ମସ୍କୋ ଉପରେ ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ, ୩ ବିମାନବନ୍ଦରରେ ଉଡ଼ାଣ ବାଧାପ୍ରାପ୍ତ

କିଭ୍: ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ। ରବିବାର ୟୁକ୍ରେନ ପ୍ରାୟ ୩୪ଟି ଡ୍ରୋନ୍‌ ଜରିଆରେ ମସ୍କୋ ଉପରେ ଆକ୍ରମଣ କରିଛି। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭରୁ ରୁଷ୍‌ର ରାଜଧାନୀ ଉପରେ ଏହା…

ଧରା ପଡ଼ିଲା ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ବ୍ୟକ୍ତି, ନେପାଳ ଖସି ଯିବାକୁ ଚେଷ୍ଟା କରୁଥିଲା

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ବ୍ୟକ୍ତିକୁ ଶେଷରେ ପୁଲିସ୍‌ ଆଜି ଗିରଫ କରିଛି। ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇରେ ଥିବା ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।ଘଟଣା…

ଚାମ୍ପିୟନ୍ସ ଟ୍ରଫି: ଭାରତକୁ କୋର୍ଟକୁ ଟାଣିବ ପାକିସ୍ତାନ

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ପାଇଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇସଲାମାବାଦ ଯିବାକୁ ମନା କରୁଛି।ଏ ସମ୍ପର୍କରେ ବିସିସିଆଇ କ୍ରିକେଟର ସର୍ବୋଚ୍ଚ…

ରାଜ୍ୟ ଟୋଙ୍ଗ-ଇଲ୍‌-ମୂ-ଡୁ ପ୍ରତଯୋଗୀତାରେ ଚମକିଲେ କନ୍ଧମାଳର ପ୍ରତିଯୋଗୀ

ଫୁଲବାଣୀ : ରାଜ୍ୟ ସ୍ତରୀୟ ଟୋଙ୍ଗ-ଇଲ୍‌ -ମୂ-ଡୁ ଚାମ୍ପିଅନସିପ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ୟୁନିଟ ୯ ଠାରେ ଗତ ୩ ନଭେମ୍ବର ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ୧୧ ଟି ଜିଲ୍ଲାରୁ ପ୍ରାୟ ୨୪୫ ଖେଳାଳି ଅଂଶଗ୍ରହଣ କରିଥିଲେ । ୪ଟି ବର୍ଗ ସବ୍ ଜୁନିଅର, କ୍ୟାଡେଡ, ଜୁନିଅର ଓ…

ଚିକିଟୀରେ ଶିବ ଜ୍ୟୋତି ଭବନ ଲୋକାର୍ପିତ

ଚିକିଟୀ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଚିକିଟୀ ଶାଖା ଶିବ ଜ୍ୟୋତି ଭବନ ବ୍ରହ୍ମା ନଗର ୯ମ ଲାଇନ ରେ ରବିବାର ଲୋକାର୍ପିତ ହୋଇଯାଇଛି। ବ୍ରହ୍ମା କୁମାରୀ ନିଶା ଭଉଣୀ ଙ୍କ ପୌରାହିତ୍ୟ ରେ ଏହି ଅବସରରେ ଏକ ସାଧାରଣ ସଭା ର ମଧ୍ୟ ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି…

ପ୍ରଶାସନର ଆଢୁଆଳରେ ରାଜୁଲକୋଣ୍ଡା ଫାର୍ମ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ ଥିବା ଫାର୍ମ ଟି ପ୍ରଶାସନର ଆଢୁଆଳରେ ଥିବା ଭଳି ପରିଲକ୍ଷିତ ହେଉଛି । ଏକଦା ଏହି ଫାର୍ମ ଟିରେ ବିଭିନ୍ନ ପ୍ରକାର ଫଳ ଯେମିତିକି ଅନେକ କିସମର ସ୍ୱାଦିଷ୍ଟ ଆମ୍ବ, ପିଜୁଳି, କମଳା, ଲେମ୍ବୁ ପ୍ରଭୃତି ଭରପୁର…

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତର ଉଶ୍ରା କଲୋନୀ ଫୁଟବଲ ଖେଲ ପଡିଆରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ବୀରମିତ୍ରପୁର ଥାନା ଅଧିକାରୀଣି ବିଜୟା ବନ୍ଧନା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ଓ…

ନିଖିଳ ଉତ୍କଳକଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ରାଜ୍ୟ ସାଧାରଣ…

ବାଇକ୍ ଧକ୍କାରେ ୨ ଗୁରୁତର

ହିଞ୍ଜିଳିକାଟୁ : ରବିବାର ସକାଳେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ସମ୍ମୁଖରେ ବାଇକ୍ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରେଗିଡିସାହିର ବଂଶୀଧର ସାହୁ (୫୨) ଓ ଆସିକା ଥାନା ମୁକୁନ୍ଦପୁର ଅଞ୍ଚଳର…

ପିଅନପଡା କାଳୀ ମନ୍ଦିର ଦ୍ୱିବାର୍ଷିକ ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ର ପିଅନପଡା ସ୍ଥିତ ସର୍ବ ପୁରାତନ କାଳୀ ମନ୍ଦିରର ଦ୍ୱି ବାର୍ଷିକ ନିର୍ବାଚନ କାଳୀ ମନ୍ଦିର ର ପରିସରରେ ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମ୍ପାଦକ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ପାଠ କରିଥିଲେ l…