Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ…
ପ୍ରଦର୍ଶିତ ହେଲା ଓଡ଼ିଶାର ବହୁ ବରିଷ୍ଠ ଶିଳ୍ପୀଙ୍କ ଚିତ୍ରକଳା
ମାଲକାନଗିରି : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ମାଲକାନଗିରି ସହଯୋଗରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା!-->!-->!-->!-->!-->…
ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଦାରିଙ୍ଗବାଡ଼ି ୧୩/୧୨ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ତତ୍ୱବାଧାନ କ୍ରମେ ଏପିଓ!-->…
ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ଅଯୋଗ୍ୟ ଘୋଷଣାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କଲେ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ୍ ଅନ୍ତର୍ଗତ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ସାନୁଜ ପ୍ରଧାନଙ୍କ ପାଞ୍ଚଟି ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ବିଡିଓ ଓ ସିଡିପିଓଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ସରପଞ୍ଚଙ୍କୁ ଫୁଲବାଣୀ ଜିଲ୍ଲାପାଳ ଡା ଆଶିଷ ଇଶ୍ୱର ପାଟିଲ ଗତ ୨୨ ତାରିଖ!-->…
ବେଆଇନ ହୋଡିଂରେ ସହର ଛାଉଣୀ : ପୌର ପ୍ରଶାସନର ଦୃଷ୍ଟି ପଡିବ କେବେ ?
ହିଞ୍ଜିଳିକାଟୁ : ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପୌର ପ୍ରଶଶସନର ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି ହେଲେ ବାସ୍ତବ କ୍ଷେତ୍ରରେ ବହୁ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋଡିଂ ବ୍ୟବହାର!-->…
ଗହୀରମଥା ନିଷିଧାଞ୍ଚଳରୁ ଜବତ ଟ୍ରଲର ଜଣେ ବିଭାଗୀୟ ଅଧିକାରୀଙ୍କର ନୁହେଁ ତ ? ତାକୁ ଛାଡିବା ପଛରେ କାହାର ହାତ…
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଯୋଗାଇଦେଵାକୁ କୌଣସି ବୋଟ କିମ୍ବା ଟ୍ରଲରକୁ ଫିସିଂ କରିବାକୁ ଦୃଢ ଭାବେ ବାରଣ କରାଯାଇଛି। ସେଥିପାଇଁ ବନ କର୍ମଚାରୀମାନେ ରାତି ଦିନ ଏକ କରି ପେଟ୍ରୋଲିଂ କରି!-->…
ଦୋକାନ ଗୃହ ଯୋଗାଣ ନାଁରେ ଲାଞ୍ଚ ମାମଲା : ଅଭିଯୁକ୍ତକୁ ତିନିବର୍ଷ ଜେଲ ଓ ଜୋରିମାନା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମରବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ଅଭିୟୁକ୍ତ, ବାଲି ଗୁଡା ଏଆର ସିଏସ୍ ର ପୂର୍ବତନ କୋପରେଟିଭ ଇନିସ୍ପେକ୍ଟର, ଯାଜପୁର ଜିଲ୍ଲା ବିରଜାପୁରର ରାମବାଗ ଅଞ୍ଚଳର ଶିତେଷ ରଞ୍ଜନ ଦାସଙ୍କୁ ସାକ୍ଷୀ ଓ ପ୍ରମାଣ!-->…
ମାନବାଧିକାର ମିସନର ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉପହାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ଉପ ସଭାପତି ଜଳନ୍ଧର ବେହେରାଙ୍କ ନିର୍ଦ୍ଦେଶରେ ମାନବାଧିକାର ଚୈୟାରପରସନଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୬,ତମ ମାନବାଧିକାର ଦିବସକୁ!-->…
ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ନର୍ସ ଅଭାବ, ପ୍ରସୂତି ମହିଳା ହନ୍ତସନ୍ତ…
ଦାରିଙ୍ଗବାଡ଼ି, ୧୩/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡାକ୍ତରଖାନା ଉପରେ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୨୫ହଜାରରୁ ଉର୍ଦ୍ଧ ଜନ ସାଧାରଣ ନିର୍ଭର କରନ୍ତି। ଏହି ଡାକ୍ତରଖାନାରେ ପୂର୍ବରୁ ଦୁଇଜଣ ନର୍ସ ନିଯୁକ୍ତି ପାଇ କର୍ମରତ ଥିଲେ। ଦୁଇ!-->!-->!-->…
ସଂସଦ ସୁରକ୍ଷାରେ ତ୍ରୁଟି: ଧରା ପଡ଼ିଥିବା ୪ ଜଣ କିଏ?
ଲୋକସଭା କାର୍ଯ୍ୟ ଠିକ ଠାକ ଚାଲିଥିଲା। ସାଂସଦମାନେ ସେମାନଙ୍କ ପ୍ରଶ୍ନ ଉପସ୍ଥାପନ କରୁଥିଲେ। କିନ୍ତୁ ଦିନ ଠିକ ୧.୦୨ ମିନିଟରେ ଘଟିଥିଲା ଅଘଟଣ। ହଠାତ୍ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡିଆଁ ମାରିଥିଲେ।
କେହି କିଛି ବୁଝିବା ଆଗରୁ ଜଣେ ଯୁବକ…
ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା…
ଭୁବନେଶ୍ୱର: ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍ । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ କ୍ୟାସଲେସ ଏବଂ ସୁବିଧାଜନକ ପରିବହନ ପାଇଁ ବାଣିଜ୍ୟ ଓ ପରିବହନ…