଁ ନେଇ…