ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଟେବୁଲ

ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା

ଭୁବନେଶ୍ୱର: ଭୁବନେଶ୍ୱରର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡକୁ ଥାନାରେ ପଚରାଉଚରା । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ବୟଫ୍ରେଣ୍ଡକୁ ଜେରା । ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ ।ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି ।

ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା

ଗଞ୍ଜାମ: ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ  ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ। ଲକ୍ଷ୍ମୀ ନାରାୟଣ

ଗୁଜରାଟ : ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ମେଣ୍ଟ କରିବେ ଆପ୍-କଂଗ୍ରେସ

ଗାନ୍ଧିନଗର : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟ ଲୋକସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଏକ ବଡ଼ ଘୋଷଣା କରିଛି। ଗୁଜରାଟରେ ଆପ୍ ନେତା ଇସୁଦାନ ଗଡ଼ଭି କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଭୁବନେଶ୍ୱର :ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।

ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

କଟକ: ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଜର ହୋଇଛନ୍ତି ସୌରିନ। ପୀଡିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରୀନ୍। ଆଜି

ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଅ‌ଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆମ୍‌ କଲ୍‌ ଜରିଆରେ

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି ।

ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ବଲାଙ୍ଗିର ଗସ୍ତର ଦ୍ବିତୀୟ ଦିନରେ ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭିକେପାଣ୍ଡିଆନ। ପ୍ରଥମେ ଵଲାଙ୍ଗିର ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆ ସମଲେଶ୍ବରୀଂକୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତି ନେଇ ସେବାୟତ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ।

ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ଜଣଙ୍କୁ ଗିରଫ କରାଯାଇଛି ।