ରାହୁଲଙ୍କ ମଣିପୁର ହମଲାର ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଟାକ ଏବଂ କାଉଣ୍ଟର ଆଟାକ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକସଭାରେ ରାହୁଲଙ୍କ ବୟାନରୁ

ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ କିସ୍‌’କୁ ନେଇ ବିବାଦ, ତାତିଲା ବିଜେପି

ନୂଆଦିଲ୍ଲୀ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍‌ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି।ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍‌ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି ଧନ୍ୟବାଦ

ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଅମିତ ଶାହ

ନୂଆଦିଲ୍ଲୀ : ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ

ହିନ୍ଦୁସ୍ଥାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, "ମୁଁ ସମୁଦ୍ର ତଟରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା

ଅମଲା -ମାଫିଆ- ପୋଲିସ ଓ ମିଡ଼ିଆ ଙ୍କ ମିଲି ଭଗତ ରେ ଚାଲିଛି ଚୋରା ବାଲି ବ୍ୟବସାୟ…!!

ଭୁବନେଶ୍ୱର// ସୁନ୍ଦରଗଡ଼ :୯-୮ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ଲାଠିକଟା ତହସିଲ ଅଞ୍ଚଳରେ ଏବେ ଅମଲା-ବାଲିମାଫିଆ-ଆଉ କିଛି ମିଡିଆ ବନ୍ଧୁ ମାନଙ୍କ ମିଲି ଭଗତ ରେ ସରକାର ଙ୍କ ସମସ୍ତ ନୀତି ନିୟମ କୁ ଉଲଘ୍ନ କରି ଚାଲିଛି ଚୋରା ବାଲି ଚାଲାଣ।ଏକ ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ,ରାଉରକେଲା

ନବୀନ ବାବୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଆସିକା ସହରକୁ – ଋଷିକୂଲ୍ୟା ଜିଲ୍ଲା କରିବାକୁ ଦାବୀ…

ବ୍ରହ୍ମପୁର ୯-୮ ଆସିକା ହେଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳ।ଆସିକା, କବିସୂର୍ଯ୍ୟନଗର, ଧରାକୋଟ,ବେଗୁନିଆ ପଡା, ପୋଲସରା, ସାନଖେମୁଣ୍ଡି, ଶେରଗଡ଼ ଓ ହିଞ୍ଜଳିକାଟୁ ଅଞ୍ଚଳକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ କରିବା କୁ ଏବେ ଦାବି ଜୋର ଧରିଛି।ଏହି ୮ ଟି ବ୍ଲକ ରେ ୧୫ଲକ୍ଷ ରୁ ଉର୍ଦ୍ଧ ଜନସାଧରଣ

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ପାହାଡ଼ରୁ ଉଦ୍ଧାର…

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୂଙ୍ଗିଯୋଡି ପଞ୍ଚାୟତ ଅଡାସରୁ ପାହାଡ଼ର ଏକ ଭାଲିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗଛରେ କେବଳ ହାଡ଼ କଙ୍କାଳ ଝୁଲି ରହିଛି। ମହିଳାଙ୍କ ମୃତ୍ୟୁ କିଛିଦିନ ବିତି ଯାଇଥ‌ିବା ଅନୁମାନ

ଆସିକା ବ୍ଲକରେ ସରପଞ୍ଚଙ୍କୁ ମାଡ଼ : ଛତ୍ରପୁରରେ ସମାଧାନ ପାଇଁ ଉଦ୍ୟମ

ବ୍ରହ୍ମପୁର (୮/୮) : ଆସିକା ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ଙ୍କ ସମ୍ମୁଖ ରେ ନଳବଣ୍ଟା ସରପଞ୍ଚ କିଶୋର ପ୍ରଧାନ ଙ୍କୁ ଗତ ୫ ତାରିଖରେ ମାଡ଼ ମାରି ଥିଲେ ଜିଆରଏସ ଓ ତାଙ୍କର ଜଣେ ସାଥି ଲହୁଲୁହାଣ ହୋଇ ଥିଲେ। ପ୍ରଥମେ ଆସିକା ସରକାରୀ ଚିକିତ୍ସାଳୟ ପ୍ରଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା

ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା