Sign in
Sign in
Recover your password.
A password will be e-mailed to you.
ସିବିଆଇ କେସ୍ରେ ସୁପ୍ରିମକୋର୍ଟଙ୍କ ‘ସରି’ ପରେ ଅସନ୍ତୋଷ ପ୍ରକାଶ କଲେ ଶିବକୁମାର
ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରୁ ରଦ୍ଦ ପାଇଁ ଦାବି କରୁଥିବା କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ଶିବକୁମାରଙ୍କ ଆବେଦନକୁ ରଦ୍ଦ କରି ଦେଇଛନ୍ତି। ଏଥିସହ ପିଟିସନକୁ ରଦ୍ଦ କରିବା ବେଳେ!-->…
ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ
ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି।
!-->!-->!-->…
ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବ୍ରହ୍ମପୁର : ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଡିପଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ବାଇକ୍ ଆରୋହୀ ଜଣଙ୍କ ଆସୁଥିବା ବେଳେ ବୀପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ପରେ ବାଇକ!-->!-->!-->…
ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପଞ୍ଜୀକୃତ ହେଲା ୧୭୦୦ ଅଭିଯୋଗ
ଭୁବନେଶ୍ୱର: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଅଭିଯୋଗ ପ୍ରକୋଷ୍ଠରେ ଚାଲିଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍ଡିସିସ୍ତରରେ!-->…
ପୂଜାଙ୍କ ପରେ ଚର୍ଚ୍ଚାରେ ଅଭିଷେକ ସିଂହ: ଦିବ୍ୟାଙ୍ଗ ଦର୍ଶାଇ ହୋଇଥିଲେ ଆଇଏଏସ୍
ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ନେଇ ପୂରା ଦେଶରେ ହଇଚଇ ଜାରି ରହିଛି। ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ଆଇଏଏସ୍ ଅଭିଷେକ ସିଂହ। ଦିବ୍ୟାଙ୍ଗ ବର୍ଗରେ ଆଇଏଏସ୍ ହୋଇଥିବା ଅଭିଷେକ ମଧ୍ୟ ନକଲି ପ୍ରମାଣପତ୍ର ହାତେଇଥିବା ଅଭିଯୋଗ!-->…
ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 58ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ!-->…
ବାହୁଡା଼ ଯାତ୍ରା ଉପଲକ୍ଷେ ମା ‘ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା'ପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ' ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମା ' ପାଟଖଣ୍ଡା!-->…
ଜୟପୁରରୁ ଅପହୃତ ମିଲ ମାଲିକ ଉଦ୍ଧାର, ଦୁଇଦିନ ତଳେ ହୋଇଥିଲେ ଅପହୃତ
ଜୟପୁର : ଉଦ୍ଧାର ହେଲେ ଜୟପୁରରୁ ଅପହୃତ ହୋଇଥିବା ମିଲ ମାଲିକ । ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠେଇ ନେଇଥିଲେ ଅପହରଣକାରୀ । ମଧ୍ୟ ରାତ୍ରରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଅପହରଣର କଣ କାରଣ ଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ପ୍ରକାଶ!-->!-->!-->…
ପାବନ ଶ୍ରୀକ୍ଷେତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା : ବାହୁଡିଲେ ମହାବାହୁ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ବାହୁଡ଼ା ରଥଯାତ୍ରା ମହାସମାରୋହରେ ବହୁ ଭକ୍ତଙ୍କ ସମାବେଶରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ରୀତି ଅନୁକ୍ରମେ ବାହୁଡ଼ା ରଥଯାତ୍ରା କାଳୀନ ନୀତି!-->…
ରାଜ୍ୟସଭାରେ ବିଜେପି ୮୬କୁ ଖସିଲା, ଏନଡିଏ ୧୦୧
ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧ ହୋଇଯାଇଛି। ଶନିବାର ବିଜେପି ସହ ଥିବା ରାଜ୍ୟସଭାର ୪ ମନୋନୀତ ସଦସ୍ୟ ଅବସର ନେବା ପରେ ଉଚ୍ଚ ସଦନର ଗଣିତ ବଦଳିଛି। ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ!-->…