Sign in
Sign in
Recover your password.
A password will be e-mailed to you.
ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସରଂକ୍ଷକ ଭାବେ!-->…
ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ‘ତେଜସ୍’ ଶ୍ରେଣୀର ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍ କ୍ଲବ’ରେ ସାମିଲ ହେଲା…
ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍)କୁ ପ୍ରଥମ ହାଲୁକା ଯୁଦ୍ଧ ବିମାନ (ଏଲ୍ସିଏ) ଟ୍ଵିିନ୍ ସିଟ୍ ବିଶିଷ୍ଟ ତେଜସ୍ ବିମାନ ହସ୍ତାନ୍ତର କରିଛି। ବେଙ୍ଗାଲୁରୁସ୍ଥିତ ହାଲ୍ କମ୍ପାନି କହିଛି ଯେ…
ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ…
ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମ୍ବଲପୁର, କେନ୍ଦୁଝର, ବରଗଡ଼, ପୁରୀ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍କ୍ରବ୍ ଟାଇଫସ୍ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟରେ ଭୟ ବଢ଼ି ଚାଲିଥିବା…
୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର…
ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ…
ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା…
ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହି । ପଶ୍ଚିମବଙ୍ଗ ଗାଙ୍ଗେୟ କ୍ଷେତ୍ର ଏବଂ ତତସଂଲଗ୍ନ ଝାଡଖଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବୁଧବାର ଭାରତୀୟ ପାଣିପାଗ…
ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ…
ଚେନ୍ନାଇ: ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍ ରହମାନଙ୍କ ବିରୋଧରେ ସର୍ଜନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଗତ ସପ୍ତାହରେ ଏକ ଅଭିଯୋଗ ଆଣିବା ପରେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠାଯାଇଛି। ସର୍ଜନ ଆସୋସିଏସନ୍ ଅଭିଯୋଗ କରିଥିଲା ଯେ ରହମାନ ଏକ…
କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ…
କଟକ: ବର୍ଷା-ଅନୁଭବ ବିବାଦ ମାମଲା । କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ । ବର୍ଷାଙ୍କ ଦାୟର ଘରୋଇ ହିଂସା ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଆବେଦନ। ସାଂସଦ ଅନୁଭବଙ୍କ ନାଁରେ ଘରୋଇ ହିଂସା ମାମଲା ଦାୟର କରିଛନ୍ତି ପତ୍ନୀ ବର୍ଷା…
ଉଜ୍ୱଳା ଯୋଜନା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି…
ନୂଆଦିଲ୍ଲୀ: ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକରେ କହିଛନ୍ତି ଯେ ବର୍ତ୍ତମାନ…
ଯଦି ‘ଶ୍ରଦ୍ଧା’ ଫିଜିଓଥେରାପିଷ୍ଟ ଭାଟିକାନ କାହିଁକି ଯାଇଥିଲେ : ଜୟନାରାୟଣ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଶ୍ରଦ୍ଧାଙ୍କୁ ନେଇ ବଢିଲା ବିବାଦ । କିଏ ଏହି ଶ୍ରଦ୍ଧା ? ଯଦି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କର ଫିଜିଓ ଥେରାପିଷ୍ଟ ତେବେ ଠିକ ଅଛି । କିନ୍ତୁ ସେ ଭାଟିକାନ ସିଟି ଯାଇଥିଲେ କାହିଁକି ? କେଉଁ ଅଧିକାରରେ ଯାଇଥିଲେ ?…
ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥି…
ୱାସିଂଟନ୍: ‘ଡେମୋକ୍ରାଟ୍’ମାନଙ୍କ ସହଯୋଗ ପାଇ ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ ଦକ୍ଷିଣପନ୍ଥୀ ‘ରିପବ୍ଲିକାନ୍’ ସାଂସଦ ଐତିହାସିକ ବିଦ୍ରୋହ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥିଙ୍କ ବିପକ୍ଷରେ ଭୋଟ୍ ଦେଇ ମଙ୍ଗଳବାର…