Sign in
Sign in
Recover your password.
A password will be e-mailed to you.
ନିଃସ୍ବାର୍ଥପର ସେବା ହିଁ ଜାତୀୟ ସେବା ଯୋଜନାର ଆଦର୍ଶ
ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୁରସ୍କାର ବିତରଣ ଉତ୍ସବଭୁବନେଶ୍ୱର: ନିଃସ୍ବାର୍ଥପର ସେବା ହିଁ ଜାତୀୟ ସେବା ଯୋଜନାର ଆଦର୍ଶ। ଶିକ୍ଷା ସହ ସେବା ମନୋବୃତ୍ତି ହିଁ ଛାତ୍ର ଜୀବନକୁ ସାର୍ଥକ କରେ ବୋଲି ଉଚ୍ଚ ଶିକ୍ଷା ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ!-->…
ନିସର୍ତ୍ତରେ ଖବର ପ୍ରସାରଣ ପରେ ଟିକିରି ଝୋଡିଆ ସାହିରେ ସଚେତନତା ପାଇଁ ପହଞ୍ଚିଲେ WHO
ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଝୋଡିଆ ସାହିରେ ଆଜି WHO ର ଅଧିକାରୀମାନେ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ପୂର୍ବ ବର୍ଷ କଲେରା ହୋଇ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିଲାବେଳେ ଏବେ କିଛି ଦିନ ହେବ କାଶିପୁର ରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ଦୁଇ!-->…
ସ୍ଵସ୍ତିକ ଇସ୍ପାତ କାରଖାନାର ଫାଟକ ସମ୍ମୁଖରେ ଡ୍ରାଇଭର ମୃତ
କୁଆଁରମୁଣ୍ଡା : ଆଜି ଦିନ ୧୧ଟା ସମୟରେ ପଡୋଶୀ ରାଜ୍ୟ ଛତିଶଗଡର କୋଟ୍ କୋନା କୋଇଲା ଖଣିରୁ ଏକ ଟ୍ରେଲର ନଂ ସିଜି୧୩ଏଭି୨୪୮୩ କୋଇଲା ନେଇ କୁଆଁରମୁଣ୍ଡା ସ୍ଥିତ ସ୍ଵସ୍ତିକ ଇସ୍ପାତ କାରଖାନାରେ ପହଞ୍ଚିଥିଲା । ହଠାତ ଡ୍ରାଇଭର ଜୟ ପ୍ରକାଶ ଚୌଧୁରୀ( ୪୦)ପିତା-ଦେବ୍ ତା ପ୍ରସାଦ ଚୌଧୁରୀଙ୍କ ଛାତିରେ!-->…
ମିଶନ୍ ଶକ୍ତି କାଫେ ଉଦ୍ଘାଟିତ
ଛତ୍ରପୁର : ସ୍ଥାନୀୟ ଜିଲ୍ଲା ପରିଷଦ ପରିସରରେ ଥିବା ମିସନ୍ ଶକ୍ତି କାଫେକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି । ଛତ୍ରପୁର ଏନ୍ଏସି ଅନ୍ତର୍ଗତ ସିଦ୍ଧଭୈରବୀ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିସନ୍ ଶକ୍ତି କାଫେକୁ!-->…
ଗଞ୍ଜେଇ ମାମଲା : ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୫ ମୁଦାଲା ନିର୍ଦୋଷରେ ଖଲାସ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ସେସନ୍ସ ଜଜ ଦିଲ୍ଲୀପ କୁମାର ବିଶ୍ଵାଳ ଏକ ଗଞ୍ଜେଇ ମାମଲା ର ଶୁଣାଣୀ କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାଞ୍ଚ ଜଣ ମୁଦାଲା ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଗଡ଼ ଥାନା!-->…
ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଂଘ, କନ୍ଧମାଳର ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ସରପଞ୍ଚ ମହାସଂଘ, କନ୍ଧମାଳର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରପଞ୍ଚ ସଂଘର ସଭାପତି ସୁଦର୍ଶନ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ଏକ ଦଶ ଦଫା ଦାବିପତ୍ର ରାଜ୍ଯ ସରକାରଙ୍କ ନିକଟକୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ!-->…
୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍ ପକ୍ଷରୁ ଚଢ଼ଉ କରାଯାଇ ଶୁକ୍ରବାର ସକାଳୁ ଖୋର୍ଦ୍ଧା ପୌରାଂଚଳର ଠେଙ୍ଗାହାଟ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ଜଣକ ଠେଙ୍ଗାହାଟ ନିକଟବର୍ତୀ ସ୍ବପ୍ନେଶ୍ବର ସାହିର ଦମୟନ୍ତୀ!-->…
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ!-->…
ପୁଣି ବିଜେବି କଲେଜରେ ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି।!-->…
ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି। ଶୁକ୍ରବାର କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ପୋଲିସ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବ।
ମୁଖ୍ୟ ବିଚାରପତି ଡି.ୱାଇ!-->!-->!-->…