Sign in
Sign in
Recover your password.
A password will be e-mailed to you.
ବ୍ରିଟେନ ଶିକ୍ଷକଙ୍କୁ ୧୨ ବର୍ଷ ଜେଲ୍; ଭାରତୀୟ ଶିଶୁଙ୍କୁ ଫସାଇ କରୁଥିଲେ ପର୍ଣ୍ଣ ଭିଡିଓ
ଟଙ୍କାର ଲୋଭ ଦେଖାଇ ଅନଲାଇନ୍ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିଲେ। ଏହାପରେ ତାହାକୁ ନିଜ ପର୍ଣ୍ଣ ୱେବସାଇଟ୍ରେ ଅପଲୋଡ଼ କରି ମାଲେମାଲ ହେଉଥିଲେ। ଦୀର୍ଘ ବର୍ଷ ହେଲା ଏପରି ଘୃଣ୍ୟ କାମ କରୁଥିବା ଲଣ୍ଡନର ଜଣେ ଶିକ୍ଷକଙ୍କୁ ବାନ୍ଧିଛି ପୁଲିସ୍ । ଏହି ମାମଲାରେ!-->…
ବାହାନଗା ଟ୍ରେନ ଦୁର୍ଘଟଣା: ଏବେ ବି ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇନି
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ୨ ମାସରୁ ଅଧିକ ଦିନ ବିତିଲାଣି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ପୂର୍ବ ତଟ ରେଳବାଇର!-->…
ରାତି ଅଧରେ ହାଇଡ୍ରାମା; ଭାଙ୍ଗିଲା ପାକିସ୍ତାନ ସଂସଦ
ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲ୍ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍ରେ!-->…
ଅକ୍ଟୋବରରୁ ଅନ୍ଲାଇନ୍ରେ ପେନ୍ସନ୍ ଆବେଦନ ବାଧ୍ୟତାମୂଳକ
ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଅନ୍ଲାଇନ୍ରେ ପେନ୍ସନ୍ ଆବେଦନ ବାଧ୍ୟତାମୂଳକ ହେବ। ପେନସନ ଓ ଭବିଷ୍ୟନିଧି ଆବେଦନ ଅନ୍ଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର ମିଳିତ!-->…
ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା
ଇକ୍ୱାଡୋରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଥିବା ବେଳେ ଘଟିଛି ଅଘଟଣ । ପ୍ରଚାର ଅଭିଯାନ ବେଳେ ରାଷ୍ଟ୍ରପତି ପଦ ପାଇଁ ରେସ୍ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
ସ୍ଥାନୀୟ ମିଡିଆ ସୂତ୍ରରୁ ମିଳିଥିବା!-->!-->!-->…
ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ। ବିଶ୍ବ ଦେଶଜ ଅଧିବାସୀ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି କହିଛନ୍ତି!-->…
ଶିଶୁ ଯତ୍ନ ପାଇଁ ମାଆ ଓ ଏକୁଟିଆ ବାପାଙ୍କୁ ମିଳିବ ୭୩୦ ଦିନ ଛୁଟି: କେନ୍ଦ୍ର
ନୂଆଦିଲ୍ଲୀ: ସରକାରୀ ଚାକିରି କରିଥିବା ମହିଳା ଓ ବିପତ୍ନୀକ ପୁରୁଷଙ୍କୁ ଶିଶୁର ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନର ଛୁଟି ମିଳିବ ବୋଲି ଆଜି ଲୋକସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସିଂହ କହିଲେ!-->…
ଦେଢ଼ ମାସର ବିବାଦ ପରେ ଶ୍ରୀଜିଉଙ୍କର ହେଲା ବନକଲାଗି ନୀତି
ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି। ସେଥିପାଇଁ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତେବେ କ’ଣ ଏହି ବନକଲାଗି ନୀତି? କେମିତି କରାଯାଏ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର? କଣ ସବୁ ସାମଗ୍ରୀ ଏଥିରେ ବ୍ୟବହାର!-->…
ବେଜିଂରେ ପ୍ରବଳ ବର୍ଷା, ୩୩ ମୃତ
ବେଜିଂ : ବେଜିଂରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୩୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଚୀନ୍ ରାଜଧାନୀ ବେଜିଂରେ ଗତ କିଛି ସପ୍ତାହ ଧରି ଲଗାତାର ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଭିତ୍ତିଭୂମି ନଷ୍ଟ!-->…
ଅଗଷ୍ଟ ୯ କ୍ରାନ୍ତି ଦିବସ ଅଵସରରେ ଏ ଆଇଟିୟୁସିର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର : ଅଗଷ୍ଟ ୯ ଐତିହାସିକ କ୍ରାନ୍ତି ଦିବସ ଅଵସର ରେ ଏଆଇଟିୟୁସି ଅନୁ ବନ୍ଧିତ ଫରେଷ୍ଟ ଉଡ଼, ଏଗ୍ରିକଲଚର ଏଣ୍ଡ ବିଲଡିଂ କନ ଷ୍ଟ୍ରକସନ ୱାକରସ ୟୁନିୟନ,ଉତ୍କଳ ମହିଳା ସମିତି ଗଞ୍ଜାମ ଜିଲ୍ଲା ପରିଷଦ, ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି, ଜୟଶ୍ରୀ କେମିକାଲ!-->…