ଗୋଲଡେନ୍ ବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି…

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଜ୍ୟୋତି ବେଉରା ଗୋଲଡେନ୍ ବାବା ନାମରେ ପରିଚିତ। ବେଉରାଙ୍କ ବ୍ୟାଙ୍କ ବାଲାନ୍ସକୁ ସିଜ୍ କରିବା ସହ ତାଙ୍କର ଦୁଇଟି ଦାମୀ ଗାଡ଼ି…

CISF ଯବାନ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ…

ବଲାଙ୍ଗିର : କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ। ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି…

ମିଡିଆକିଆରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଫ୍ୟାମିଲି ଡ୍ରାମା; ଭାଇଙ୍କୁ ଚପଲରେ ପିଟିଲେ ଭଉଣୀ

ରାଜନୀତିର ମୋହ ଆଗରେ ସମ୍ପର୍କର ମୂଲ୍ୟ ତୁଚ୍ଛ। କ୍ଷମତା ପାଇଁ କେତେବେଳେ ପରିବାରରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଉଛନ୍ତି ରକ୍ତର ସମ୍ପର୍କ । ଏପରି ଏକ ଅଭାବନୀୟ ଦୃଶ୍ୟ ରାଜସ୍ଥାନରେ ଜୟପୁରରେ ଦେଖିବାକୁ ମିଳିଛି। ବିଧାୟକ ଟିକେଟ ପାଇବା ପାଇଁ ଆଶାୟୀ…

ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା…

କଟକ : ଆଜି ହେଉଛି ମୂଳାଷ୍ଟମୀ । ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ସକାଳୁ ସକାଳୁ ଶକ୍ତିପୀଠ ଗୁଡିକରେ ପୂଚାର୍ଚ୍ଚନା ଚାଲିଛି । ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜ୍ଜିତ କରାଯିବ  । ଏହି ସମୟରେ ମାଙ୍କୁ ଦର୍ଶନ କଲେ…

ଫାର୍ମା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଚାଲିଗଲା ୪ ଜୀବନ…

ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ…

ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଦୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଏହି ଡିପିଆରକୁ ଅନୁମତି ଦେଇଥିବାବେଳେ ଆଗାମୀ ପ୍ରକ୍ରିୟା ସ୍ବରୂପ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’…

ମୃତ ବଜ୍ରକାପ୍ତା ଚାଲାଣ ବେଳେ ବନ ବିଭାଗ ଦ୍ଵାରା ଦୁଇ ଅଭିଯୁକ୍ତ ଗିରଫ

ମାଲକାନଗିରି ଜିଲ୍ଲା ମାଥିଲି ବନ ଖଣ୍ଡ ଅଧୀନରେ ଦୁଇଜଣ ବ୍ୟକ୍ତି ଗୋଟିଏ ମୃତ ବଜ୍ରକାପ୍ତାର ଚାଲାଣ କରୁଥିବା ବେଳେ ବନ ବିଭାଗ ଦ୍ଵାରା ଗିରଫ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମାଥିଲି ବନ ଖଣ୍ଡ ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଗୋଟିଏ ମୃତ ବଜ୍ରକାପ୍ତାକୁ ଚାଲାଣ

ଏସସିବି ଆଇସିୟୁରେ ମ୍ୟୁଜିକ୍ ଥେରାପି, ଭକ୍ତି ଆରାଧନାର ବାଜିବ ଧୂନ୍

କଟକ: ଆଇସିୟୁରେ ମ୍ୟୁଜିକ । କଟକ ଏସସିବି ବଡ଼ ମେଡିକାଲର ସମସ୍ତ ଆସିଇୟୁରେ ଉପଲବ୍ଧ ହେବ ମ୍ୟୁଜିକ ସିଷ୍ଟମ। ଏକଦମ ସ୍ଲୋ-ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିଜ ଅହରାତ୍ର ଆଇସିୟୁରେ ବାଜିବ।  ଯାହାଦ୍ୱାରା ରୋଗୀ ମଧ୍ୟ…