ଅକାଳରେ ଚାଲିଗଲେ ଓଡ଼ିଆ ନୌସେନା ଯବାନ୍‌ ଜନ୍‌ସନ୍‌

ଆଠଗଡ଼ : ବୋଧହୁଏ ଦୁଃଖ ଏମିତି ଅଚାନକ ଆସେ । ଗାଁ ସରା ଲୋକ ରୁଣ୍ଡ ହୋଇଛନ୍ତି କାହାକୁ ଅପେକ୍ଷା କରି । କିଛି ସମୟ ପୂର୍ବରୁ ଅଶୁଭ ଖବରଟିଏ ଆସିଥିଲା । ନୌବାହିନୀରେ ଥିବା ଗାଁର ପୁଅ ଜନ୍‌ସନ୍‌ ଆଉ ଏ ଦୁନିଆଁରେ ନାହିଁ । ପରିବାର ଲୋକଙ୍କ ଆଖିରେ ଲୁହର ବନ୍ୟା । ଦୁଃଖରେ ଛତି

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବରେ ଆଜି ୯ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍‌, ଲୋକସଭା ସଦସ୍ୟତା ପଦ ହରାଇବେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରାମ ଶଙ୍କର କଠେରିଆଙ୍କୁ ବଡ଼ ଝଟକା। ୨୦୧୧ ମସିହା ମାରପିଟ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିଛି। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର ସ୍ପେଶାଲ ମାଜିଷ୍ଟ୍ରେଟ ଏପରି ଦଣ୍ଡାଦେଶ

ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ପାଟ୍ରୋଲିଂ ବେଳେ

ଦୁଇ ଡଙ୍ଗରିଆ କନ୍ଧଙ୍କୁ ଉଠାଇ ନେବା ପ୍ରତିବାଦରେ ହଙ୍ଗାମା : ଥାନା ଘେରିଲେ ଶତାଧିକ ଲୋକ

ରାୟଗଡା: ଦୁଇଜଣ ଡଙ୍ଗରିଆ ଯୁବକଙ୍କୁ ପୋଲିସ ଉଠାଇନେବା ଘଟଣାର ପ୍ରତିବାଦ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ୧୧୨ ଖଣ୍ଡ ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆମାନେ ଥାନା ଘେରାଉ କରିଛନ୍ତି । ତୁରନ୍ତ ଦୁଇ ଯୁବକଂକୁ

୨ ଦିନିଆ ବଲାଙ୍ଗିର ଗସ୍ତରେ 5T ସଚିବ

ବଲାଙ୍ଗିର: ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ ଭିକେ ପଣ୍ଡିଆନ । ପ୍ରଥମରେ ତୁଷୁରାରେ ପହଞ୍ଚି ସମଲେଶ୍ବରୀ ମନ୍ଦିରକୁ ଯାଇ ସମଲେଶ୍ବରୀ ମାଁଙ୍କୁ ଦର୍ଶନ କରିବା ସହ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି । ଆଜି ବେଳପଡା ଓ ଟିଟିଲାଗଡ଼ ରେ ସାଧାରଣ ଜନଶୁଣାଣୀରେ ଯୋଗଦେବେ ପରେ ସେ

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ । ଗିରଫ ଅଭିଯୁକ୍ତ

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି

ନୁହ ହିଂସା : ଆପ୍ ନେତା ଜାଭେଦ୍ ଅହମ୍ମଦଙ୍କ ବିରୋଧରେ ହତ୍ୟା ମାମଲା

ଗୁରୁଗ୍ରାମ : ନୁହ ହିଂସା ମାମଲାରେ ହରିୟାଣା ଆପ୍ ନେତା ଜାଭେଦ ଅହମ୍ମଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । କିନ୍ତୁ ଏହା ଏକ ମିଛି ଏଫଆଇଆର ବୋଲି କହିଛି ଆପ୍ । ଦଳର ବରିଷ୍ଠ ଉପାଧ୍ୟକ୍ଷ ଅନୁରାଗ ଧଣ୍ଡା କହିଛନ୍ତି ଯେ ହରିୟାଣାବାସୀ ବିଜେପିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ। ଜଣେ ଆତଙ୍କବାଦୀ ନିପାତ। ଦିନକ ପୂର୍ବରୁ ଏଠାରେ 3 ଯବାନ ଶହୀଦ ହୋଇଥିଲେ। ସୁରକ୍ଷାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ରଜୌରୀ ଜିଲ୍ଲାର ବୁଦ୍ଧଲ