ପୋଖରୀରୁ ଉଦ୍ଧାର ହେଲା ଗୃହରକ୍ଷୀଙ୍କ ମୃତଦେହ

ସୋରଡା : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନିକଟ ପୋଖରୀରୁ ଉଦ୍ଧାର ହୋଇଛି ଗୃହରକ୍ଷୀଙ୍କ ମୃତଦେହ । ମୃତକ ହେଲେ ବଡଗଡ ଗ୍ରାମର ବଳରାମ ଦାସ। ସେ ଏକ ସପ୍ତାହ ହେଲା ଥାନାକୁ ଆସୁ ନଥିଲେ। କିନ୍ତୁ ଆଜି ସକାଳୁ ଗୃହରଖିଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ପୋଲିସ

ଲୋକସଭାରେ ଗୃହୀତ ହେଲା ଡାଟା ସୁରକ୍ଷା ବିଲ୍, ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ: ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର

ସାଳନ୍ଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡିଆ

ଖଇରା: ଭାସିଗଲେ କାଉଡିଆ । ଶ୍ରାବଣ ସୋମବାରରେ ଆସିଛି ଏପରି ଦୁଃଖଦ ଖବର । ଶ୍ରାବଣ ସୋମବାରରେ ମହାଦେବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା ଅଞ୍ଚଳରେ । ବରଦା ବ୍ଲକର ସିନ୍ଧୁକେଶ୍ୱର ମହାଦେବ

ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ; ତେଲ କମ୍ପାନି ମାଲାମାଲ, କିନ୍ତୁ ଗ୍ରାହକ ହତାଶ

ନୂଆଦିଲ୍ଲୀ: ଗତ ବର୍ଷଠାରୁ ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଓ ୟୁକ୍ରେନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ଲାଭବାନ ହୋଇଛି ଭାରତ । ଭାରତ ରୁଷଠାରୁ ଶସ୍ତାରେ ତେଲ କିଣିଚାଲିଛି। ଆମେରିକା ଓ ୟୁରୋପୀୟ ଦେଶ ରୁଷ ଉପରେ କଟକଣା ଲଗାଇବା ପରେ ରୁଷ ପକ୍ଷରୁ ଭାରତ ଓ ଅନ୍ୟ ଦେଶମାନଙ୍କୁ

ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲା: ପଶ୍ଚିମବଙ୍ଗରୁ ଧରାହେଲା ମାଷ୍ଟରମାଇଣ୍ଡ

ବାଲେଶ୍ୱର: ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଏଥିସହ ୮୫୪ ଗ୍ରାମ୍ ସୁନା ଜବତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିଲା।

ସରକାରୀ ବାସଭବନରେ ବିଧାୟକ ଝିଆରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର:ଓଡ଼ିଶା ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ତାଙ୍କ ଶବ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ

ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନ ପଳାତକ ଘୋଷିତ

ପ୍ରୟାଗରାଜ: ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର ଆଗରେ ଏକ ନୋଟିସ ମରାଯାଇଛି । ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହା ସହିତ ଶାଇସ୍ତା ପରବୀନର ଘରକୁ ବି ପୁଲିସ ଜବତ

ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର, ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ

ଭୁବନେଶ୍ବର: ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର। ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ । ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି । ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍

ସୁପ୍ରିମକୋର୍ଟଙ୍କ ମଣିପୁର ନିର୍ଦ୍ଦେଶ : ୩ ଜଣିଆ ମହିଳା ଜଜ୍‌ ପ୍ୟାନେଲ୍‌, ୪୨ ସ୍ପେଶାଲ ଟିମ

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ। ମଣିପୁର ହିଂସା ଓ ଏହା ସହ ଜଡ଼ିତ ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି। ତଦନ୍ତ ବ୍ୟତୀତ ଏହି କମିଟି ମଣିପୁରରେ ଆଦିବାସୀ ଓ

ଜଷ୍ଟିସ ମୁରଲୀଧର ନେଲେ ଅବସର, ମଙ୍ଗଳବାର ଶପଥ ଗ୍ରହଣ କରିବେ ଜଷ୍ଟିସ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ  ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପାତ୍ର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଜଷ୍ଟିସ ତାଳପତ୍ରଙ୍କୁ