ସୁନ୍ଦରଗଡ଼ ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କିତ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ

ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ସାମୁହିକ ଔଷଧ ସେବନ କରାଯିବ ସୁନ୍ଦରଗଡ଼, ୦୯:୦୮: ଜିଲ୍ଲା ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।ବୈଠକରେ

ମାଲକାନଗିରି ଜିଲ୍ଲାରେ ବିଶ୍ଵ ଆଦିବାସୀ ଦିବସ ପାଳନ

ମାଲକାନଗିରି, (୯।୮) : ଆଜି ହେଉଛି ବିଶ୍ବ ଆଦିବାସୀ ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଏହି ଦିବସକୁ ବେଶ ଧୁମ ଧାମରେ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ୩୨ ଟି ପ୍ରଜାତିର ଆଦିବାସି ଲୋକେ ଆଜି ଏକତ୍ରିତ ହୋଇ ନିଜର ହକ୍

ବେକାରୀ ସମସ୍ୟା ଓ ଶ୍ରମିକଙ୍କ ଦାବି ହାସଲ ପାଇଁ ଶ୍ରମ କାର୍ଯ୍ୟାଳୟ ଘେରାଉ ।

ବ୍ରହ୍ମପୁର: କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ଡାକରା ରେ ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେଶରେ ବଢୁଥିବା ଦର ବୃଦ୍ଧିକୁ କମାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବେକାରୀ ଓ ଶ୍ରମିକ ଛଟେଇ ସର୍ବାଧିକ ସ୍ଥରରେ

ଆନ୍ତର୍ଜାତିକ ଜନଜାତି ଦିବସ ପାଳିତ

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସର ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଏସ ଡି ସି ପକ୍ଷରୁ ଆନ୍ତର୍ଜାତିକ ଜନଜାତି ଦିବସ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପୌରହିତ୍ୟ ପାଳିତ ହୋଇଯାଇଛି | ଏଥିରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ

ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା

ଛତ୍ରପୁର : ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚତୁର୍ଥ ଦିବସରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ପ୍ରାଥମିକ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅକ୍ଷଜ ମହାପାତ୍ର, ଦି ନିୟୁ ଏଜ୍ ୟୁରୋ ସ୍କୁଲ ପ୍ରଥମ

ଜିଲ୍ଲାସ୍ତରୀୟ ଆୟକର ଓ ଡିଜିଟାଲ ଜି.ପି.ଏଫ୍. ଓ ୟୁ.ସି. ସଚେତନତା କର୍ମଶାଳା

ଛତ୍ରପୁର (୯/୮) : ଜିଲ୍ଲାକୋଷାଗାର ଗଞ୍ଜାମ ଦ୍ବାରା ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଗଞ୍ଜାମ ଜିଲ୍ଲାରୁ ୩୫୦ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ ।

ବୋଲେରୋ ସହ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ, ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ପ୍ରାୟତଃ ପ୍ରତିଦିନ ଗଞ୍ଜେଇ ଜବତ ହୋଇ ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ମଧ୍ୟ ବୁଧବାର ବାଲିଗୁଡା ଅବକାରୀ ବିଭାଗ କର୍ମଚାରୀ କୌଣସି ଏକ ବିଶ୍ଵସ୍ତ

ଶିମିଳିପାଳ ସୁରକ୍ଷା ନେଇ ବଡ଼ ଘୋଷଣା କଲେ ଡିଜିପି

ଶିମିଳିପାଳ ଅଭୟାରଣ୍ୟରେ ଶିକାର ଓ ବନ୍ଧୁକ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଭଳି ବେଆଇନ୍‌ କାର୍ଯ୍ୟକଳାପକୁ ମୂଳପୋଛ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ମୟୂରଭଂଜ ପୁଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ୧୬୫

ଟିକିରି ସୋରିଷ ପଦର ଛକ ନିକଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ

କାଶିପୁର : ଆମ ଆଦିବାସୀଙ୍କ ଅନ୍ୟ ସଂସ୍କୃତି ହିଁ ସେମାନଙ୍କର ପ୍ରକୃଷ୍ଟ ପରିଚୟ ଆଦିବାସୀ ସମାଜ ଏବଂ ପ୍ରକୃତି ମଧ୍ୟରେ ବନ୍ଧନ ଚିରନ୍ତନ ରହିଆସି। କିନ୍ତୁ ସେହି ପ୍ରାକୃତିକ ଉପାଦାନ ଗୁଡ଼ିକ ଆଜି ଆଧୁନିକତା ଓ ବିକାଶର ସ୍ପର୍ଶରେ ପ୍ରଦୂଷିତ ହୋଇ ସାରିଥିବା ରୁ ଆଦିବାସୀ ସଂସ୍କୃତିର ଓ

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା