Sign in
Sign in
Recover your password.
A password will be e-mailed to you.
ଏଫେଲ୍ ଟାଓ୍ବାରକୁ ଉଡ଼ାଇଦେବାକୁ ଧମକ ! ପର୍ଯ୍ୟଟକଙ୍କୁ ଖାଲି କରାଗଲା
ପ୍ୟାରିସ୍: ପ୍ୟାରିସସ୍ଥିତ ପ୍ରସିଦ୍ଧ ଏଫେଲ ଟାଓ୍ବାରକୁ ବୋମା ମାରି ଉଡ଼ାଇଦେବାକୁ ଧମକ ମିଳିବା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଏହି ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଥିଲା । ଟାଓ୍ବାରର ୩ଟି ମହଲାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି!-->…
ଓଡ଼ିଶାର ପିଏମ୍ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ ୧୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ!-->…
ମେଇତେଇ ଓ କୁକିଙ୍କ ରକ୍ତସଂଘର୍ଷରେ ଫସିଛନ୍ତି ଲକ୍ଷାଧିକ ମୁସଲିମ୍, ବିପନ୍ନ ହୋଇଛି ଜୀବନଜୀବିକା
କ୍ବାକତା (ମଣିପୁର): ମଣିପୁରରେ ଜାତିଗତ ହିଂସାକୁ ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି। ଧୀରେ ଧୀରେ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଏବଂ ଗତ କିଛି ଦିନ ହେବ କୌଣସି ବଡ ଧରଣର ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ସଙ୍ଘର୍ଷର କେନ୍ଦ୍ରସ୍ଥଳ ପାଲଟିଥିବା କୁକିବହୁଳ!-->…
ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହେବାପରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ଲାଗି ଚିଠି ଲେଖିଛନ୍ତି। ସୂଚନା ଅନୁସାରେ ମୁଖ୍ୟତଃ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସମୂହରେ ମଧ୍ୟମ ଧରଣର ବର୍ଷା ଓ କେତେକ!-->…
ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ । ଶନିବାର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ବିଜେପି!-->…
ଟିଏମସି ରକ୍ତର ଖେଳ ଖେଳିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି
କୋଲକାତା : ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଆଜି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ପଞ୍ଚାୟତ ନିର୍ବାଚନ ବେଳେ ରକ୍ତର ଖେଳ ଖେଳିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।ଭିଡିଓ!-->…
ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ, ୧୬ ଅସୁସ୍ଥ, ଦୁଇ ଗୁରୁତର କେନ୍ଦ୍ରାପଡା ହସ୍ପିଟାଲକୁ ସ୍ଥାନାନ୍ତର
କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ!-->…
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ
ଭୁବନେଶ୍ବର: ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। ଆକ୍ରମଣ କାରଣ ଜଣାପଡ଼ିନଥିବା ବେଳେ ଚୋରି ସାମଗ୍ରୀ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି।!-->…
ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ
ଭୁବନେଶ୍ୱର : ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି। ସେହିପରି ଏହି ୧୪୦ ପୁଲିସ!-->…
୩ ସାଇବର ଠକ ଗିରଫ
ଭୁବନେଶ୍ବର: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ଏଭଳି ଏକ ଘଟଣା ପୁଣି ଥରେ!-->…