Sign in
Sign in
Recover your password.
A password will be e-mailed to you.
ମଶା ମାରିବାକୁ ଡ୍ରୋନ୍ ବ୍ୟବହାର କରିବ ବିଏମ୍ସି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍ ବ୍ୟବହାର କରିବ ବିଏମ୍ସି। ଏନେଇ ବିଏମ୍ସି ମେୟର!-->…
ସରିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା
ଭୁବନେଶ୍ଵର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି । ଏହି ଖାଲି ଆସନ ପୂରଣ ଲାଗି ଦ୍ବିତୀୟ!-->…
ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ଉତ୍ତେଜନା…
ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ!-->…
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ଏହା ବ୍ୟତୀତ ରାଜ୍ୟର ୩୦!-->…
DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ
ବ୍ରହ୍ମପୁର : ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ କେ. ଦିନେଶ କୁମାର ଓ କେ. ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା।
୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନସିକ୍ ଲାବ!-->!-->!-->…
ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ କପ ଫୁଟବଲ ଚାମ୍ପିୟନ ସିପ ଉଦଘାଟନ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନୟକ ମିନି ଷ୍ଟାଡିୟମ ପରିସରରେ ସ୍ୱାଧୀନତା ଦିବସ କପ୍ ଫୁଟବଲ ଚମ୍ପିୟାନ ସିପ- ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚମ୍ପିୟାନ ସିପ ରେ ବାଲିଗୁଡ଼ା ଉପଖଣ୍ଡ ର ସର୍ବ ମୋଟ ୧୨ଗୋଟି ଦଳ ଭାଗ ନେଇ ଲିଗ୍ ମ୍ୟାଚ ଖେଳିବେ l ଏହାର ସେମି!-->…
ଲକ୍ଷାଧିକ ଟଙ୍କା ଧରି ଭାରତ ଫାଇନାନ୍ସ ର ଦୁଇ କର୍ମଚାରୀ ଚମ୍ପଟ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍କ୍ଲୁଜନ ଲିମିଟେଡ଼୍ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର!-->…
ଠିକାଦାରଙ୍କ ମନମାନୀରେ ଚାଲିଛି କି ତିର୍ତ୍ତୋଲ ଆର୍ଡ଼ି ବିଭାଗ : ଦୀର୍ଘଦିନ ହେଲା କେନାଲ ପୋଲକୁ ଭାଙ୍ଗି ମେଲାକରି…
ପିଚୁରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ : ଯାତାୟତରେ ହିନସ୍ଥା ହେଉଛନ୍ତି ଲୋକେ
ଜଗତସିଂହପୁର : ତିର୍ତ୍ତୋଲ ଆର୍.ଡି ବିଭାଗ ଅଧିନରେ ଚାଲୁଥିବା କେତେକ କାର୍ଯ୍ୟରେ ଏବେ ପ୍ରଭାବଶାଳୀ ମାଫିଆ ଠିକାଦାରଙ୍କ ମନମାନୀ ଚାଲିଥିବା ଭଳି ଘଟଣା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।!-->!-->!-->…
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜଗତସିଂହପୁର ଗସ୍ତ : ସରକାରଙ୍କ ବିଭିନ୍ନ ଯୋଜନାକୁ କଲେ ସମୀକ୍ଷା
ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ଗୁରୁତ୍ବ
ଜଗତସିଂହପୁର :- କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ବାର୍ଷିକ ନିରୀକ୍ଷଣ!-->!-->!-->…
ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଚେତାବନୀ
ଫୁଲବାଣୀ: ଫୁଲବାଣୀ ସଦର ମହକୁମାର ମୁଖ୍ୟ ଡାକଘର ପରିସରରେ ଗ୍ରାମୀଣ ଡାକ ସେବକ ସଙ୍ଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସମସ୍ତ ଗ୍ରାମୀଣ ଡାକ ସେବକଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆମ ଦେଶକୁ ଇଂରେଜ ମାନେ ଶାସନ କରୁଥିବା ସମୟରେ ୧୮୫୪ ମସିହାରେ ଡାକସେବା!-->…