Sign in
Sign in
Recover your password.
A password will be e-mailed to you.
ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଯୁବତୀ
ଯାଜପୁର : କେଲୁଅ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବତୀ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁ ନିକଟ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ସ୍ରୋତରେ ଭାସି ଗଲେ ଯୁବତୀ । ନିଖୋଜ ଯୁବତୀ ଜଣକ ନିଆଳି ଗାଁର ସସ୍ମିତା ପରିଡ଼ା ।
ସସ୍ମିତା ସାଙ୍ଗ ମାନଙ୍କ ସହ ନଦୀକୁ ଗାଧୋଇବାକୁ!-->!-->!-->…
ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ
ଉମରକୋଟ: ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି।ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ!-->…
ସାପ ଧରିବା ପାଇଁ ଗାଇଡଲାଇନ୍ ଜାରି: ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପ ଧରାଳି
ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ଜନବସତିରୁ ସାପ ଉଦ୍ଧାର କରିବା ଏବଂ ଅନ୍ୟ ଜାଗାରେ ଛାଡ଼ିବାକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ୍ ଲାଇନ ଜାରି କରିଛି। ରାଜ୍ୟରେ ଦିନକୁ ଦିନ ସାପ କାମୁଡା ଜନିତ ମୃତ୍ୟୁ ବୃଦ୍ଧି ହେବାରେ ଲାଗିଛି। ସାପ କାମୁଡାରେ ଗତ!-->…
ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଅଗ୍ନିକାଣ୍ଡ
ଭୁବନେଶ୍ଵର: ଚନ୍ଦ୍ରଶେଖରପୁର ନନ୍ଦନନବିହାରରେ ଅଗ୍ନିକାଣ୍ଡ । ନନ୍ଦନବିହାର ସ୍କାୟେଟେକ୍ ଇନଫୋସିଟି ଭିଲାରେ ଅଗ୍ନିକାଣ୍ଡ । ତିନିମହଲା ଉପରେ ଲାଗିଛି ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସୂଚନା!-->!-->!-->…
ଚିନ୍ତା ବଢାଇଲା ନୂଆ କରୋନା ଭୂତାଣୁ EG.5
ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁକୁ ନେଇ ବିପଦ । ଚିନ୍ତା ବଢାଇଲା EG.5 । ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା କରିଛି WHO । କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନ୍ ଏବଂ ଆମେରିକାରେ ବ୍ୟାପୁଥିବା ନୂଆ କରୋନା!-->…
ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ: ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ…
ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ!-->…
‘ପୀଡ଼ିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସେତିକି ବଡ଼ ଅପମାନ’
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଅପମାନ । ଏହା ସହିତ ଯେଉଁ ବ୍ୟକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆସୁଥିବ ତାହା ବି ସମ ପରିମାଣର ଚିନ୍ତାଜନକ ଏବଂ ଅପମାନ। ଏଭଳି ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ!-->…
ସାନ ଜ୍ୱାଇଁର ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର ଆହତ
ପୁରୀ: ପାରିବାରିକ କଳହକୁ ନେଇ ସାନ ଜ୍ୱାଇଁର ଆକ୍ରମଣରେ ପରିବାରର ଜଣେ ମୃତ ଓ ୪ ଗୁରୁତର ଆହତ। ଏଭଳି ଅଭାବନାୟ ଘଟଣା ଘଟିଛି ପୁରୀ ଜିଲ୍ଲା ମାଳିଯାଗା ନିକଟରେ। ମୃତକ ହେଲେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ ମୃତ ସୌମ୍ୟଙ୍କ ମାଆ ଗୀତା ରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ,!-->…
ବିତିଲାଣି ୪୮ ଘଣ୍ଟା: ମିଳିନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା
କଟକ : ଦିନ ପରେ ଦିନ ବିତୁଛି। ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। NDRF, ODRAF ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ!-->…
ବନ୍ଧୁକ ଦେଖାଇ ମ୍ୟୁଜିକ୍ କମ୍ପାନିର ‘ସିଇଓ’ଙ୍କୁ ଅପହରଣ କରିନେଲେ ଶିବସେନା ବିଧାୟକଙ୍କ ପୁଅ
ମୁମ୍ବାଇ: ବୁଧବାର ଅପରାହ୍ଣରେ ଜର୍ଜଗାଓଁ ଇଷ୍ଟ୍ ଅଞ୍ଚଳରେ ରାଜକୁମାର ସିଂହ ନାମରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ ନେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବନରାଇ ଥାନାରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ୍ ସୁର୍ବେ ଓ ଅନ୍ୟମାନଙ୍କ!-->…