Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ମରାମତି ଆବଶ୍ୟକ କରୁଛି: ଏଏସଆଇ
କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୋମବାର ହାଇକୋର୍ଟରେ ଏହା କହିଛି। ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ପୁରୀ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଦିବିଷାଦ ଗଡ଼ନାୟକ ସତ୍ୟପାଠ ବାବଦରେ!-->…
ବୁଲଡୋଜର ଅପରେସନ ଉପରେ ହାଇକୋର୍ଟଙ୍କ ରୋକ
ନୁହ : ସାଂପ୍ରଦାୟିକ ଦଙ୍ଗା ପରେ ହରିଆଣାର ନୁହ୍ରେ ଆରମ୍ଭ ହୋଇଥିବା ବୁଲଡୋଜର ଅପରେସନକୁ ଶକ୍ତ ଝଟକା। ହିଂସା ପରେ ସରକାର ବିଭିନ୍ନ ସଂସ୍ଥା ଉପରେ ବୁଲଡୋଜର ଚଳାଇବା ଆରମ୍ଭ କରି ସେଗୁଡ଼ିକ ମାଟିରେ ମିଶାଇବା ଥିଲେ। କିନ୍ତୁ ଆଜି ପଞ୍ଜାବ-ହରିଆଣା ହାଇକୋର୍ଟ ଏହି ବୁଲଡୋଜର ଅପରେସନ ଉପରେ ରୋକ!-->…
ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତି ଦାବି କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସେ ବିଧାନସଭାରେ!-->…
ଗୁଜରାଟରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ ଆପ୍ ଓ କଂଗ୍ରେସ..!
ନୂଆଦିଲ୍ଲୀ : ଦିଲ୍ଲୀ ବିଲ୍ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ଆପ୍ ଆଜି ବଡ଼ ଘୋଷଣା କରିଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଉଭୟ ଗୁଜରାଟରେ ଏକାଠି ଲଢ଼ିବେ। ଆପ୍ର ଗୁଜରାଟ ମୁଖ୍ୟ ଈଶୁଡାନ ଗଡଭୀ ଆଜି ଏହି ଘୋଷଣା କରିଛନ୍ତି।ସେ କହିଛନ୍ତି, ବିରୋଧୀ ମେଣ୍ଟ ଇଣ୍ଡିଆରେ ଉଭୟ ଦଳ!-->…
ବିଡିଓଙ୍କ ନିର୍ଦ୍ଦେଶରେ ମାଡ ଅଭିଯୋଗ…!
ବ୍ରହ୍ମପୁର : ଆସିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିଲା ଶେଷରେ ସରପଞ୍ଚ ଙ୍କୁ ବିଡିଓ ଙ୍କ ସାମ୍ନାରେ ମାଡ଼ ମାରିଲେ ଜିଆରଏ ସ । ଆଜି ଅପରାହ୍ନ ରେ ନଳବଣ୍ଟା ସରପଞ୍ଚ କିଶୋର ପ୍ରଧାନ ତାଙ୍କ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଆସିକା ଗୋଷ୍ଟି ଉନ୍ନୟନ ଅଧିକାରୀ ଫକୀର ଚରଣ!-->…
ପଛୁଆବର୍ଗ ଓ.ବି.ସି.ଙ୍କ ନିମନ୍ତେ ବିଧାନସଭା ଓ ଲୋକସଭାରେ ସ୍ଥାନ ସଂରକ୍ଷଣ ଦାବି କଲା ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ
ଫୁଲବାଣୀ : ଭାରତ ସ୍ୱାଧୀନ ହେବାର ୭୫ବର୍ଷ ଅତିକ୍ରମ କରି ଅମୃତ ଉଚ୍ଚବ ପାଳନ କରିସାରିଛି ହେଲେ ଆଜି ପଯ୍ୟନ୍ତ ସମ୍ଭିଧାନ ଧାରା ୩୪୦ କୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ l ଦେଶରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସମ୍ଭିଧାନ ଧାରା ସ୍ଥାପନ ପ୍ରୋଗ୍ରାମ ୩୪୦,୩୪୧ କୁ ଲାଗୁ!-->…
ବ୍ରହ୍ମପୁର ଜତୀୟ ସାମ୍ବାଦିକ ସଙ୍ଘ (ଏନୟୁଜେ ଆଇ)ସହିତ ଅନୁବନ୍ଧିତ
ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ ଓ କର୍ମକର୍ତ୍ତା ଚୟନ...
ବ୍ରହ୍ମପୁର : ଓଡିଶା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ ବୈଠକ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରେଭିନ୍ୟୁ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏସ ୟୁ ଜେ ରାଜ୍ୟ!-->!-->!-->…
ଯୁବଗୋଷ୍ଠି ସଚେତନ ହେଲେ ଗଂଜାମ ଜିଲ୍ଲାରୁ ଏଚ.ଆଇ.ଭି ମୂଳପୋଛ ହେବ
ବ୍ରହ୍ମପୁର (୬/୮) : ଆଜି ସ୍ୱାସ୍ଥ୍ୟ ସମିତି ଗଂଜାମ ଜିଲ୍ଲା ପକ୍ଷରୁ ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ.ଆଇ.ଭି ସମ୍ୱନ୍ଧରେ ସଚେତନତା ବାର୍ତା ଦେଇଥିଲେ | ସର୍ବେକ୍ଷଣରୁ ଜଣାଯାଇଛି!-->!-->!-->…
ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଛତ୍ରପୁର (୦୬/୦୮) : ଭାରତ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସାଇ ସ୍ମୃତି ଶତପଥୀ,!-->…
ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ମାଲକାନଗିରି (୦୬/୦୮) : ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଏଫଓ, ଶ୍ରୀ ପ୍ରତାପ!-->…