Sign in
Sign in
Recover your password.
A password will be e-mailed to you.
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ମହୋତ୍ସବ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ୩୬ ତମ ଦୁଇ ଦିନିଆ ବାର୍ଷିକ କ୍ରିଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷା ଶାରୀରିକ ଅଧିକାରୀ ସଞ୍ଜୟ ପାତ୍ର ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ବାର୍ଷିକ କ୍ରୀଡା!-->…
ବିହାରୀ ସମ୍ପ୍ରଦାୟର ଛଠପୂଜା ମହାସମାରୋହ ରେ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟର ଛଠ ପୂଜା । ଆଜି ସକାଳୁ ବଡି ଭୋରରୁ ସ୍ଥାନୀୟ ପିଲା ସାଲୁଙ୍କି ନଦୀ ନିକଟରେ ବାଲି ପଠାରେ ବିହାରୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ପ୍ରକାର ଫଳ ଭୋଗ ନେଇ ପଚାଶରୁ ଉର୍ଦ୍ଧ୍ବ ବିହାରୀ ସମ୍ପ୍ରଦାୟର ଲୋକମାନେ ମିଳିତ!-->…
ଟିମନପୁର ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ଆବାସିକ ଆଶ୍ରମ ସ୍କୁଲରେ ବିଗତ ୦୪/୧୧ ସୋମବାର ରୁ ଧନୁର୍ଜୟ ଗଣ୍ଡ (୧୨) ବର୍ଷ ପେଟ ବ୍ୟଥା ଓ ଝାଡ଼ା ବାନ୍ତିର ସୂଚନା ତାଙ୍କର ପିତା ବିଷ୍ଣୁ ଗଣ୍ଡଙ୍କୁ ଫୋନ ଯୋଗେ ଜଣାଇଥିଲେ । ହେଲେ ବିଷ୍ଣୁ ଗଣ୍ଡ ଏହାକୁ ବେଶୀ ଗୁରୁତ୍ୱ ନ!-->…
ଗୋପାଳପୁରରେ ଧୂମାଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ
ବ୍ରହ୍ମପୁର :ଚଳିତ ବର୍ଷ ଗୋପାଳପୁରରେ ଧୂମଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ। ଓଡ଼ିଆ ଗର୍ବ ଗୌରବ ଗାଥାର ସ୍ମରଣକୁ ଉଜ୍ଜୀବିତ ରଖିବା ପାଇଁ ଏଭଳି କରାଯିବ।ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ!-->…
ବିଜେପିରେ ଯୋଗଦେବାକୁ କେନ୍ଦ୍ରକରି ଯୁବକଙ୍କୁ ମାଡ ଘଟଣା, ଜଣେ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବିଜେପିରେ ଯୋଗ ଦେବାକୁ କେନ୍ଦ୍ରକରି ୫ ଜଣ ଯୁବକ ମିଶି ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ!-->…
ଓ୍ବାରେଣ୍ଟ ବଳରେ ୫ ଗିରଫ
ହିଞ୍ଜିଳିକାଟୁ : ହତ୍ୟା ଉଦ୍ୟମ, ଚୋରୀ ଓ ମାରପିଟ୍ ଭଳି ଘଟଣାରେ ସଂପୃକ୍ତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ହିଞ୍ଜିଳି ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର!-->…
ଗୁଜବ : ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ
ବ୍ରହ୍ମପୁର : କିଛି ଦିନ ହେବ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି…ବୋଲି ଗୁଜବ ସୃଷ୍ଟି ହୋଇଛି | ତେଣୁ ଲୋକ ମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖା ଦେଇଛି।ଏହାର ସୁଯୋଗ ନେଇ କିଛି ପୁରୁଣା ଓ ଅନ୍ୟ ରାଜ୍ୟର କିଛି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ!-->…
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ
ନବରଙ୍ଗପୁର : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର ସଦର ମହକୁମା ମୁଖ୍ୟ!-->…
ମଣ୍ଡେଇ ମହୋତ୍ସବ୨୦୨୪ ପାଳନ ଉପଲକ୍ଷେ ମଣ୍ଡେଇ ପଡିଆ ହିର୍ଲିଠାରେ ଭୂମି ପୂଜନ
ନବରଂଗପୁର : ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ପାଳନ ଉପଲକ୍ଷେ ଆଜି ମଣ୍ଡେଇ ପଡିଆ ହୀର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳ ୯.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ପୌରହିତ୍ୟରେ!-->…
ବସ ଦୁର୍ଘଟଣାରେ ଖଜୁରୀପଡ଼ା ବ୍ଳକର ଚାଳକ ମୃତ : ସାଂସଦ ଓ ବିଧାୟକଙ୍କ ଦୁଃଖ ପ୍ରକାଶ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ରାମଦୂତ ନାମକ ବସ ଓଡି ୦୨ ୮୧୯୯ ଆଜି ପୂର୍ବାହ୍ନରେ ଖଜୁରୀପଡା ଅତିକ୍ରମ କରି ନୟାଗଡ ରାସ୍ତାରେ ଦଶପଲ୍ଲା ଅତିକ୍ରମ କରି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ ଗାଡି ଚାଳକ କନ୍ଧମାଳ ଜିଲ୍ଲା!-->…