Sign in
Sign in
Recover your password.
A password will be e-mailed to you.
ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ଅନସ୍ଥା ପ୍ରସ୍ତାବର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖକୁ ଘୁଞ୍ଚିଲା
ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ହେବାକୁ ଥିବା ବୈଠକ ଏବଂ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖରେ ହେବା ନେଇ ସମସ୍ତ କାଉନସିଲର ମାନଙ୍କୁ ପତ୍ର ଜରିଆରେ!-->!-->!-->…
ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥବା ଜଣାପଡିଛି l ସୂଚନା ଅନୁଯାଇ ଛତିଶଗଡର ଦାନ୍ତେୱାଡା, ସୁକମା, ବିଜାପୁର ଜିଲ୍ଲାର ଗଙ୍ଗାଲୁର, ବାସାଗୁଡା ଥାନା!-->!-->!-->…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଆଭାସୀ ବୈଠକ
ଛତ୍ରପୁର : ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଶୁକ୍ରବାର ଦିନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ଠାରୁ ଆସନ୍ତା 22 ତାରିଖ!-->…
ବ୍ଲକସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ
ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବ୍ଲକ ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏଲଡିଏମ କିଶୋର ନାୟକ ସଂଯୋଜନା କରିଥିଲେ l ମୁଖ୍ୟତଃ କୃଷି, ଉଦ୍ୟାନ ଓ!-->…
ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାନ୍ତ ବହିର୍ବିଭାଗର ଶୁଭାରମ୍ଭ
ଛତ୍ରପୁର : ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘଦିନ ହେଲା ଦନ୍ତ ଚିକିତ୍ସକ ଥିବା ସତ୍ତ୍ବେ, ଦାନ୍ତ ଚିକିତ୍ସା ଉପକରଣମାନ ଆଜି ଅଧିକ୍ଷକ ଡ଼ା ସୌମ୍ୟ କାନ୍ତ ମହାପାତ୍ର ଓ ଦାନ୍ତ ଚିକିତ୍ସକ ଡ଼ା ଅଜିତ ନାୟକ ଙ୍କ ତତ୍ତ୍ଵାବଧାନରେ ସ୍ଥାପିତ କରାଯାଇଛି। ଏହି!-->!-->!-->…
ନଦୀକୂଳରେ ଡ୍ୟାମ ନିର୍ମାଣ ବିରୋଧ ସହ କାମବନ୍ଦ କରିବାକୁ ଦାବିକଲେ କମଳାପଦର ଗ୍ରାମବାସୀ
ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ,ଗୋବିନ୍ଦ ପାଲ୍ଲୀ ପଞ୍ଚାୟତର କମଳା ପଦର ଗ୍ରାମ ନିକଟରେ ଗାରିଆ ନଦୀକୂଳ ଲାଗି ରହିଛି l ଏହି ନଦୀ ଦୁଇ ପାର୍ଶ୍ଵରେ କେତେ ଗୁଡିଏ ଗାଁ ରହିଛି,କମଳା ପଦର,ଗୋଜିଆ ଗୁଡା, ବାଲି ଆମ, ପାକନା ଗୁଡା,ଭଳି ଅନେକ ଗ୍ରାମ l ନଦୀରେ ଡ୍ୟାମ ନିର୍ମାଣ ହେଲେ ଏହି!-->…
ବିଧାୟକଙ୍କ ଆସିକା ମେଡିକାଲ ପରିଦର୍ଶନର ପ୍ରଭାବ : ୩ ଜଣ ସେବିକାଙ୍କୁ ଡେପୁଟେସନରେ ପଠାଇଲେ ସିଡିଏମଓ…
ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଗତ ୧୧ ତାରିଖ ଦିନ ବିଧାୟକ ସରୋଜ କୁମାର ପାଢ଼ୀ ଅଚାନକ ଗସ୍ତ କରିଥିଲେ l ବିଧାୟକ ଶ୍ରୀ ପାଢ଼ୀ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରୁଥିବା ବେଳେ କିଛି ରୋଗୀ ଏବଂ ସମ୍ପର୍କୀୟ ମାନେ କାର୍ଯ୍ୟରତ ସେବିକା ସଠିକ ସ୍ୱାସ୍ଥ୍ୟ ସେବା!-->…
ବିଲକିସ୍ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି।
ସୁପ୍ରିମକୋର୍ଟ ନୂତନ କ୍ଷମା!-->!-->!-->…
ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ୨ଟି ସାମରିକ ଏୟାରଫିଲ୍ଡ
ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ । ଏହିପରି ମିନିକୋୟରେ ଏକ!-->…
ଯୋଗୀଙ୍କୁ ବମ୍ରେ ଉଡ଼ାଇବାକୁ ଧମକ ଦେଇଥିଲେ ଯୁବକ, ଉଠାଇ ନେଲା ପୁଲିସ୍
ରାତାରାତି ଫେମସ୍ ହେବା ପାଇଁ ଯୁବକ ଘଟାଇଲେ ଅଜବ କାଣ୍ଡ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍ ଚାରିକାନ୍ଥରେ ଦିନ କାଟୁଛନ୍ତି।
ଏପରି ଅଭାବନୀୟ କାଣ୍ଡ ଘଟାଇଥିବା!-->!-->!-->…