୨ ଲକ୍ଷ ଟଙ୍କା ଜିତିବାକୁ ଅଫିସ୍‌ ପାର୍ଟିରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଲେ କର୍ମଚାରୀ…

ନୂଆଦିଲ୍ଲୀ: ମଦ୍ୟପାନ ପ୍ରତିଯୋଗିତାରେ ୨୦,୦୦୦ ‘ୟୁୟାନ୍‌’ (୨,୨୮,୫୦୬ ଟଙ୍କା) ଜିଣିବା ଲାଗି ଚୀନ୍‌ର ଜଣେ ବ୍ୟକ୍ତି ମାତ୍ର ୧୦ ମିନିଟ୍‌ରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଘଟଣାଟି ଗତ…

ସିକିମରେ ବାଦଲ ଫଟା ବର୍ଷାରେ ଗଲାଣି ୧୪ ଜୀବନ, ୧୦୨ ନିଖୋଜ…

ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ୧୪ ଜୀବନ ଚାଲି ଗଲାଣି। ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ସେନାର ୨୨ ଯବାନଙ୍କ ସମେତ ସମୁଦାୟ ୧୦୨ ଜଣ ଏହି ପ୍ରବଳ ବନ୍ୟାରେ ନିଖୋଜ ଥିବା ଜଣାଯାଇଛି।…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କଲେ ଭ୍ଲଦିମିର୍‌ ପୁଟିନ୍‌…

ନୂଆଦିଲ୍ଲୀ: ଖୁବ୍‌ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ରୁଷୀୟ ‘ନିଉଜ୍‌ ପ୍ଲାଟ୍‌ଫର୍ମ’ ‘ଆର୍‌.ଟି. ନିଉଜ୍‌’ ସେୟାର୍‌…

ଦିଲ୍ଲୀରେ କଂଗ୍ରେସକୁ ୩ ଲୋକସଭା ଆସନ ଛାଡ଼ିବାକୁ ଆପ୍‌ ରାଜି..!

ନୂଆଦିଲ୍ଲୀ :ବିଜେପି ବିରୋଧରେ ଏକାଠି ଲଢ଼ିବାକୁ ପଣ କରିଥିବା ବିରୋଧୀ ଦଳଗୁଡ଼ିକ ଏବେ ସିଟ ଶେୟାରିଂ ଉପରେ ଆଲୋଚନା ଜାରି ରଖିଛନ୍ତି। ନିକଟରେ ହୋଇଥିବା ଆଲୋଚନା ବେଳେ ଦିଲ୍ଲୀର ୭ ଲୋକସଭା ଆସନରୁ କ୍ଷମତାସୀନ ଆପ୍‌ ୩ଟି କଂଗ୍ରେସକୁ ଛାଡ଼ିବାକୁ ରାଜି ହୋଇଛି। କଂଗ୍ରେସ ଦିଲ୍ଲୀର ୭ଟି ଆସନରୁ…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ…

ସୁନ୍ଦରଗଡ଼ //ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ…

ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ…

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ଏଥିରେ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ସେ କହିଛି ଯେ ଗୁପ୍ତ ସୂଚନା ଦେବାକୁ…

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ…

କଟକ : ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ ଗଣେଶଙ୍କ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ…

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର…

ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର…

କଟକ : ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହରେକୃଷ୍ଣ ପୃଷ୍ଟି। ଆହତ ମହିଳା ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ କଟକ ବଡ଼…