Sign in
Sign in
Recover your password.
A password will be e-mailed to you.
ଜିନ୍ସ ଓ ଅନ୍ତଃବସ୍ତ୍ରରୁ ମିଳିଲା ଲକ୍ଷାଧିକ ଟଙ୍କାର ସୁନା…
ସୁନା ଚୋରା ଚାଲାଣ କରୁଥିବା ବେଳେ ଏୟାରପୋର୍ଟରୁ ଧରାପଡ଼ିଛି ଜଣେ ଯୁବକ। କର୍ଣ୍ଣାଟକାର କୋଡାଗୁ ଅଞ୍ଚଳର ଏହି ଯୁବକ ଜଣଙ୍କ ଜିନ୍ସ ଓ ଅନ୍ତଃବସ୍ତ୍ରରେ ସୁନା (ଗୋଲ୍ଡ ପେଷ୍ଟ) ନେଇ ଯାଉଥିବା ବେଳେ ଧରାପଡ଼ିଛି। ଜବତ ସୁନାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ…
ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ…
ଜୟପୁର: ଥମୁନି ଲଜ୍ଜା । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ…
ଅନୁପ୍ରବେଶକାରୀ ଠାରୁ ଗ୍ୟାସ୍ ଡବା ଛଡ଼ାଇ ଫିଙ୍ଗିଥିଲେ କଂଗ୍ରେସ ସାଂସଦ…
ଦୁଇ ଜଣ ଯୁବକ ଆଜି ସୁରକ୍ଷା ବଳୟକୁ ଭେଦ କରି ଲୋକସଭାରେ ପ୍ରବେଶ କରିଛନ୍ତି। ସେମାନେ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭାର ମଧ୍ୟ ଭାଗକୁ ଡେଇଁ ହଳଦିଆ ଗ୍ୟାସ ମାଡ଼ କରିଛନ୍ତି। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଲୋକସଭା କ’ ହଳଦିଆ ଧୂଆଁରେ ପୂରି ଯାଇଥିଲା। ଜଣେ ଯୁବକ ସାଂସଦଙ୍କ…
୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା…
ବାସୁଦେବପୁର : ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ…
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ ଖୋଲା ହେଲାଣି ୫୧ କୋଟି ଆକାଉଣ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି | କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି | ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ…
ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର…
ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ଦୀର୍ଘ…
ସଂସଦ ରେ ଅନୁପ୍ରବେଶକାରୀକୁ ପାସ୍ ଦେଇଥିଲେ ବିଜେପି ସାଂସଦ..!
ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ପୂରା ଦେଶରେ ଆତଙ୍କ ଖେଳି ଯାଇଛି। ସଂସଦର ନୂଆ ଲୋକସଭା ବିଲଡିଂରେ ଅନୁପ୍ରବେଶ ଦେଖିବାକୁ ମିଳିଛି। ଲୋକସଭାର କାର୍ଯ୍ୟ ଚାଲିଥିବା ବେଳେ ଆଜି ହଠାତ୍ ଦୁଇ ଜଣ ଯୁବକ ଏହା ଭିତରେ ପଶି ହଙ୍ଗାମା କରିଛନ୍ତି।
ଦର୍ଶକ…
ଜମି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ, ଅଭିଯୁକ୍ତ ମାଲିକ ଗିରଫ
ଭୁବନେଶ୍ୱର : ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି ।…
ଷ୍ଟେସନ ପ୍ଲାଟଫର୍ମ ଉପରେ ଖସି ପଡିଲା ପାଣିଟାଙ୍କି, ବହୁ ଯାତ୍ରୀ ଆହତ…
କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ପ୍ଲାଟଫର୍ମରେ ଏକ ବଡ ପାଣି ଟାଙ୍କି ଖସିପଡି ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ପୂର୍ବ ରେଳ ଜୋନ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର…
କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି…