‘୪ନମ୍ବର ସ୍ଥାନ ବହୁଦିନର ସମସ୍ୟା’: ଭାରତ ଜର୍ସିରେ ପାକିସ୍ତାନ..!

ନୂଆଦିଲ୍ଲୀ: ବିଶ୍ବକପ୍‌ ପୂର୍ବରୁ ଭାରତ ଗୁରୁତର ସମସ୍ୟାରେ ପଡ଼ିବା ଆଶଙ୍କା ଦେଖାଦେଇଛି। ଯୁବରାଜ ସିଂହଙ୍କ ଅବସର ପରଠୁ ୪ ନମ୍ବର ସ୍ଥାନରେ କେହି ଯୋଗ୍ୟ ହୋଇପାରୁନାହାନ୍ତି। ଏହି ସ୍ଥାନ ପାଇଁ ଅନେକ ପରୀକ୍ଷାନିରୀକ୍ଷା କରାଯାଇଛି, ହେଲେ ପୂର୍ଣ୍ଣ ଫଳାଫଳ କାହାଠୁ ଆସିପାରୁନଥିବାରୁ ଭାରତୀୟ

ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନା

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫,୦୦୦ ଟଙ୍କା ଜରିମାନା ମଧ୍ୟ

ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏକ ‘ଆଡଭାଇଜରି’ ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ‘ଯଥାଶୀଘ୍ର ସମ୍ଭବ’ ଦେଶ ଛାଡିବାକୁ କୁହାଯାଇଛି।ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଗଣମାଧ୍ୟମକୁ

‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସି

ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ବିପକ୍ଷ ‘ଇଣ୍ଡିଆ’ ମେଣ୍ଟରେ ଯୋଗ ଦେବେ କି ? ତାଙ୍କୁ କରାଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ ପାଗଳ କି?”‘ଭାରତ’ ସହ ମେଣ୍ଟ ବିଷୟରେ ଓୱେସି କହିଛନ୍ତି, “ଯଦି କେହି

ହେଟସ୍ପିଚ୍‌କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ: କମିଟି ଗଠନ ପାଇଁ କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ : ହେଟସ୍ପିଚ ବା ଘୃଣା ସୃଷ୍ଟିକାରୀ ବୟାନ ଓ ହେଟ କ୍ରାଇମକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ଓ ହେଟ କ୍ରାଇମ ଆଦୌ ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଏପରି ଘଟଣା ଯେମିତି ନ ଘଟିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଆମକୁ ଏହି

ହାତ ଯୋଡ଼ିଲେ, ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ରାଜ୍ୟସଭାରେ ବିରୋଧ କଲେ ଖଡଗେ

ନୂଆଦିଲ୍ଲୀ : ଲୋକସଭାରୁ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ହାତ ଯୋଡ଼ି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ମାଇକ ବନ୍ଦ ନ କରିବାକୁ

୨୦୨୪ରେ ବିଜେପି ବିହାରରୁ ସଫା ହୋଇଯିବ : ନୀତିଶ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବୋଲି ଦମ୍ଭୋକ୍ତି କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାରଙ୍କ କହିବା କଥା ଯେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ କରିବା ପରେ ବିଜେପ ଆତଙ୍କିତ

ନୱାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌…

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କୁ ବଡ଼ ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ ଚିକିତ୍ସା ପାଇଁ ୨ ମାସର ଜାମିନ ଦେଇଛନ୍ତି।ପଳାତକ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଜଡ଼ିତ ଗୋଟିଏ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ

୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ, ବାହରିଚ, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ

୧୯ ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ୧୯ ବର୍ଷୀୟ ଯୁବକ ସୋହେଲ ଖାନଙ୍କ ପେଟରୁ ଏହି ଟ୍ୟୁମର ବାହାର କରିଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ । ସୋହେଲଙ୍କୁ ଜ୍ୱର ଲାଗି ରହିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ CT scan