Sign in
Sign in
Recover your password.
A password will be e-mailed to you.
ନିସର୍ତ୍ତର ପ୍ରଭାବ : ହିଞ୍ଜିଳିକାଟୁ ମେଡିକାଲରେ ନିଯୁକ୍ତି ହେଲେ ଚକ୍ଷୁ ବିଶେଷଜ୍ଞ
ହିଞ୍ଜିଳିକାଟୁ : ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀ ମରୁଡି ଦେଖାଦେଇଥିଲା। ଫଳରେ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ୪୦ ରୁ ଉର୍ଦ୍ଧ୍ଵ ଗ୍ରାମର ରୋଗୀ ଓ ସମ୍ପର୍କୀୟ ମାନେ!-->…
ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ
ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଦିନ ଲେଜର ସ୍କାନିଂ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଶେଷଜ୍ଞ ଟିମ୍ର ସଦସ୍ୟଙ୍କ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି। ଏଏସ୍ଆଇ ଏଡିଜି!-->…
ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି
କଟକ: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଚଳିତ ନିର୍ବାଚନରେ ଚମ୍ପୁଆରୁ ସ୍ବାଧୀନ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ପରେ!-->…
ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୋହନଙ୍କୁ ହେମନ୍ତଙ୍କ ଅନୁରୋଧ
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୋଶାଲ ମିଡିଆ ‘ଏକ୍ସ’ରେ ଏନେଇ ଟ୍ୱିଟ୍ କରି ସେ !-->…
ରାଜ୍ୟରେ ୬ ହଜାର ମୁହାଁ ଡେଙ୍ଗୁ ସଂକ୍ରମଣ, ୨୪ ଘଣ୍ଟାରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଏବେ କାୟା ବିସ୍ତାର କରିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୟବୀତ ଅଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ୬ ହଜାର ଛୁଇଁଛି ରୋଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍ର ଅଭାବ ଦେଖା ଦେଇଛି । ପୁଣି ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି!-->…
ଉତ୍ତର ଓଡ଼ିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିସନର
ଭୁବନେଶ୍ବର: ଉନ୍ନୟନ କମିସନର ଅନୁ ଗର୍ଗ ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା!-->…
ମେଜରଙ୍କ ବାନ୍ଧବୀଙ୍କୁ ଜାମିନ, ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ହୋଇଥିଲେ ଗିରଫ
କଟକ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ l ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ପାଇଁ ନିର୍ଦ୍ଦେଶ କରିଥିଲେ କୋର୍ଟ l ଆଜି ମାମଲାର ଶୁଣାଣି କରି ଯୁବତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ l ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ!-->…
ମୁଖ୍ୟମନ୍ତ୍ରୀ ଭାବେ ୨୧ ରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ (ଆତିଶୀ ମାର୍ଲେନ ସିଂହ)। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ!-->…
ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗ୍ରାମ ଉପକଣ୍ଠରେ ଥିବା ଏକ ଟାୱାର ତଳୁ ଜଣେ ୧୦ ବର୍ଷୀୟା ନାବାଳିକାଙ୍କ ଶବ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ!-->…
ବାଲେଶ୍ବର ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ବର: ଆଜି ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ ପରେ ସେଠାକାର ସ୍ଥିତି ଉଦବେଗ ଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲଘୁଚାପ ଜନିତ ବର୍ଷା କରାଣରୁ ୩ଟି ନଦୀରେ ଜଳସ୍ତର ବଢ଼ିଛି । ଫଳରେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି!-->…