Sign in
Sign in
Recover your password.
A password will be e-mailed to you.
୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା, ଚାଲିଛି ଖୋଜାଖୋଜି
କଟକ: ୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍। କଟକ ନରାଜ ନିକଟରେ ମହାନଦୀର ଅଥଳ ଜଳରାଶିରେ ଚାଲିଛି ଦୁଇ ଛାତ୍ରଙ୍କ ଖୋଜାଖୋଜି। ତେବେ ନଦୀରେ ପ୍ରବଳ ପାଣି ସହ ସେଠାରେ!-->…
ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ
ଝାରସୁଗୁଡା : କୋର୍ଟରେ ଗୋପାଳ ଦାସ। ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ। କଡ଼ା ସୁରକ୍ଷା ମଧ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ଝାରସୁଗୁଡ଼ା ଅଣାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇନି। ଗୋପାଳ ପକ୍ଷରୁ ମାମଲା ପରିଚାଳନା କରିବେ ୩ ଓକିଲ!-->…
ଚେଲ୍ଲାକୁମାରଙ୍କୁ ଭେଟିଲେ ଶିଶିର ଗମାଙ୍ଗ, କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା
ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଂକୁ ଭେଟିଲେ ଶିଶିର ଗମାଙ୍ଗ । ଆଜି ସକାଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସରେ ମିଶିବା ନେଇ କଥାବାର୍ତ୍ତା କରିଛନ୍ତି । ଏନେଇ ଶିଶିର ଗମାଙ୍ଗଙ୍କ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସକୁ!-->…
ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା; ସାମ୍ନାକୁ ଆସିଲା କଲ୍ ଡିଟେଲ ରିପାେର୍ଟ
ଭୁବନେଶ୍ୱର: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଏପଟେ ଶୁଭଲକ୍ଷ୍ମୀର କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଥିବାବେଳେ ୨ୟ ବୟଫ୍ରେଣ୍ଡକୁ ଥାନାକୁ ଡାକି ଜେରା କରିଛି। ଶୁଭଲକ୍ଷ୍ମୀର ମୃତ୍ୟୁକୁ ନେଇ ପୋଲିସ ଅଡୁଆ ଜାଲରେ ଛନ୍ଦି ହୋଇପଡିଥିବାବେଳେ କଲ ଡିଟେଲ୍ସ ରିପୋର୍ଟରୁ!-->…
ରାଜନୈତିକ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା; ୫ ଗୁରୁତର
ଆଠଗଡ: ନିର୍ବାଚନ ସରିବାର ଦୀର୍ଘ ଦିନ ପରେ ବି ଥମିନି ତାତି। ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିବା ବେଳେ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା। ନିର୍ବାଚନୀ ରାଗ ଶୁଝାଇବାକୁ ଯାଇ ଗାଁର କିଛି ଯୁବକ ଏକ ୩ ବର୍ଷର ଛୁଆ ଓ ତା’ ଅଜା ଉପରେ ବୁଲେଟ ଚଢ଼ାଇ ଦେଇଥିବା!-->…
ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ୍, ସେପ୍ଟେମ୍ବର ୨୧ ପରବର୍ତ୍ତୀ ଶୁଣାଣି
କଟକ: ଆଶା ଆଶଙ୍କାରେ ASO ଆବେଦନକାରୀ। ASO ସାନି ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ସାନି ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ହାଇକୋର୍ଟଙ୍କ ରୋକ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ରହିତାଦେଶ। ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ରହିଛି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର!-->…
ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ
ଯାଜପୁର: ବିଜେଡି ନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ବିଦ୍ୟାଳୟରେ ପାଳନକୁ ନେଇ ବିବାଦ ତେଜୁଛି । ଆଉ ବିବାଦ ଭିତରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୯ରେ ଧର୍ମଶାଳାରେ!-->…
ଶିମିଳିପାଳରେ ମାଳ ମାଳ ଶିକାରୀ; ୨୧ ଗିରଫ, ୧୬୫ ବନ୍ଧୁକ ଜବତ
ମୟୁରଭଞ୍ଜ : ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ!-->…
ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା
କକନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏଭିତରେ ଅଶାନ୍ତ ଫିରିଙ୍ଗିଆ ଶାନ୍ତି ଫେରିଛି । ପୁଣି ଖୋଲିଛି ଦୋକାନବଜାର ।
!-->!-->…
ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍, ୧୭୬୪ ଯାତ୍ରୀ କରିପାରିବେ ଯାତ୍ରା
ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍କୁ ମେମୁ ରେକ୍ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏହାଦ୍ୱାରା ବସିବା ଓ ଛିଡ଼ା!-->!-->!-->…