Sign in
Sign in
Recover your password.
A password will be e-mailed to you.
ଦୁର୍ନୀତି ରେ ଉବୁଟୁବୁ କୁକୁଡାଖଣ୍ଡି ବ୍ଲକ ଯେଉଁଠି ହାତ ମାରିବ ସେଠାରେ ଦୁର୍ନୀତିର ଗନ୍ଧ…
ଧୃତରାଷ୍ଟ୍ର ସାଜିଛନ୍ତି କୁକୁଡ଼ାଖଣ୍ଡି ବିଡିଓ...!!
ଚିକିଟୀ ଏନଏସି ରେ ଆବାସ, ଭତ୍ତା ଓ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ
ଚିକିଟୀ : ଚିକିଟୀ ଏନ୍ ଏ ସି ସମ୍ମିଳନୀ କକ୍ଷ ଠାରେ ଶନିବାର ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବାସ, ଭତ୍ତା ଓ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ!-->…
ମେରୀ ମାଟି ମେରୀ ଦେଶ କାର୍ଯକ୍ରମ
ଫୁଲବାଣୀ: ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ 127 ସିଆରପିଏଫ ବାଟାଲିୟନ ବାଲିଗୁଡାର ମିଳିତ ଅନୁକୂଲ୍ୟରେ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ କେବି ହିଷ୍ଟ୍ରି କଲେଜ ବାଲିଗୁଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ!-->…
ବେକରେ ରସି ଲଗେଇ ମହିଳାଙ୍କ ଆତ୍ମହତ୍ୟା
ଦାରିଙ୍ଗବାଡ଼ି,୧୨/୮ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପ୍ଲୀହେରୀ ପଞ୍ଚାୟତର କାମାଏଜୁ ଗ୍ରାମର ବାସନ୍ତି ପ୍ରଧାନ (୫୫ ) ଗ୍ରାମ ପାଖ ଜଙ୍ଗଲର ଏକ ଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । କେଉଁ କାରଣରୁ ଆତ୍ମହତ୍ୟା କରିଛି ଏହା ଅସ୍ପଷ୍ଟ ରହିଛି। ଥାନାରେ!-->!-->!-->…
ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ
ଭୁବନେଶ୍ବର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ପଦ୍ମଶ୍ରୀ ଡ. ଏସ୍. ଆର. ରଙ୍ଗନାଥନ୍ ଙ୍କ ଜନ୍ମତିଥି ଅଗଷ୍ଟ ୧୨ କୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରର କର୍ମଚାରୀ ମାନେ ଡ. ଏସ. ଆର.!-->…
କନ୍ଧମାଳରେ ଆସନ୍ତା ୧୩,୧୪ ଓ୧୫ କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହେବ
ଫୁଲବାଣୀ : ଦେଶ ସ୍ୱାଧିନର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ କରାଯାଉଛି। କେନ୍ଦ୍ର ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ସହଯୋଗରେ ଭୁବନେଶ୍ୱରର ସ୍ୱଛାସେବୀ ଅନୁଷ୍ଠାନ ଅନନ୍ୟା ପକ୍ଷରୁ ଫୁଲବାଣୀ ବିଜୁସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ!-->…
ତପନ କୁମାର ନାହାକଙ୍କୁ ନିଲମ୍ବିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
ଫୁଲବାଣୀ : ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ତପନ ନାହାକଙ୍କୁ ନିଲମ୍ବିତ କଲେ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । କର୍ତ୍ତବ୍ୟରେ ଅବହେଳା ସାଙ୍ଗକୁ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲି ଯାଇଥବା ଯୋଗୁଁ!-->…
ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ
ଛତ୍ରପୁର : ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଛତ୍ରପୁର ରୋଟାରୀକ୍ଲବ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ରଙ୍କ ନେତୃତ୍ୱ ଏକ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ /ସଦସ୍ୟା ଓ!-->…
ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକା ବିବାଦ : ଦକ୍ଷିଣାଞ୍ଚଳ ଆଇ.ଜି ଙ୍କ ନିକଟରେ ଫେରାଦ
ବ୍ରହ୍ମପୁର : ଘର ବାହାରେ ଦୀପିକଙ୍କ ଧାରଣା ଓ ଘର ଭିତ ରେ ପ୍ରାୟତଃ ଗୃହ ବନ୍ଦୀ। ୟା ଭିତରେ ଦିନେଶଙ୍କ ଜେଜେ ବାପା ଓ ଜେଜେ ମାଆ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂଗଠନର ଜିଲ୍ଲା ସଭାପତି ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ଲିଖିତ ଆକାରରେ ନିଜ ଶାରୀରିକ ଓ ମାନସିକ କଷ୍ଟ ବିଷୟରେ ଅବଗତ!-->…
ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନୀତି : ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ
ମାଲକାନଗିରି(ମାଥିଲି) : କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗାଁରୁ । ଗ୍ରାମରେ ଥିବା ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ସହ କିଛି ଏପରି!-->…