ବିଦ୍ୟାଳୟରେ ବୃକ୍ଷ ରୋପଣ ଓ କୃମି ନାଶକ ବଟିକା ପ୍ରଦାନ

ଚିକିଟୀ : ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ୍ବ, ପଣସ,ପିଜୁଳି, ଭଳି ୬୦ ରୁ ଅଧିକ ଫଳଚାରl ରୋପଣ କରଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ

ଜିଲ୍ଲାପାଳଙ୍କ ତାଗିଦ ପରେ ନିଜ ଭୁଲକୁ ଲୁଚାଇବାକୁ ଯାଇ ହେଉଛି ନିମ୍ନମାନର କାର୍ଯ୍ୟ

ଦାରିଙ୍ଗବାଡି,(୧୦/) : କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲ ଗତ ୮ ତାରିଖ ଦିନ ଦାରିଙ୍ଗବାଡି ଗସ୍ତରେ ଆସି ୫ଟି କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ହେଉଥିବା ୫-ଟି କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସଠିକ୍ ପ୍ଲାନ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଚିକିତ୍ସା ହୋଇ ପାରୁନାହିଁ ଶିଶୁ କନ୍ୟାର

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ଅନ୍ତର୍ଗତ ବଦଲିଝରଣ ଗ୍ରାମର କୁନ୍ତି ନାଏକ ଙ୍କ ବଡ ଝିଅ ସାକ୍ସି ନାଏକ(୫ ବର୍ଷ) ହେବ | ସେହି ଝିଅ ନା କଥା ହେଇପାରୁଛି ନା ଶୁଣି ପାରୁଛି | ଯାହା ଠାର ସାହାଯ୍ୟରେହିଁ ବୁଝିପାରୁଛି । କୁନ୍ତି କହିବା ଅନୁ ଯାଇ ତାଙ୍କ

ନିଖିଳ ଉତ୍କଳ ଖଡୁରା ସମାଜର କର୍ମକର୍ତ୍ତା ଚୟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଡ୍ରିମଲାଣ୍ଡ ଠାରେ ଜାତିଭାଇଙ୍କ ଉପସ୍ଥିତରେ ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପୂର୍ବତନ କମିଟିକୁ ଭଙ୍ଗ କରି ନୂତନ

ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ନୃତତ୍ତ୍ବ କଂଗ୍ରେସ

“ଆଦିବାସୀଙ୍କ ଜୀବନଶୈଳୀରେ ଉନ୍ନତି ଏବଂ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର”ଭୁବନେଶ୍ବର: ଆଦିବାସୀ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଯେକୌଣସି ଗୋଷ୍ଠୀକୁ ବର୍ଣ୍ଣନା କରେ। ଆଦିବାସୀ ଏକ ଆଇନଗତ ଶବ୍ଦ। ଆଦିବାସୀ ଏକ ଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଗୋଷ୍ଠୀ ଯାହାକି ସେମାନେ ରହୁଥିବା,

ନିଜ ପୁଅର ହତ୍ୟାକାରୀ ମଦ୍ୟପ ବାପା…

ଉମରକୋଟ ( ୧୦/୦୮) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ଖାନଡା ପଞ୍ଚାଏତ ଅନ୍ତର୍ଗତ ଡିଏନକେ ୧୨ ନମ୍ବର ଖାନଡା ଗ୍ରାମରେ ବିଗତ କାଲି ରାତି ଅନୁମାନିକ ପ୍ରାୟ ଘ୧୦.୪୫ ମିନିଟ ସମୟରେ ଏକ ଅଭାବୀନୀୟ ଘଟଣା ଘଟି ଯାଇଛି l ସୂଚନା ପ୍ରକାରେ ସେହି ଗ୍ରାମର ବିପୁଳ ରାୟ ବୟସ (୪୮) ମଦ୍ୟପ

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦ୍ଘାଟିତ…

ସାହିତ୍ୟ ଚିରକାଳ ସଂଗ୍ରମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର ଭୁବନେଶ୍ବର: ବଙ୍ଗଳା ଭାଷାରେ କାଜି ନଜରୁଲ ଇସଲାମ, ହିନ୍ଦୀ ସାହିତ୍ୟରେ ମୈଥିଲୀଶରଣ ଗୁପ୍ତା, ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରଲା’ଙ୍କ ପରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ, ଜାତୀୟ କବି ବୀରକିଶୋର ଦାସ, ସଚ୍ଚି

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ

ମାଲକାନଗିରି (୧୦/୦୮) : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଇ.ଏମ୍.ଏସ୍.ଟି ବିଦ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଓ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ସ୍ଵାସ୍ଥ୍ୟ

ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର ଅବସାନ ପାଇଁ ପଦକ୍ଷେପ ନେଉଛନ୍ତି ଓ

ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ