Sign in
Sign in
Recover your password.
A password will be e-mailed to you.
ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ…
ସୁନ୍ଦରଗଡ: ୧୬/୭/୨୦୨୪ : ଖଣି ଖନନ ପ୍ରଭାବିତ ଅଂଚଳର ଯୁବକ ଯୁବତୀମାନଙ୍କୁ ତାଲିମ୍ ଦେଇ ଦକ୍ଷ କରିବା ଏବଂ ସେମାନଙ୍କୁ ନିଯୁକ୍ତି ସକ୍ଷମ କରିବା ସବୁବେଳେ ଏକ ଆହ୍ୱାନ ହୋଇ ରହି ଆସିଛି । ଏହା ଦେଖାଯାଇଛି ଯେ ସ୍ଥାନୀୟ ଅଂଚଳରେ କର୍ମ ସଂସ୍ଥାନର ଅଭାବ ଏବଂ ମିଳୁଥିବା କର୍ମ ସମ୍ବଳ ପାଖରେ!-->!-->!-->…
ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ପ୍ରତ୍ୟେକ ଜିଲ୍ଲା ରେ ହେଲେ ଲୋକେ ଉପକୃତ ହେବେ : “ଆଇନ ଜିବୀ ଡାକ୍ତର ସୁବ୍ରତ…
ବ୍ରହ୍ମପୁର:୧୬-୭ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଜନ ଶୁଣାଣି ରେ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ତର୍ଜମା କରୁଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସହ ସହ ଲୋକେ ଜନ ଶୁଣାଣି କୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କ ରେ ପଜିକୃତ କରୁଛନ୍ତି। ଏହି ଜନ!-->…
ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସରପଞ୍ଚ…
ଉମରକୋଟ /ଝରୀଗାଁ ( ୧୬/୦୭/୨୦୨୪)ଓଡ଼ିଶା ରାଜ୍ୟର ପୂର୍ବତମ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସର ଶୁଭାରମ୍ଭ କରି ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଗଡ଼ିବା ପରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଷ୍ଟାଣ୍ଡ!-->!-->!-->…
ନବରଙ୍ଗପୁର : ସ୍କୁଲ ପରିସର ରେ ଭାଲୁ ଆତଙ୍କ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ ରହିଥିବା ଦେଖିବାକୁ ମିଳିଛି। ନିତିଦିନ ପରି ସ୍କୁଲ ଖୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ସ୍କୁଲ ପରିସର ଭିତରକୁ ଯିବା ସମୟ ରେ!-->!-->!-->…
ଫେରିଲେ ମହାବାହୁ, ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ
ପୁରୀ: ଲୀଳାମୟ ମହାବାହୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଜନ୍ମବେଦିରେ ନବଦିନର ଲୀଳାଖେଳ ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିଛନ୍ତି। ଭାବଦିଆ କାଳିଆ ଠାକୁର ବଡ଼ଦାଣ୍ଡକୁ ନିସ୍ବାର୍ଥ!-->…
ହିତାଧିକାରୀଙ୍କ ଠାରୁ ଋଣଟଙ୍କା ଆଦାୟ କରି ଆକାଉଣ୍ଟରେ ଜମା ନକରି ୧ଲକ୍ଷ ୭୦ ହଜାର ଟଙ୍କା ଠକିନେବା ଅଭିଯୋଗରେ ଜଣେ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା । ବହୁ ହିତାଧିକାରୀଙ୍କ ଠାରୁ ଋଣ କିସ୍ତି ଟଙ୍କା ଆଦାୟ କରି ସେମାନଙ୍କ ଆକାଉଣ୍ଟ ଜମା ନକରି ୧ଲକ୍ଷ ୭୦ହଜାର ଟଙ୍କା ଠକିନେଇ ଦିର୍ଘବର୍ଷ ଧରି ଫେରାର ହୋଇଯାଇଥିବା କିଶୋର ସର୍ଦାର ନାମକ!-->…
ଆଇପିଏସ୍ ରବିକାନ୍ତ ଓ ଡିଏସ୍ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି
ଭୁବନେଶ୍ଵର: ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ବିଦା ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ରବି କାନ୍ତ । ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୮ ବ୍ୟାଚ ଆଇପିଏସ ରବି କାନ୍ତ!-->…
କେନ୍ଦ୍ରାପଡ଼ା ସାଂସଦଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ଫେରିଲେ ୮ ପ୍ରବାସୀ ଓଡ଼ିଆ
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି। ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି। ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ!-->…
ପୋଡପିଠା ଖାଇଲେ ବ୍ରହ୍ମାଣ୍ଡ ଠାକୁର
ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏନେଇ ଉଠୁଛି ପଡୁଛି ଜଗନ୍ନାଥ ଧାମ । ମାଉସୀ ମାଙ୍କ ଘରେ ଶ୍ରୀଜିଉ ବଡ ଭାଇ ବଳରାମ ଗେହ୍ଳି ଭଉଣୀ ସୁଭଦ୍ରାଙ୍କୁ ଧରି ପୋଡପିଠା ଖାଇଛନ୍ତି ବ୍ରହ୍ମାଣ୍ଡ ଠାକୁର । ବଡ ଦେଉଳକୁ ଫେରିବେ ତିନି ଠାକୁର । ଶରଧାବାଲିରେ ସୁସଜ୍ଜିତ ହୋଇଛି ।!-->…