Sign in
Sign in
Recover your password.
A password will be e-mailed to you.
ମଦ ନୀତି ମାମଲାରେ ‘ଆପ୍’କୁ ଅଭିଯୁକ୍ତ କରାଯିବା କଥା ସୁପ୍ରିମ୍ କୋର୍ଟଙ୍କୁ କହିବ ‘ଇଡି’
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ‘ଆମ୍ ଆଦ୍ମି ପାର୍ଟି’କୁ ଅଭିଯୁକ୍ତ କରିବ ବୋଲି ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସୁପ୍ରିମ୍ କୋର୍ଟଙ୍କୁ ସୂଚନା ଦେବାକୁ ଯାଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏହି ମାମଲାରେ ହିତାଧିକାରୀ ବୋଲି କୁହାଯାଉଥିବା ରାଜନୈତିକ…
ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା; ଚାକିରିରେ ମହିଳାଙ୍କୁ ମିଳିବ ୩୫% ସଂରକ୍ଷଣ…
ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା…
ବିନା ସାତ ଫେରାରେ ହିନ୍ଦୁ ବିବାହ ବୈଧ ନୁହେଁ: କୋର୍ଟ
ପ୍ରୟାଗରାଜ: ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ବିବାହ କରିଥିବା ଦାବିକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏହା ଜରୁରୀ ଯେ ‘ସାତ ଫେରା’ ବିନା ହିନ୍ଦୁ ବିବାହ ବୈଧ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ଉଲ୍ଲେଖ…
ଜାତକ ବାହାନାରେ ଜ୍ୟୋତିଷ ପାଖକୁ ଗଲେ ଦୁଇ ଯୁବକ, ନିଶା ଦେଇ ଘରେ ବୁଲାଇଲେ କଳାକନା…
ପ୍ରେମିକା ନାରାଜ ଥିବାରୁ ଜାତକ ଦେଖାଇବାକୁ ଜ୍ୟୋତିଷଙ୍କ ଶରଣ ପଶିଲେ ଯୁବକ । ଜ୍ୟୋତିଷ ତାଙ୍କ ଜାତକ ଦେଖିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଯୁବକଜଣକ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାପରେ ଜ୍ୟୋତିଷଜଣକ ବେହୋସ ହୋଇ…
ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ…
ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା…
କୁଲ୍ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି…
ଜମ୍ମୁ-କାଶ୍ମୀରର କୁଲ୍ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି…
ହ୍ବାଇଟ୍ ହାଉସ୍ରୁ ବିଦା ହେଲା ୧୧ ଥର କାମୁଡ଼ିଥିବା ବାଇଡେନ୍ଙ୍କ କୁକୁର ‘କମାଣ୍ଡର୍’…
ୱାସିଂଟନ୍: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ଙ୍କର ୨ ବର୍ଷିୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସ୍ରୁ ବିଦା କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଓ…
ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ, ବାନ୍ଧିଲା ପୁଲିସ୍…
କାମ ବାହାନାରେ ଶିକ୍ଷକଙ୍କୁ ନିଜ ଚାମ୍ବରକୁ ଡାକିଲେ ଘରୋଇ ସ୍କୁଲ ମାଲିକ । ଆଉ ଏକୁଟିଆ ପାଇ ବଳାତ୍କାର କଲେ। ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଘରୋଇ…
ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା…
ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ । ଜଣେ ଟ୍ରକ ଡ୍ରାଇଭରଙ୍କ ଝିଅ ମୋନା ବୁଗାଲିଆ ଜଣେ ପୋଲିସ ଅଫିସର…
ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ଏକ କୁକୁର ଛୁଆ ଉପହାର…
ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍ ରସେଲ୍ ଟେରିୟର୍ ବ୍ରିଡ୍ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ ସୋନିଆ ଗାନ୍ଧି ବହୁତ ଖୁସି…