Sign in
Sign in
Recover your password.
A password will be e-mailed to you.
‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’
ନୂଆଦିଲ୍ଲୀ : ‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ।’ ସମଗ୍ର ଦେଶରେ…
ଲୋକସଭା ସୁରକ୍ଷା ଭଙ୍ଗ ଘଟଣା; ୮ କର୍ମଚାରୀ ନିଲମ୍ବିତ
ନୂଆଦିଲ୍ଲୀ : ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ। ଗତକାଲି ହଠାତ୍ ସଂସଦ ଭବନକୁ ପଶି ଦୁଇ…
ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା; ତାତିଲେ ବିରୋଧୀ, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ : ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ…
ମାଷ୍ଟରମାଇଣ୍ଡ ଲଳିତ ଏବେ ବି ଫେରାର, ଆସିଲା ନୂଆ ତଥ୍ୟ…
ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ସାଂଘାତିକ ତ୍ରୁଟିକୁ ଗୁରୁତର ଭାବେ ନେଇଛନ୍ତି ସରକାର। ଦୁଇ ଜଣ ଯୁବକ ସଂସଦ ଭିତରେ ସ୍ମୋକ ଆଟାକ କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ସଂସଦ ବାହାରେ ବିକ୍ଷୋଭ କରିଥିଲେ।
ବେକାରୀ, ସମ୍ବିଧାନ ସୁରକ୍ଷା ଓ ଯୁବ…
ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍ ଓ’ବ୍ରାୟନ୍
ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ’ବ୍ରାୟନ୍ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ…
ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୧୩ ବିରୋଧୀ ଦଳ ସାଂସଦ ଲୋକସଭାରୁ ନିଲମ୍ବିତ…
ନୂଆଦିଲ୍ଲୀ: ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବାଚସ୍ପତି ଓମ୍ ବିର୍ଲା ୧୩ ଜଣ ସାଂସଦଙ୍କ ନାମ ଘୋଷଣା କରିବା ପରେ ଆଜି ଲୋକସଭାରୁ ସଂପୃକ୍ତ ୧୩ ଜଣ ବିରୋଧୀ ସାଂସଦଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିବା ପାଇଁ ଏକ ପ୍ରସ୍ତାବ ପାରିତ…
ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ପ୍ରଧାନ ବିଚାରପତି…
ନୂଆଦିଲ୍ଲୀ: ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠରେ ତାଲିକାଭୁକ୍ତ ମନି ଲଣ୍ଡରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍…
ପୁଲିସକୁ ଖୋଲା ଧମକ ଦେଲେ ବିଟୁ ବଜରଙ୍ଗୀ…
ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ତଥା କଥିତ ଗୋରକ୍ଷାକାରୀ ବିଟୁ ବଜରଙ୍ଗୀ ପୁଲିସ୍କୁ ଖୋଲା ଧମକ ଦେଇଛନ୍ତି। ବୁଧବାର ରାତିରେ ବଜରଙ୍ଗୀଙ୍କ ସାନ ଭାଇଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏଥିପାଇଁ ବଜରଙ୍ଗୀ…
କାହିଁକି ସଂସଦରେ ଗ୍ୟାସ୍ ସ୍ପ୍ରେ କରିଥିଲେ ଅଭିଯୁକ୍ତ? ଜେରା ବେଳେ କହିଲେ କାରଣ
ନୂଆଦିଲ୍ଲୀ : ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଜଣ ଯୁବକ ଗୃହକୁ ପ୍ରବେଶ କରି ହଙ୍ଗାମା କରିବା ସହ ଆତଙ୍କ ଖେଳାଇବାକୁ ନେଇ ଶାସକକୁ ଘେରିଛନ୍ତି ବିରୋଧୀ। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଘଟଣାର…
ମସଜିଦରେ ସର୍ଭେକୁ ମିଳିଲା ହାଇକୋର୍ଟଙ୍କ ଅନୁମତି…
ମଥୁରା : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆଜି ବିଚାର କରି ମସଜିଦରେ ସର୍ଭେ…