ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ସଦମହକୁମା ପଞ୍ଚାୟତରେ ଆଜି ପଂଚାୟତସ୍ତରୀୟ ବିଜେଡ଼ିର ଦଳୀୟ ବୈଠକ ପାତ୍ରପୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାତ୍ରପୁର ପଂଚାୟତ ଦୀର୍ଘ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ହାତରେ ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ବିଜେପି ଏଠାରେ ନିଜର ଆଧିପତ୍ୟ ଜାହିର

ରକ୍ତ ପାଇଁ ଜୟଦେବଙ୍କ ଦେଶ ଭ୍ରମଣ : ସାଇକେଲରେ ହରଘର ରକ୍ତଦାତା ଅଭିଯାନ ସଚେତନତା

ବାଲିଗୁଡା : ସାଇକେଲ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ ଜୟଦେବ ରାଉତ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପହଞ୍ଚିଛନ୍ତି | ଶ୍ରୀ ରାଉତ ଜଣେ ସ୍ବେଚ୍ଛାସେବୀ। ରକ୍ତଦାତାଙ୍କ ସହ ରକ୍ତଦାନ ଏବଂ ହର ଘର ରକ୍ତଦାତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ସେ ସାଇକେଲରେ ଭାରତ ଭ୍ରମଣ

ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ

କନ୍ଧମାଳରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଦେଶ ସ୍ୱାଧିନର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ କରାଯାଉଛି। କେନ୍ଦ୍ର ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଭୁବନେଶ୍ୱରର ସ୍ୱଛାସେବୀ ଅନୁଷ୍ଠାନ ଅନନ୍ୟା ପକ୍ଷରୁ ଫୁଲବାଣୀ ବିଜୁସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା : ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ

କନ୍ଧମାଳ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଆକ୍ସନ ମୁଡରେ ପୋଲିସ। ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ । ଅନ୍ୟମାନଂକୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଆକ୍ରମଣରେ ଗୁରୁତର ଏସଆଇଙ୍କୁ କଟକ ସ୍ଥାନାନ୍ତର କରଯାଇଛି । ଏହି ଘଟଣା ପରେ ଥାନା ଆଇଆଇସିଂକୁ ବଦଳି କରାଯାଇଛି । ୨ ହୋମଗାର୍ଡ

ବନ୍ୟା ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକର ଧୁଷୁରୀ-ହସନାବାଦ ରାସ୍ତାର ହରିହଂସ ନିକଟରୁ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିହଂସଠାରୁ କିଛି ଦୂରରେ ଯୁବକଙ୍କ ମୃତଦେହକୁ ଠାବ କରାଯାଇଥିଲା। NDRF ଏବଂ ଓଡ୍ରାଫ୍ ଟିମ୍ ମୃତଦେହକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ

ପୁରୀ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ। ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦

ନକଲି ଯୁକ୍ତ ୨ ସାର୍ଟିଫିକେଟ୍ ମାମଲାରେ ଅଧ୍ୟାପକ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର ବୋଲି ଜଣା ପଡ଼ିଛି ।

ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ…

ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା ଭେନ୍ନମ ମହିଳା କମ୍ପାଉଣ୍ଡ