କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ

ହିଞ୍ଜିଳିକାଟୁ, ୧୦/୧୧ : ପୂଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ରବିବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ରବିବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ…

ଜାତୀୟ ଆଇନସେବା ଦିବସ ପାଳିତ

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ଜାତୀୟ ଆଇନସେବା ଦିବସ…

ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର, ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ବିଜୟ ମହାପାତ୍ର…

ଫୁଲବାଣୀ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ଏବେ ବିଭିନ୍ନ ରାଜନୈତିକ ଦଳ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ହେଲେ ମୃତକଙ୍କ ପରିବାରକୁ ଏବଂ ଅସୁସ୍ଥ ଥିବା ପରିବାରକୁ କୌଣସି ଆର୍ଥିକ…

ମହାମାୟୀ ପୀଠରେ ବିଶ୍ୱଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଅନ୍ନଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର…

ଚକଲାପଦର ପଞ୍ଚାୟତର ୮ଖଣ୍ଡ ଗାଁ ପିଲାଙ୍କୁ ହାଇସ୍କୁଲ ଅପହଞ୍ଚ, ୮ମ ପରେ ପାଠ ଛାଡୁଛନ୍ତି ଛାତ୍ରୀ

ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ । ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁଁ ବ୍ଳକର ଶିକ୍ଷା ହାର ଆଶାନୁରୂପ ନୁହଁ।ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ…

ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ

ବାଲିଗୁଡା : ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳ ବାସୀ । କନ୍ଧମାଳ ଜିଲ୍ଲା କ.…

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜିତ : ନାଟକ ମାଧ୍ୟମରେ ଦିଆଯାଉଛି ଦୁର୍ନୀତି ବିରୋଧୀ…

ବ୍ରହ୍ମପୁର : ଭିଜିଲାନ୍ସ ସଚେତନତା ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା…

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସୁଗଡବାଡିରେ ପୁଷ୍ଟି ଖାଦ୍ୟ ମେଳା

ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଦିନିଆ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି…

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ ପ୍ରତିଯୋଗିତା

ହିଞ୍ଜିଳିକାଟୁ ୯/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ…

ବିଭିନ୍ନ ଦାବୀ ନେଇ ଟିଟାନିୟମ ଭୂ -ବିସ୍ଥାପିତ କଲ୍ୟାଣ ସମିତିର ଆନ୍ଦୋଳନ

ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ଏବେ ବନ୍ଦ ହେବାର ଆଶଙ୍କା କରାଯାଉଛି, ଗୋଟେ ପଟେ କମ୍ପାନୀ ବିଭିନ୍ନ ଆଳ ଦେଖାଇ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ନୋଟିସ ଜାରି କରୁଥୁବା ବେଳେ ଅନ୍ୟ ପଟେ କର୍ମଚାରୀ ମାନେ ନିଜ ପେଟ…