ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ

ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ । ଭୁବନେଶ୍ବରର ସବୁ

ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ବ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ

ରାଜା ଘର ବୋହୂ ଥାନାରେ ସୁରକ୍ଷା ମାଗି ନିରାଶ

ବଲାଙ୍ଗିର : ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ଏଠାକୁ ଆସିଛନ୍ତି। କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ

ନିଜକୁ ଜଣେ ନିଲମ୍ବିତ ସାଂସଦ ବୋଲି ଉଲ୍ଲେଖ ରାଘବ ଚଡ୍ଡା

ନୂଆଦିଲ୍ଲୀ : ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ୍ ଆଦମୀ ପାର୍ଟି(ଆପ୍‌)ର ରାଜ୍ୟସଭା ସାଂସଦ ରାଘବ୍ ଚଡ୍ଡା ତାଙ୍କ ଟ୍ୱିଟର(ଏବେ ଏକ୍ସ) ବାୟୋ ବଦଳାଇଛନ୍ତି। ପୂର୍ବରୁ ସେ ରାଜ୍ୟସଭାର ସାଂସଦ ଭାବେ ନିଜକୁ ପରିଚୟ ଦେଉଥିଲେ। କିନ୍ତୁ ଏବେ ସେ ନିଜକୁ ଜଣେ ନିଲମ୍ବିତ ସାଂସଦ ବୋଲି ଉଲ୍ଲେଖ

ଅଜାଙ୍କ ଦଶାହରେ ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ିଗଲେ ଦୁଇ ନାତି

ସୋର: ଅଜାଙ୍କ ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ। ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ଉଭୟେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ୱାଦା ଅଞ୍ଚଳରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ

ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ

ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ

୪ ଦିନର ଛୁଆକୁ ଅଢ଼େଇ ଲକ୍ଷରେ ବିକି ଦେଇଥିଲେ ; ୮ ଦିନ ପରେ ଛତିଶଗଡ଼ରୁ ଉଦ୍ଧାର

ବଲାଙ୍ଗୀର : ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରି ଦେଇଥିଲେ। ବିକ୍ରି କରାଯିବାର ୮ଦିନ ପରେ ଛତିଶଗଡରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ। ଅଗଷ୍ଟ ୩ ତାରିଖରେ ଟିଟିଲାଗଡ଼ ସହର ଝଙ୍କରପଡ଼ାର ସନ୍ତୋଷ ପଟେଲ ଓ ପୁଷ୍ପା

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ପରିବାରର ୫ ସଦସ୍ୟ

ପୁରୀ; ପୁରୀ ବେଳାଭୂମୀରେ ପୁଣି ଅଘଟଣ। ସମୁଦ୍ରରେ ବୁଡିଗଲେ ପରିବାରର ୫ ସଦସ୍ୟ । ବୁଡିଯାଉଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ସୂଚନା ଅନୁସାରେ, ଆଜି ଦିନ ୧୧.୩୦ ବେଳେ ସେକ୍ଟର ୯ ବେଳାଭୂମିରେ ଗାଧୋଉଥିବା ବେଳେ ଏକ ବଡ ଲହଡି କାରଣରୁ ବୁଡ଼ିଯାଉଥିଲେ ଗୋଟିଏ

ଝାଡ଼ାବାନ୍ତିରେ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର : ଝାଡ଼ାବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘଟଣା ଘଟିଛି ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ।