Sign in
Sign in
Recover your password.
A password will be e-mailed to you.
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ, ମେୟରଙ୍କୁ ନିଲମ୍ବନ କଲେ ରାଜସ୍ଥାନ ସରକାର
ଜୟପୁର : ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶନିବାର ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ ଲିଜ୍ରେ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ!-->…
ୟୁପିରେ ଦୁଇ ନାବାଳକଙ୍କୁ ଅମାନବୀୟ ନିର୍ଯାତନା
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଘଟିଛି ଅତ୍ୟନ୍ତ ଭୟଙ୍କର ଘଟଣା। ରାଜ୍ୟର ସିଦ୍ଧାର୍ଥ ନଗରରେ ଦୁଇ ଜଣ ନାବାଳକଙ୍କୁ ଦିଆଯାଇଛି ଅମାନବୀୟ ନିର୍ଯାତନା। ସେମାନଙ୍କୁ ବଳପୂର୍ବକ କିଛି ଲୋକ ପରିସ୍ରା ପିଆଇଛନ୍ତି। ନିବସ୍ତ୍ର କରି କଞ୍ଚା ଲଙ୍କାକୁ ସେମାନଙ୍କ ମଳ ଦ୍ୱାରାରେ ଭର୍ତ୍ତି କରି!-->…
ହୀରାକୁଦକୁ କମିଛି ଜଳ ପ୍ରବେଶ, ଆଉ ଖୋଲିବନି ଗେଟ୍
ସମ୍ବଲପୁର: ହୀରାକୁଦକୁ କମିଛି ଜଳ ପ୍ରବେଶ । ଯେତିକି ପ୍ରବେଶ କରୁଛି ସେତିକି ବାହାରୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଆଗକୁ ଜଳ ପ୍ରବେଶ ଆହୁରି କମିବ । ଉପରମୁଣ୍ଡ ଓ ତଳମୁଣ୍ଡରେ ବି ବର୍ଷା କମିଛି । ଫଳରେ ଏବେ ଅଧିକ ଗେଟ୍ ଖୋଲିବ ନାହିଁ । ଏହି ସୂଚନା ଦେଇଛନ୍ତି!-->…
୫୦୮ ରେଳ ଷ୍ଟେସନର ହେବ ପୁନର୍ବିକାଶ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରେଳ ଯାତ୍ରାକୁ ନିରାପଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ। ଦେଶର 508 ରେଳ ଷ୍ଟେସନର ହେବ ପୁନର୍ବିକାଶ। ଏଥିପାଇଁ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ!-->…
କେମିତି ହେଲା ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁ? ବଢୁଛି ସସପେନ୍ସ
ଭୁବନେଶ୍ବର: ଭୁବନେଶ୍ବରରେ ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । କେମିତି ହେଲା ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ? ଅସ୍ପଷ୍ଟ ରହିଛି ମୃତ୍ୟୁର କାରଣ । ଗତକାଲି ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।!-->…
ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ, ଗାଁରେ ପଶିଲା ପାଣି
ବାଲିପାଟଣା: ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ । ବାଳକାଟିଠାରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ଥିବା ସାଇଫୋନ ପାଖରେ ଘାଇ ସୃଷ୍ଟି ହୋଇଛି । ଓଭର ଫ୍ଲୋ ଯୋଗୁ ରାତିରେ ବନ୍ଧ ଭାଙ୍ଗିଯାଇଥିଲା । ବାଳକାଟି କଲେଜ ପଡ଼ିଆରେ ପାଣି ମାଡିଯାଇଛି । ପାଣି ଗାଁରେ ମାଡିଯିବାର ଆଶଙ୍କା ରହିଛି ।!-->…
ଦୁଇ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଞ୍ଜିନିୟର ଗିରଫ
ନୟାଗଡ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କୁ ଗିରଫ କରିଛି ସାଇବର ପୋଲିସ।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ରଥଗଡାସାହିର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ!-->!-->!-->…
କଳିଙ୍ଗ ମଡେଲ ସ୍କୁଲରେ ମଙ୍ଗଳ ଦିବସ ପାଳିତ
ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ସ୍ଥିତ କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟରେ ମଙ୍ଗଳ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ସ୍କୁଲରେ ନୂତନ ଭାବେ ନିର୍ବାଚିତ ବିଭିନ୍ନ ବିଭାଗର ମନ୍ତ୍ରୀ!-->…
ଚୁଡିଆଲାଞ୍ଜି ବିଦ୍ୟା ମନ୍ଦିର ପରିସରରେ ୧୪ତମ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ପାତ୍ରପୁର : ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚୁଡିଆଲାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୪ତମ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲବର୍ଗ ଓ ଶିଶୁବର୍ଗରେ ମୋଟ ୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ କୃତିତ୍ୱ ଛାତ୍ରଛାତ୍ରୀ!-->…
ଏୟୁପିଟି ଏଫର ଡାକରାରେ ବିଇଓଙ୍କୁ ତିନିଦଫା ଦାବୀପତ୍ର ପ୍ରଦାନ
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ମାନେ ଅପରାହ୍ନ 4.30ମି ସମୟରେ ବାଳିକା ଉ.ପ୍ରା ବିଦ୍ୟାଳୟ,ଫୁଲବାଣୀ ଠାରୁ ଏକ ରାଲି ବାହାରି ବି ଇ ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଏକ ତିନି ଦଫା ସମ୍ମିଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଶିକ୍ଷା!-->…