Sign in
Sign in
Recover your password.
A password will be e-mailed to you.
ସାମଗ୍ରିକ ଜ୍ଞାନ ଆହରଣ ପାଇଁ ଏକ ବହୁମୁଖୀ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରାଯିବା ଜରୁରୀ
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ମାନସିକ ସ୍ବାସ୍ଥ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ପ୍ରୟୋଗାତ୍ମକ ମନସ୍ତତ୍ତ୍ବ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆନ୍ତର୍ଜାତିକ ସମ୍ମିଳନୀକୁ ଉଦଘାଟନ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର!-->…
ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ…
ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲ୍ ର ତହସିଲଦାର ରୂପେ କାର୍ଯ୍ୟରତ ଥିଲେ I ତାଙ୍କର ବଦଳି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାକୁ ହେବା ପରେ ସେ ଆଜି ଆସି!-->…
ଯବାନଙ୍କ ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକର୍ମର ଶୁଭାରମ୍ଭ…
ଦାରିଙ୍ଗବାଡ଼ି, ୫/୧୦, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଆଜି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସୂଚନା ପ୍ରକାରେ ଦିଲ୍ଲୀ ଠାରେ!-->…
ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଅଣଅନୁଦାନ କର୍ମଚାରୀ…
ହିଞ୍ଜିଳିକାଟୁ, ତା ୫/୧୦(): ବିଭିନ୍ନ ଦାବୀ ନେଇ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ୨୭ ଜଣ କର୍ମଚାରୀ ଦୀର୍ଘ ୨୧ ଦିନ ଧରି ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଗୁରୁବାର ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟାପକ, ପରିଚାଳନା କମିଟି ସଦସ୍ୟ ପ୍ରକାଶ ମିଶ୍ର ଏବଂ!-->…
ଡ୍ରେନକୁ କାର ଖସିପଡି ୨ ଗୁରୁତର…
ହିଞ୍ଜିଳିକାଟୁ : ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଏକ କାର (ଓଆର୦୭ଏମ ୬୦୬୫) ଓଲଟି ପଡିଛି । ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ସୋରଡା ଗ୍ରାମର ଲକ୍ଷ୍ମୀ ନାରାୟଣ ସାହୁ (୫୮) ଓ ନୃସିଂହ ଚରଣ ଗୌଡ (୫୬)!-->…
ବିଜେପି ଗାନ୍ଧୀ ନଗର ମଣ୍ଡଳ ପକ୍ଷରୁ ସାଙ୍ଗଠନିକ ବୈଠକ
ବ୍ରହ୍ମପୁର, ୫/୧୦ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗାନ୍ଧୀ ନଗର ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ପ୍ରଫୁଲ୍ଲ!-->…
ସୁନ୍ଦରଗଡ ପୁରୁଷ ଫୁଟବଲ ଚାମ୍ପିଅନସିପ ଉଦ୍ଯାପିତ : ଚାମ୍ପିଅନ ହେଲେ ବାଲିଶଙ୍କରା ଷ୍ଟାର୍ ଏକାଦଶ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଆୟୋଜିତ ସୁନ୍ଦରଗଡ ବରିଷ୍ଠ ପୁରୁଷ ଫୁଟବଲ ଚାମ୍ପିଅନସିପ ଆଜି ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ଉଦ୍ ଯାପିତ ହୋଇ ଯାଇଛି। ଗତ ଅକ୍ଟୋବର ୧ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିଥିଲା। ଗତ କାଲି!-->…
ଚନ୍ଦ୍ରରେ ଆରମ୍ଭ ହେଲା ଅନ୍ଧାରର ରାଜୁତି; ସବୁଦିନ ପାଇଁ ଶୋଇଲା ଚନ୍ଦ୍ରଯାନ-୩!
ନୂଆଦିଲ୍ଲୀ: ଭାରତର ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ସେପ୍ଟେମ୍ବର ପ୍ରାରମ୍ଭରୁ ଚନ୍ଦ୍ରରେ ନିଦ୍ରାହୀନ ଅବସ୍ଥାରେ ରହଥିଲା। ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସମେତ ଏହି ମିଶନକୁ ଏହାର କାର୍ଯ୍ୟ ଶେଷ କରିବା ପରେ (ସ୍ଲିପ୍ ମୋଡ୍) ନିଦ୍ରା ମୋଡରେ ରଖାଯାଇଥିଲା।…
ଜାରି ହେଲା ମାର୍ଗଦର୍ଶିକା; ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ…
ଭୁବନେଶ୍ବର: ଦୁର୍ଗା ପୂଜା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ…
ବିଜୟ ସହ ବିଶ୍ବକପ୍-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ
ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ।
ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭ ତମ…