Sign in
Sign in
Recover your password.
A password will be e-mailed to you.
ଗଞ୍ଜାମରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଆଲୋଚନା
ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ!-->…
କଲେଜ ଓ ଡିଆରଡିଏ ଛକଠାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସଡକ ଓ ପରିବହନ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରୁ ଡିଆରଡିଏ ଛକ ଜାତୀୟ ରାଜପଥରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ କେନ୍ଦ୍ର ସଡକ ଓ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କୁ ଛତ୍ରପୁର ବିଧାୟକ!-->…
ଜିଲ୍ଲା କ୍ରିକେଟ ସଂଘ ତରଫରୁ ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ
ମାଲକାନଗିରି, ୯।୧୧ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘ ତରଫରୁ ଆଜି ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇ ଯାଇଛିା ଏହି ଟୋର୍ଣାମେଂଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମ୍ଡି ଫାରୁକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲୋ ସେହିପରି ସମ୍ମାନୀତ ଅତିଥି ଭାବେ!-->…
ଚିକିଟୀ ଅଞ୍ଚଳରେ ବାଘ ଭ୍ରମଣ ଯୋଗୁଁ ଆତଙ୍କ ସୃଷ୍ଟି
ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଚିକିଟୀ ବ୍ଳକରେ ବାଘର ଭ୍ରମଣ ଯୋଗୁଁ ଲୋକେ ଆତଙ୍କିତ ହୋଇଥିବା ଜଣାପଡିଛି। ଗତ କିଛିଦିନ ଧରି ଚିକିଟୀ ଅଞ୍ଚଳରେ ତିନି ଟିକିଆ ହାତି ପୋଲ ଉପଦ୍ରବ ଲାଗିରହିଥିବା ବେଳେ ଏବେ ପୁଣି ମହାବଳ ବାଘର ପାଦ ଚିହ୍ନ ଠାବ ହେଲାପରେ ଚିକିଟୀ ଅଞ୍ଚଳରେ କୋକୁଆ ଭୟ!-->…
ବାସିନୀଠାରେ ଯାଦବ ସମାଜର ଗୋଷ୍ଟାଷ୍ଟମୀ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବାସିନୀ ପଞ୍ଚାୟତ ଠାରେ ଜିଲ୍ଲା ଯାଦବ ମହାସଭା ଆନୁକୁଲ୍ୟରେ ବାସିନୀ ଓ ଚଟାହାଣ୍ଡି ପଞ୍ଚାୟତ ଯାଦବ ସମାଜ ମିଳିତ ପ୍ରଚେଷ୍ଟାରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ପୂର୍ବାହ୍ନ ରେ ଗ୍ରାମ ର ମହିଳା ମାନଙ୍କ ଦ୍ଵାରା କଳସ ଯାତ୍ରା ସ୍ଥାନୀୟ!-->…
ସଚେତନତା ହିଁ କର୍କଟକୁ ହରାଇବାର ପ୍ରଥମ ସୋପାନ
ବ୍ରହ୍ମପୁର,:ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ!-->…
ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ!-->…
ଗୋପାଷ୍ଟମୀ ଓ ଦୀପାବଳି ମିଳନ ଉତ୍ସବ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ଗୋପାଳ ଗୋଶାଳା କମିଟି ଦ୍ବାରା ମିଳିତ ଭାବେ ଆୟୋଜିତ ଶ୍ରୀ ଶ୍ରୀ ଗୋପାଷ୍ଟମୀ ମହୋତ୍ସବ ଏବଂ ଦୀପାବଳି ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶସ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ କନକ!-->…
ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି
ବାରିପଦା : ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି। ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବାଙ୍ଗିରିପୋଷିରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ମୟୂରଭଞ୍ଜ ଯାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡାକ୍ତର!-->…
ଖୁବ୍ଶୀଘ୍ର ନବୀନଙ୍କ ଜିଲା ଗସ୍ତ
ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଲାଗି ରହିଛି। ମାତ୍ର ଖୁବ୍ଶୀଘ୍ର ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ଶ୍ରୀ ମୁଦୁଲି କହିଛନ୍ତି ଯେ,!-->…