Sign in
Sign in
Recover your password.
A password will be e-mailed to you.
ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି
ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ!-->…
୧୮ ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ!-->…
ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା
କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି।
ସୂଚନା ମୁତାବକ ଗତକାଲି!-->!-->!-->…
ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର
ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି!-->…
ଜେଲରୁ ବାହାରିବାକୁ ବିକଳ ହେଉଛନ୍ତି ଇମ୍ରାନ
ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେ ଅଟ୍ଟୋକ ଜେଲରେ ରହି ରହି ଆକାମାକ୍ତା ହୋଇଗଲେଣି। ତାଙ୍କୁ ଆଉ ସେଠାରେ ଆଉ ଭଲ ଲାଗୁନି |ତେଣୁ ସେ ଜେଲର ଅନ୍ଧାର କୋଠରୀ ମଧ୍ୟରୁ ବାହାରିବାକୁ!-->…
ସୀମାଙ୍କୁ ପାଦେ ପାଦେ କପି କରୁଛନ୍ତି ଅଞ୍ଜୁ: ମିଶିଯାଉଛି ଏହି ସବୁ କଥା
ନୂଆଦିଲ୍ଳୀ: ପାକିସ୍ତାନ ଛାଡ଼ି ପ୍ରେମିକ ସଚିନଙ୍କ ନିକଟରୁ ଭାରତ ପଳାଇ ଆସିବା ସୀମା ହାଇଦର ଚର୍ଚ୍ଚାରେ ରହିବାର ବାସ୍ କିଛି ଦିନ ଭିତରେ ଆମ ଦେଶ ଛାଡ଼ି ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ଅଞ୍ଜୁ। ସୀମା ଭାରତ ଆସିବା ପରେ ଅଞ୍ଜୁଙ୍କ ପାକିସ୍ତାନ ଯିବା ନେଇ ହିସାବ ବରାବର!-->…
ବଦଳିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ପାସ୍
ତ୍ରିଭେନ୍ଦ୍ରମ: ବଦଳିଯିବ କେରଳ ରାଜ୍ୟର ନାଁ । ଏହା କେରଳରୁ ‘କେରଳମ୍’ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସଂକଳ୍ପ ଆଗତ କରିଥିଲେ,!-->…
ଲଞ୍ଚ ପୂର୍ବରୁ ଫଟୋ ଲିକ୍ କରିଦେବାରୁ ସାମ୍ବାଦିକଙ୍କୁ କ୍ଷମା ମାଗିବାକୁ କହିଲେ ଓଲା ଇଲେକ୍ଟ୍ରିକର ସିଇଓ
ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରି ଗାଡ଼ି ନିର୍ମାଣ କରୁଥିବା କମ୍ପାନି ଓଲା ଇଲେକ୍ଟ୍ରିକ୍ ଆସନ୍ତା ସପ୍ତାହରେ ଏକ ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନିର ସର୍ବନିମ୍ନ ମୂଲ୍ୟର ଇଲେକ୍ଟ୍ରିକ୍ ସ୍କୁଟର ହେବ। ଏହାର ମୂଲ୍ୟ ୧ଲକ୍ଷରୁ କମ୍ ହେବାର ସମ୍ଭାବନା ରହିଛି।!-->…
ବୁଧବାର ରାତିରେ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ଜଲିଲ୍ ଜିଲାନି ହେବେ ପାକିସ୍ତାନର ଅନ୍ତରୀଣ…
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବୁଧବାର ରାତିରେ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ କରିବାକୁ ଆନୁଷ୍ଠାନିକ ସୁପାରିସ କରିବେ। ଏହା ସହିତ ସେ ନିଜ ପଦରୁ ଇସ୍ତଫା ଦେବେ । ସଂସଦର ନିମ୍ନ ସଦନର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ!-->…
ଶିବଲିଙ୍ଗ ଉଚ୍ଛେଦ ରାୟକୁ ରେକର୍ଡ କରୁଥିବା ବେଳେ ଅଚେତ ହୋଇପଡ଼ିଲେ ସହକାରୀ ରେଜିଷ୍ଟ୍ରାର
ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଶୁଣାଇବା ପରେ ଭୌତିକ କାଣ୍ଡ ଦେଖିବାକୁ ମିଳିଥିଲା। ବିଚାରପତି ଏକ ବିବାଦୀୟ ଜମିରୁ ଶିବଲିଙ୍ଗ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ରେକର୍ଡ କରୁଥିବା ବେଳେ ଅଦାଲତର ସହକାରୀ ରେଜିଷ୍ଟ୍ରାର!-->…