Sign in
Sign in
Recover your password.
A password will be e-mailed to you.
ଏଣିକି ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଉଠାଇ ନେବ ବିଏମସି
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ। ଆଉ ଯେଉଁ ମାଲିକ!-->…
ଜେଲ ଗଲେ ଶ୍ୟାମଳାଈ ବିଦ୍ୟାପୀଠ ଶିକ୍ଷୟତ୍ରୀ…
ନକଲି ସାର୍ଟିଫିକେଟ ର ଗନ୍ତାଘର ଗଞ୍ଜାମ ଜିଲ୍ଲା...
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡଙ୍ଗି ଗ୍ରାମର ଶ୍ୟାମଳାଈ ଵିଦ୍ୟାପିଠ ରେ ରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷୟତ୍ରୀ ନିଯୁକ୍ତି ସମୟରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡିବା ପରେ!-->!-->!-->…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ
ବ୍ରହ୍ମପୁର : ସଭାପତି ସାରଥୀ ପାତ୍ରଙ୍କ ନେତୃତ୍ୱରେ ଆଜି ସଂଘର ବହୁ ସଦସ୍ୟ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରି ନିୟମିତ!-->…
ରକ୍ତଦାନ କ୍ଷେତ୍ରରେ ଫୁଲବାଣୀର ଲୋକନାଥ ସୋନପୁରରେ ସମ୍ମାନିତ
ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ- ଏହି ଉକ୍ତିକୁ ପ୍ରାଧାନ୍ୟ ଦେଇ ଦୀର୍ଘ ୧୫-୧୬ ବର୍ଷ ହେବ ଫୁଲବାଣୀ ସହରର ଭି.ଲୋକନାଥ ରାଜୁ ସମାଜ ପାଇଁ ନିଜର କର୍ତ୍ତବ୍ୟ ଅତି ନିଷ୍ଠାର ସହ ପାଳନ କରି ଚାଲିଛନ୍ତି। କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଅନେକ ରୋଗୀଙ୍କର ରକ୍ତ ଅଭାବି ସମସ୍ୟାକୁ!-->…
ଦୀପିକାଙ୍କ ପୁଅର ବାପା କିଏ, ଆସିଲା ଡିଏନଏ ରିପୋର୍ଟ : ବ୍ରହ୍ମପୁର ଏସ୍ପିଙ୍କ ସୂଚନା ଅନୁସାରେ, ଶିଶୁ ପୁତ୍ରର ବାପା…
ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଛି ନୂଆ ଟ୍ୱିଷ୍ଟ।
ନ୍ୟାୟ ପାଇଁ ଦୀପିକା ଦୀନେଶ ର ଘର ସାମ୍ନାରେ ଧାରଣା*
ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି।!-->!-->!-->!-->!-->!-->!-->!-->!-->!-->!-->…
ବ୍ରହ୍ମପୁରପୋଲିସକୁ ବଡ ସଫଳତା : ଲୁଟେରା ଗ୍ୟାଙ୍ଗ ପୋଲିସ ପଞ୍ଝାରେ
57 ଟି ମୋବାଇଲ ଓ 13 ଟି ମୋଟର ସାଇକେଲ ଜବତ
ବ୍ରହ୍ମପୁର : ଦୀର୍ଘଦିନ ହେବ ମୋବାଇଲ ଓ ମଟର ସାଇକେଲ ଚୋରଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଜାଗାରେ ଛପା ମାରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି। ଏମାନଙ୍କ ମଧ୍ୟରୁ ଏମ୍କେସିଜିର ଜଣେ!-->!-->!-->…
ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ
ବ୍ରହ୍ମପୁର, (୧୧/୮): ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ବନ୍ଦେ ମାତରଂ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ପକ୍ଷରୁ ଆସନ୍ତା ଦୁଇ ମାସର କାର୍ଯ୍ୟକ୍ରମ ନିର୍ଦ୍ଧାରଣ!-->…
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଅଧିକ ସମୟ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା…
ବାଲିଗୁଡ଼ା : ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ଯ ଏହା ଦେଖିବାକୁ ମିଳିଛି। ସେଥି ପାଇଁ ଜିଲ୍ଲାରେ ଥିବା ତିନି ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ରହିଥିବା ଅଫିସର ମାନଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ!-->…
ଅଜଣା ଗାଡିକୁ ଧକ୍କାଦେଇ ବାଇକ ଆରୋହୀ ଗୁରୁତର, ମହାନତା ଦେଖାଇଲେ ଟିକିରି ଆଇଆଇସି
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଜାମୁଗୁଡା ନିକଟସ୍ଥ ନଟରାଜ ପେଟ୍ରଲ ପମ୍ପନିକଟରେ ଗୋଟିଏ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ହୋଇ ପ୍ରଥମେ ଟିକିରି ପ୍ରାଥମିକସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି!-->…
ଦୁଇ ଆର ଆଇଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲା ହୋମଗାର୍ଡ ସଂଘ
ଫୁଲବାଣୀ : କନ୍ଧମାଳ ଜିଲ୍ଲା, ପୋଲିସ ବିଭାଗରେ ନୂତନ ଆର ଆଇ ଭାବରେ ଦୁଇ ଜଣ ଅଫିସର ଆର ଆଇ ଭାବରେ ନିଯୁକ୍ତ ପାଇ ଦାୟିତ୍ଵ ଗ୍ରହଣ କରିଥିବାରୁ। ଉଭୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଛନ୍ତି। କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା। ପ୍ରଥମେ ରିଜର୍ଭ ପୋଲିସ!-->…