ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଭଦ୍ରକ: ରାସ୍ତା କାମ ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅସିତ ନାୟକ। ଏନେଇ ସ୍କୁଲ…

ସ୍ଥାୟୀ କର୍ମଚାରୀଙ୍କ ୩ମାସ ହେଲା ଦରମା ନମିଳିଥିବା ଦାବିରେ ଟିଟାନିୟମ କମ୍ପାନି ସମ୍ମୁଖରେ ଶ୍ରମିକଙ୍କ…

ଛତ୍ରପୁର : ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି କର୍ତ୍ତୃପକ୍ଷ ଆମକୁ ଆମ ପରିଶ୍ରମର ପ୍ରାପ୍ୟ ଦେବାରେ ଅବହେଳା କରିଚାଲିଛି । ଏନେଇ ବାରମ୍ବାର କମ୍ପାନି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ

ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ କିଶୋର ଜେନା, ସ୍ବର୍ଣ୍ଣ ଜିତିଲେ ନୀରଜ୍…

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିଛନ୍ତି । ସେ…

ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ସତ୍ୟ ସାଇ ରୋଡ ସ୍ଥିତ ଚର୍ଚ୍ଚ ପରିସରରେ ଧୁମଧାମରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଭ କିଶୋର ଦିଗାଲ, ରେଭ ଡଃ ନିହାର ବର୍ଦ୍ଧନ ଉପସ୍ଥିତ ରହି ନିଜ

ପିସିସି ସଭାପତିଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା…

ବ୍ରହ୍ମପୁର: ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ମଧ୍ୟ ଦେଇ ଯିବା ସମୟରେ ବ୍ରହ୍ମପୁର ସହରର ବିଭିନ୍ନ ଜାଗା ମାନଙ୍କରେ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ । ନରେନ୍ଦ୍ରପୁର ଛକ

୪୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା l ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ସୁକାନ୍ତ କୁମାର କହଁର, ଷ୍ଟାଫ ଅନିଲ କୁମାର ବେହେରା, ସଞ୍ଜୀବ ପ୍ରଧାନ ଓ ମିଲନ କୁମାର ସାହୁ

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ…

ହିଞ୍ଜିଳିକାଟୁ (୪/୧୦) : ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି । ପ୍ରଥମେ ଶେରଗଡ଼ ଗସ୍ତ କରି ଶେରଗଡ

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଦିଲ୍ଲୀ ମଦ ନୀତି ମାମଲାରେ ସମ୍ପୃକ୍ତ ଥିବା କାରଣରୁ ଆଜି ସକାଳ…

ସହରରେ ବିଏସ୍‌ଏନଏଲ୍ ନେଟ୍‌ୱାର୍କ ସମସ୍ୟାର ସମାଧାନ ନ କରୁଥିବାରୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ…

ଛତ୍ରପୁର,୪/୧୦ : ସରକାରଙ୍କ ପକ୍ଷରୁ ଟେଲିକମ୍ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଅଛି । ହେଲେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରରେ ବିଏସଏନଏଲ ନେଟ୍‌ୱାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି । ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନଏଲ୍ କର୍ତ୍ତୃପକ୍ଷଙ୍କ

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ…