Sign in
Sign in
Recover your password.
A password will be e-mailed to you.
5T ଅଧୀନରେ ଶିକ୍ଷା ବିଭାଗ, ସୁଧରୁନି ବ୍ୟବସ୍ଥା ଜାଗା ଅଭାବରୁ ଚାଉଳ ବସ୍ତାଉପରେ ବସି ପଢୁଛନ୍ତି ପାଠ !
ମାଲକାନଗିରି ଚିତ୍ରକୋଣ୍ଡା : ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଇ 5T କୁ ନିଜ ଅଧୀନ କୁ ନେବା ସହ ଶିକ୍ଷା ଓ ଶିକ୍ଷା ଭିତ୍ତି ଭୁମିର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରେ ଆଜିବି ଏହିଭଳି ଅବହେଳିତ!-->…
ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମାନ ନାଗରିକ ସଂହିତା ଆଇନ ପ୍ରଣୟନକୁ ବିରୋଧ କରି…
ଦାରିଙ୍ଗବାଡ଼ି (୭/୮) : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନରେ ଭାରତ ବନ୍ଦରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମର୍ଥନ ଜଣାଇଛି।ସମାନ ନାଗରିକ ସଂହିତା ଆଇନ ପ୍ରଣୟନ , ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ପାଶବିକ ଅତ୍ୟାଚାର , ୨୦୨୦,!-->!-->!-->…
ବି.ଏସ୍.ଏଫ୍. ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି,୭।୮: ସର୍ଚ ଅପରେସନ ବେଳେ ବି.ଏସ୍ଏଫ୍ କୁ ମିଳିଲା ବଡ ସଫଳତା । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କଲିମେଳା ସ୍ଥିତି ୧୪୨ ବି.ଏସ୍ଏଫ୍ ବାଟାଲିୟନ ତରଫରୁ ମାଓ ଦମନ ପାଇଁ ସର୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛିା ବିଶେଷ ସୁତ୍ରରୁ ଖବର ପାଇ!-->…
ରାଷ୍ଟୀୟଆଦିବାସୀ ଏକତା ପରିଷଦର ଭାରତ ବନ୍ଦକୁ ମିଳିଲା ଜନସାଧାରଣଙ୍କ ସମର୍ଥନ
ଫୁଲବାଣୀ : ସର୍ବ ଭାରତୀୟ ସ୍ତରରେ ଆଦିବାସୀ ଏକତା ପରିଷଦ ଦେଇଥିବା ବନ୍ଦ ଡାକରା କନ୍ଧମାଳ ଜ଼ିଲ୍ଲା ଆଦିବାସୀ ଏକତା ପରିଷଦ ମଧ୍ୟ ପୁର୍ଣ୍ଣ ସମର୍ଥନ କରି ବନ୍ଦର ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ, ଜିଲ୍ଲା ସଭାପତି ଦୟାନିଧି ମଲ୍ଲିକ, ରାଜ୍ୟ ପ୍ରଭାରୀ!-->…
କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ସହରାଞ୍ଚଳର ସଦସ୍ୟ ଭାବେ ରାଜେନ୍ଦ୍ର ମନୋନୀତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ର ସହରାଞ୍ଚଳର ସଦସ୍ୟ ଭାବରେ ଅପ୍ରତିଦ୍ବନ୍ଦି ଭାବରେ ରାଜେନ୍ଦ୍ର ପାଢୀ ନିର୍ବାଚିତ ହୋଇଥିବାରୁ ସେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡ଼ି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲ୍ଲା ବିଜେଡି!-->…
ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଛତ୍ରପୁର : ଓଡିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ରର କୋଷାଧ୍ୟକ୍ଷ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଦିବସ ଅବସରରେ ସ୍ଥାନୀୟ ବିନୋଦ ବିହାର ପରିସରରେ କଳା ବିକାଶ କେନ୍ଦ୍ର ପକ୍ଷରୁ ପରିବେଶ ସୁରକ୍ଷା!-->…
ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ ଓ ପ୍ୟାରେଡ୍ କରିବା ବିରୁଦ୍ଧରେ
ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଆଦିବାସୀ…
ଛତ୍ରପୁର : ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ ଓ ପ୍ୟାରେଡ୍ କରିବା ବିରୁଦ୍ଧରେ ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଆଦିବାସୀ ଏକ ପରିଷଦ ପକ୍ଷରୁ ସ୍ଥାନୀୟ ଡିଆରଡିଏ ଛକ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଆଦିବାସୀ ନେତା ଓ କର୍ମୀ ମାନେ ଆଦିବାସୀ ବିରୋଧି ଜଙ୍ଗଲ ସଂରକ୍ଷଣ!-->!-->!-->…
ଛତ୍ରପୁର ରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଜିଲ୍ଲାପାଳଙ୍କ ସହିତ!-->…
ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି
ଭୁବନେଶ୍ୱର : ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ!-->…
“ଏସ୍ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଇଓଡବ୍ଲୁ ହାତରେ ଗିରଫ
ଭୁବନେଶ୍ବର: କ୍ରିପଟୋ ମାଇନିଂ ଜରିଆରେ ପୁଞ୍ଜି ସ୍କାମ ମାମଲାରେ “ଏସ୍ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଗିରଫ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରାଜସ୍ଥାନର ଶ୍ରୀଗଙ୍ଗନଗରରୁ ଗୁରୁଟେଜ ସିଙ୍ଗ ସିଦ୍ଧୁକୁ ଗିରଫ କରିଛି। ଗୁରୁଟେଜ୍ ସିଙ୍ଗ୍ ବଲିଉଡ!-->…