Sign in
Sign in
Recover your password.
A password will be e-mailed to you.
X ବ୍ଲୁ ଟିକ୍ ଧାରୀଙ୍କୁ ମିଳିଲା ଲକ୍ଷାଧିକ ଟଙ୍କା
ନୂଆଦିଲ୍ଲୀ : ମାଲେମାଲ ହୋଇଛନ୍ତି X ବ୍ଲୁ ଟିକ ଧାରୀ। ପୂର୍ବରୁ ଏହା ଟ୍ୱିଟର୍ର ନାଁରେ ପରିଚିତ ଥିଲା। କିଛି ଦିନ ତଳେ ସଂସ୍ଥାର ମାଲିକ ଏଲନ ମସ୍କ ଟ୍ୱିଟର ନାଁକୁ ବଦଳାଇ X କରିଥିଲେ। ଏବେ Xର ବ୍ଲୁ ଟିକଧାରୀଙ୍କୁ ଲକ୍ଷାଧିକ ଟଙ୍କା ବିଜ୍ଞାପନ ରାଜସ୍ୱ ବାବଦରେ ମିଳିଛି। ୯୦୦ ଟଙ୍କା ଦେଇ Xର!-->…
କମୁଛି ହୀରାକୁଦର ଜଳସ୍ତର: ବନ୍ଦ ହେଲା ୧୦ଟି ଗେଟ୍
ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷା । ମହାନଦୀରେ ଖସୁଛି ଜଳସ୍ତର । ହୀରାକୁଦକୁ କମିଛି ଜଳ ପ୍ରବେଶ । ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍ । ପୂର୍ବରୁ ୨୦ଟି ସୁଇସ୍ ଗେଟ୍ ଦେଇ ହୀରାକୁଦରୁ ବନ୍ୟା ପାଣି ନିଷ୍କାସିତ ହେଉଥିଲା । ଏବେ ମାତ୍ର ୧୦ଟି ଗେଟ୍ ଖୋଲା ରହିଛି । ଡ୍ୟାମ୍ ବାମପଟର ୭ଟି!-->…
କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର!-->!-->!-->…
ମୋଦି ନଥିବାରୁ ରାହୁଳ କହିଲେନି
ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ଶେଷ ମୁହୂର୍ତ୍ତରେ ଜଳକା କରିଛନ୍ତି ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ ବୋଲି କୁହାଯାଇଥିଲା। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ଲୋକସଭା ବାଚସ୍ପତି ଓମ!-->…
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର
କଟକ: ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠା!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ “କ୍ରାନ୍ତି ତୀର୍ଥ” ପାଳିତ – ସ୍ୱାଧୀନତାର ୭୫ ଗୌରବମୟ ବର୍ଷକୁ ସ୍ମରଣ
କ୍ରାନ୍ତିତୀର୍ଥ ଦେଶର କ୍ରାନ୍ତିକାରିଙ୍କ ଅନ୍ୱେଷଣ ପାଇଁ ଆଃୱାନ: କୁଳପତିଭୁବନେଶ୍ୱର : ଆମର ସ୍ୱାଧୀନତା ସଂଗ୍ରାମର ଭୁଲିଯାଇଥିବା ହିରୋମାନଙ୍କୁ ମନେ ରଖିବା ଏବଂ ମନେ ରଖିବା ପାଇଁ ଗୋଟେ କାର୍ଯ୍ୟକ୍ରମ "କ୍ରାନ୍ତି ତୀର୍ଥ" ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳନ କର ଯାଇଛି | ଅନେକ ଅଣସଂଗଠିତ!-->…
ନଦୀରୁ ନାବାଳିକାର ଶବ ଉଦ୍ଧାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକାର ଶବକୁ ସୋମବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ନଦୀଖଣ୍ଡି ସାହାର ଅନାଥ ଜାନିଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ନିଖୋଜ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଫୁଲବାଣୀ!-->!-->!-->…
ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ
ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି l ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ!-->!-->!-->…
ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦ୍ୱାବିଂଶ ଜ୍ଞାନବିଜ୍ଞାନ ମେଳା
ଚିକିଟୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚିକିଟୀ ପେଣ୍ଠ ଠାରେ ଶନିବାର ଦିନ ଦ୍ଵାବିଂଶ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ସକାଳ ୧୦ଟା ସମୟରେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିଲା | ଏଥିରେ ଏନ ଏ ସିର!-->…
ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ଜିଲ୍ଲା ପ୍ରଭାବିତ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ରାଷ୍ଟ୍ରୀୟ ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ବାସି ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ!-->…