Sign in
Sign in
Recover your password.
A password will be e-mailed to you.
ଅନିଶ୍ଚିତତା ମଧ୍ୟରେ ଗୋପାଳପୁର ବେଳାଭୂମି ମୋହତ୍ସବ : ଅନେକ ପ୍ରଶ୍ନ ବଳୟ ଓ ଅଦୃଶ୍ୟ ଭୟ ରେ ଚୁପ ରହିଛି କି…
ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଆୟୋଜିତ ହେଉଥିବା ବେଳାଭୂମି ମୋହତ୍ସବ ୨୦୨୩ ନ ହେବା କୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରି ଥିବା ବେଳେ ସ୍ଥାନୀୟ ବିଧାୟକ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଭୟ ରେ ଶାସକ ଦଳର ପ୍ରଚାର ପ୍ରସାର ସର୍ବସ୍ବ ଦାମିକା ଉତ୍ସବ ଆଜି ନେଇ ନିଷ୍ପ୍ରଭ!-->!-->!-->…
ସୁବାସ ର ଭାଗ୍ୟ ରେ ଆବାସ ଯୋଜନା କେବେ ?… : ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ..??
ଧରାକୋଟ: ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇ ଦେବା ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ହେଲେ କିଛି କ୍ଷେତ୍ରରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ବାଦ ପଡ଼ୁଛନ୍ତି।ବାରମ୍ବାର ଗୁହାରୀ କଲେ ମଧ୍ୟ ଶୁଣିବାକୁ କେହିନାହିଁ। ଦିନେ ନୁହେଁ ବର୍ଷେ!-->…
ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ
ଫୁଲବାଣୀ : ଆଜି କନ୍ଧମାଳ ଡିପିଓ ସମ୍ମିଳନୀ କକ୍ଷରେ ପୋଲିସ ରାଜ୍ୟ ମହା ନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ l ଦୁଇଜଣ ହାର୍ଡକୋର ମାଓବାଦୀ ଯଥା ରଞ୍ଜିତ ନେତାମ@ ବଟଲୁ @ ଧର୍ମ (କ୍ଷେତ୍ର କମିଟି ସଦସ୍ୟ) ଏବଂ ସିପିଆଇର କଳାହାଣ୍ଡି କନ୍ଧମାଳ!-->!-->!-->…
ଡାଙ୍ଗମାଳରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର ଭୂବନେଶ୍ଵର ସମ୍ ହସ୍ପିଟାଲକୁ ସ୍ଥାନାନ୍ତରିତ..
ରାଜନଗର -14.12.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧପାଟଣା ଗ୍ରାମର ଫକିର ଚରଣ ସେଠୀ (ଠିକାଦାର) ଡାଙ୍ଗମାଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଠିକାନେଇ ବିଲ୍ଡଂ ଆଦି କାର୍ଯ୍ୟ କରୁଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଫକିର କାମ ଦେଖି ରାଜନଗର ଅଭିମୁଖେ!-->!-->!-->…
ନୂଆଁ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କ୍ରିଡ଼ା ପ୍ରତିଯୋଗିତା ର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ..
ବୀରମିତ୍ରପୁର : ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି ! ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ ୱାଇ ଡି ପି) ୨୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ହାଇଛି,ଏହି କାର୍ଯ୍ୟକ୍ରମରେ!-->!-->!-->…
ବାର୍ଷିକ କ୍ରୀଡା ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ଥାନା ରଏବଗା ହାଇସ୍କୁଲ ଖେଲ ପଡ଼ିଆରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି !ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଏ ବୀ ଓ ସଦାନନ୍ଦ ପ୍ରଧାନ ଯୋଗଦେଇ ଶୁଭ ଆରମ୍ଭ କରିଥିଲେ ! ପୁରସ୍କାର ବଣ୍ଟନ!-->!-->!-->…
ଯୁବ ନେତା ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ କଲା ପୁଲିସ…
ପରକିୟା ପ୍ରୀତି ପଡିଲା ମହଙ୍ଗା....
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଦଡ଼କି ପଞ୍ଚାୟତର ଯୁବ ନେତା ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ କରିଛି ପୁଲିସ । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ସଞ୍ଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ!-->!-->!-->…
୧୯ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍ଘାଟିତ…
ପ୍ରଥମ ସଂଧ୍ୟାରେ ସମ୍ବଲପୁରୀ ଗୀତିନାଟ୍ୟ ‘ପଏର୍ଚ୍ଛା ସତୀ’ମଂଚସ୍ଥଦେବଗଡ଼,୩ା୧୨ : ଦେବଗଡର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟର୍ନେସନାଲ୍’ ପକ୍ଷରୁ ସ୍ଥାନୀୟ ଟାଉନ୍ହଲ୍ ଠାରେ ଆଜି ୧୯ ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି ।!-->…
୫ ଦଫା ଦାବୀରେ ଗ୍ରାମୀଣ ଡାକସେବକ ସଂଘର ଧର୍ମଘଟ…
ଦେବଗଡ଼ (୧୩ା୧୨) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ, ଓଡିଶା ସର୍କଲର ଆହ୍ୱାନ କ୍ରମେ ୫ ଦଫା ଦାବୀରେ ବୁଧବାର ଦେବଗଡ ଜିଲାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ସେହିପରି ଏହି ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ ଜାରୀ ରହିବ!-->…
ରାଉରକେଲାରେ ଆରମ୍ଭ ହେଲା ମହାନଗର ନିଗମସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ 'ନୂଆ-ଓ' କାର୍ଯ୍ୟକ୍ରମ୬ କ୍ରୀଡ଼ାରେ ଭାଗ ନେବେ ୨୨ ଶହରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ
ସୁନ୍ଦରଗଡ/ରାଉରକେଲା : ତୃଣମୂଳସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ 'ନୂଆ-ଓ ଯୁବ!-->!-->!-->…