Sign in
Sign in
Recover your password.
A password will be e-mailed to you.
ଉଦ୍ଯାପିତ ହେଲା ଟିକିରି ପ୍ରସିଦ୍ଧ ଭଦ ବାଲିଯାତ୍ରା…
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଗ୍ରାମର ପ୍ରସିଦ୍ଧ ଭଦ ବାଲି ଯାତ୍ର ଉଦଯାପିତ ହୋଇଯାଇଛି। ଏହି ଯାତ୍ରା ଗତ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ପାଳିତ ହୋଇଆଜି ବିର୍ଶଜନ ହୋଇଛି ।ଗୋକଳମୁଣ୍ଡା ନାଳରୁ ବାଲି ସଂଗ୍ରହ କରି ଧାନ,ମକା,ମାଣ୍ଡିଆ ଆଦି ଶଷ୍ୟକୁ ଏକ!-->…
ଋକ୍ଷଭେଦୀ ପ୍ରକଳ୍ପ ତରଫରୁ ପ୍ରୟୋଗଶାଳା ବିଶେଷଜ୍ଞଙ୍କ ନିମନ୍ତେ ଦିନିକିଆ ତାଲିମ…
ଫୁଲବାଣୀ : ଅଦ୍ୟାବିଧି ଏଚ.ଆଇ.ଭି. ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ବେଳେ ସୁଗମ ସମନ୍ବିତ ପରାମର୍ଶ (ଏଫ୍.ଆଇ.ସି.ଟି.ସି) ଓ ରକ୍ତ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟ କରୁଥିବା ପ୍ରୟୋଗଶାଳା ବିଶେଷଜ୍ଞ ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ।!-->…
କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯର୍ଦ୍ଦୋଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ…
ବ୍ରହ୍ମପୁର, ୪/୧୦ : କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯୋର୍ଦ୍ଦୋଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଆରମ୍ଭ ହୋଇଛି । ଆଜି ଖଲ୍ଲିକୋଟ ଗସ୍ତ କରି ସେଠାରେ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଫସୁଲା ଠାରେ ଥିବା ପଥର କଳାକୃତି!-->…
ଫୁଲବାଣୀ ଓକିଲ ସଂଘ ସଭାପତି ଭଗବାନ ମହାନ୍ତିଙ୍କ ମାତୃ ବିୟୋଗ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିରଷ୍ଠ ଆଇନଜିବୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଭଗଵାନ ମହାନ୍ତିଙ୍କ ମାତୃ ବିୟୋଗ ଗତକାଲି ବିଳମ୍ବିତ ରାତିରେ ଅମଲା ପଡ଼ା ସ୍ଥିତ ବାସଭବନରେ ହୋଇଯାଇଛି l ଏ ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ!-->…
ଛଟେଇ କରିଥିବା ସୁରକ୍ଷାକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ହସ୍ପିଟାଲରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀ ମାନଙ୍କୁ ନିଯୁକ୍ତି ଦେଉଥିବା ବିମଳା ଇଣ୍ଟର୍ରପ୍ରାଇଜେସ୍ ଏଜେନ୍ସି ର କନ୍ଧମାଳ ଜିଲ୍ଲାର ଗରିବ ନିରୀହ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାଁରେ ଚାଲିଛି ଅର୍ଥ ଆଦାୟର!-->…
ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ…
ଦାରିଙ୍ଗବାଡ଼ି, ୫/୧୦ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ କ୍ଲଷ୍ଟର ଅଧିନସ୍ଥ ୧୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି ସନ୍ତୋଷ କୁମାର ମଲିକଙ୍କ ତତ୍ୱାବଧାନରେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି କରା ଯାଇଥିଲା।!-->…
ଲୋନ କରେଇ ଦେବା ନାମରେ ଠକେଇ : ଘରେବସି ରୋଜଗାର ଲୋଭ ଦେଖାଇ ଲୁଟିଲେ ଠକ ଟାର୍ଗେଟରେ ମହିଳା ଗୃପ
ହିଞ୍ଜିଳିକାଟୁ ୫/୧୦ : ମହିଳା ଗୃପ ଲୋନ କରିଦେବାକୁ କହି ଲୁଟିଲେ ଠକ । ୫ ଜଣ ମହିଳାଙ୍କ ଠାରୁ ୭ ହଜାର ୫୦୦ ଟଙ୍କା ଠକିନେଲେ ଠକ। ଆପଣ ମହିଳା ଗ୍ରୁପ ଲୋନ ନେବାକୁ ଚାହୁଁଛନ୍ତି କି? ସାବଧାନ ଅଞ୍ଚଳରେ ବିଭିନ୍ନ ସଂସ୍ଥାର କର୍ମଚାରୀ କହି ବୁଲୁଛନ୍ତି ଠକ l ମୋଟା ଅଙ୍କର ଲୋନ କରାଇଦେବାକୁ କହି!-->…
ମେସ୍ର ବନ୍ଦ ରୁମ୍ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ଉଦଳା: ମେସ୍ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ଏକ ମେସ୍ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା…
ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ଗିରଫ…
ନୂଆଦିଲ୍ଲୀ: କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ NewsClick (ନ୍ୟୁଜ କ୍ଲିକ୍) ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
ପୁଲିସ ଦାବି କରିଛି ଯେ ପୁରକାୟସ୍ଥ,…
ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ
ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମୀ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା।
ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ…