Sign in
Sign in
Recover your password.
A password will be e-mailed to you.
ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ, କହିଲେ ପୋଲିସର ଅମାନୁଷିକ ବର୍ବରତାର କାହାଣୀ
ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ । ଡିସଚାର୍ଜ ପରେ ବଖାଣିଛନ୍ତି ୧୪ ତାରିଖ ରାତିରେ ଭରତପୁର ଥାନାର ଅକଥନୀୟ ନିର୍ଯାତନାର କାହାଣୀ । ଭୁବନେଶ୍ବର ଭରତପୁର ଥାନାରେ ଆର୍ମୀ ମେଜର ଓତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପଦାକୁ ଆସିଲା ପୋଲିସ ବର୍ବରତାର ରୂପ!-->…
‘୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ’
ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ ମାଓବାଦୀମାନଙ୍କୁ ହିଂସା ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।
ନକ୍ସଲ ହିଂସାର ପ୍ରଭାବିତ!-->!-->!-->…
ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ ନେଇ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କହିବା ସହ ପାଲଟା ନବୀନଙ୍କୁ ପ୍ରଶ୍ନ!-->…
ଭରତପୁର ଥାନା ଘଟଣା, ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି
ଭୁବନେଶ୍ୱର : ଭରତପୁର ଥାନା ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେଡି । ପରେ ସବୁ ସ୍ତରରେ ପ୍ରତିବାଦ କରାଯିବ । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ତେବେ ଆଜି!-->…
ଭରତପୁର ଥାନା ଘଟଣା : ୭ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ
ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।
!-->!-->!-->…
ମାଓ ଯୋଜନା ପଣ୍ଡ, ବିସ୍ପୋରକ ସାମଗ୍ରୀ ଜବତ
ମାଲକାନଗିରି : ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ଜଙ୍ଗଲରୁ ବିରାଟ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ମାଓ ଯୋଜନା ପଣ୍ଡ । ଜବତ ହେଲା ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ବଡିଗାଟା ଜଙ୍ଗଲରୁ ବିସ୍ପୋରକ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ!-->…
ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ଆଜି ଠାରୁ ୩ ଦିନିଆ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ!-->…
କାଲିଠୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଦିନ ୧ଟାରୁ ସର୍ଭେ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତାକାଲି ଠାରୁ ୨୩ ପର୍ଯ୍ୟନ୍ତ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହେବ । ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି । ୨୪ ତାରିଖ ସୁଦ୍ଧା!-->…
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଆକ୍ସନ ମୋଡ୍ ରେ କ୍ରାଇମବାଞ୍ଚ
ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ!-->…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ
ବାଲେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ । ବାଲେଶ୍ଵର କୁକୁଡ଼ା ପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।!-->…