Sign in
Sign in
Recover your password.
A password will be e-mailed to you.
ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଭିତରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ…
ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ପରିଚୟ…
ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା : ୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ
କଟକ: ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା। ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁରୀ ମ୍ୟୁନିସପାଲିଟିକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ ।
୨୦୧୬ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି…
ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ଟିମ୍, ଚାଲିଛି ମାଟି ଖୋଳା…
ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି…
ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା…
ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା…
ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କଲା ମୁମ୍ବାଇ…
ମୁମ୍ବାଇ ମାଫିଆ ଓଡ଼ିଶାରୁ ଗିରଫ। ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଲକ୍ଷ୍ମୀଧର ମୁମ୍ବାଇ ପୋଲିସ ତାଲିକାରେ ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଥିଲା। ୨୦୨୧ ଫେବୃୟାରୀରେ ୧୮୨୦ କେଜି…
ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…
ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ…
ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ…
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ…
ସୁନ୍ଦରଗଡ -: ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ଆଜିର ଏହି ମେଳାରେ ୬୦ଟି ଯନ୍ତ୍ରପାତି ଷ୍ଟଲ୍ ଲଗା ଯାଇଛି। ଏହି ଷ୍ଟଲ୍ ଗୁଡିକରେ ପ୍ରଚଳିତ ଯନ୍ତ୍ରପାତି, ପାରମ୍ପରିକ ଯନ୍ତ୍ରପାତି ତଥା ଅତ୍ୟାଧୁନିକ ଯନ୍ତ୍ରପାତି!-->…
ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୁବ ଗୋଷ୍ଠୀର ସଶକ୍ତିକରଣ ପାଇଁ ସହାୟ ହୋଇପାରିବ
ଫୁଲବାଣୀ : ଫୁଲବାଣୀ ସ୍ଥିତ ସରକାରୀ ବହୁ ବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା କ୍ରୀଡ଼ା ଓସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ!-->…
ପାଞ୍ଚ ଦଫା ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଲେ ରାଜନଗର ବ୍ଲକ ଗ୍ରାମୀଣ ଡାକସେବକ ମାନେ…
ରାଜନଗର : କେନ୍ଦ୍ରସରକାର ଗ୍ରାମୀଣ ଡାକସେବକ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ବୈମାତୃକ ମନୋଭାବ ପୋଷଣ କରି ଚାଲିଛନ୍ତି। ଏହାକୁ ସହ୍ୟ ନକରି ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ ଓଡିଶା ସର୍କଲ ଭୂଵନେଶ୍ବରଙ୍କ ମହାସଙ୍ଗ୍ରାମ ଅଧିକାର ପାଇଁ ପାଞ୍ଚ ଦଫା!-->…