Sign in
Sign in
Recover your password.
A password will be e-mailed to you.
ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚିଲା, କଂଗ୍ରେସ ୩କୁ ଖସିଲା…
ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ରବିବାର ବଡ଼ ବିଜୟ ହାସଲ କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିକୁ ବିଧାନସଭାରେ ଏପରି ସଫଳତା ସମର୍ଥକଙ୍କୁ ବେଶ ଉତ୍ସାହିତ କରିଛି। ସାଧାରଣ ନିର୍ବାଚରେ ମଧ୍ୟ ବିଜେପି ଏଥର ହ୍ୟାଟ୍ରିକ ମାରିବ ବୋଲି!-->…
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ…
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ!-->…
ବିଜେପିର ବଡ଼ ବିଜୟ, କଂଗ୍ରେସ ହାରିଛି, ଲୋକେ ନୁହନ୍ତି: ମମତା
ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ପରାଜୟ ପରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆରେ ହଇଚଇ ସୃଷ୍ଟି ହୋଇଛି। ମେଣ୍ଟରେ ଥିବା ଦଳଗୁଡ଼ିକ ପରାଜୟ ପାଇଁ କଂଗ୍ରେସକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସ ରାଜ୍ୟଗୁଡ଼ିକରେ ଏକାକୀ ନିର୍ବାଚନ ଲଢ଼ିବାରୁ ଭୋଟ ବିଭାଜନ ହୋଇଥିଲା। ଏହାର ଫାଇଦା!-->…
ବାଲିଯାତ୍ରାର ମଜା ନେଉଛନ୍ତି ଭୁବନେଶ୍ଵର ବାସୀ…
ଭୁବନେଶ୍ଵର: ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ବେଲୁନ । ତଳେ ବିଛେଇ ହୋଇପଡିଛି ସତେ ଯେପରି ଘାସର ଗାଲିଚା । ସୁନ୍ଦର ସୁନ୍ଦର କୃତିମ ଗଛ, ଫୁଲଦାନୀ ନେବାକୁ ଲାଗିଛି ଲୋକଙ୍କ ଭିଡ । ତା’ ଭିତରେ ଚଟପଟା ଖାଇବର ମଜା । ଇଏ ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ବାଲିଯାତ୍ରା ପଡିଆ । ବାଲିଯାତ୍ରା!-->…
ପୁଣି ଅଶାନ୍ତ ହେଲା ମଣିପୁର, ସଂଘର୍ଷରେ ୧୩ ମୃତ
ପୁଣି ଅଶାନ୍ତ ହେଲା ମଣିପୁର। ଇଣ୍ଟରନେଟ୍ ସେବା ଉପରୁ ସୋମବାର ବ୍ୟାନ୍ ହଟିବା ପରେ ପୁଣିଥରେ ଏଠାରେ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉପୟ ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ,!-->!-->!-->…
କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି
ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି। ଓଡ଼ିଶାରେ କେବଳ!-->…
ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ: ବସ୍ ତଳକୁ ଯାଇ ମର
ମରିବାର ଅଛି ଯଦି ବସ୍ ତଳକୁ ଯାଇ ମାର୍। ମୋ କାର୍ର ଦାମ୍ ଦେଢ଼ କୋଟି।' ଏଭଳି କିଛି କହି ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ। ବିଚ୍ ରାସ୍ତାରେ ବାଇକ୍ ଆରୋହୀଙ୍କୁ କରିଛନ୍ତି ଗାଳିଗୁଲଜ। ସମସ୍ତଙ୍କ ସାମ୍ନାରେ ଯାହା ମନକୁ ଆସିଲା ତାହା ବାଇକ୍ ଆରୋହୀଙ୍କୁ ଶୁଣାଇଛନ୍ତି।!-->…
ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ, କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।!-->…
ମଧ୍ୟପ୍ରଦେଶରେ ପରାଜୟକୁ ନେଇ ଇଭିଏମ ଉପରେ ଦୋଷ ଲଦିଲେ ଅଖିଳେଶ
ଭୋପାଳ: ଗତକାଲି ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ!-->…
ଛତିଶଗଡ଼ରେ ଦଳକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି: ପ୍ରଦୀପ ପୁରୋହିତ
ଭୁବନେଶ୍ବର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ। ଛତିଶଗଡ଼!-->…