ସାହାରା ଜମାକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଶୁକ୍ରବାର ନୂଆଦିଲ୍ଲୀରେ ସିଆରସିଏସ – ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍ ସୋସାଇଟିର ପ୍ରକୃତ ଜମାକାରୀଙ୍କୁ ଅର୍ଥ ହସ୍ତାନ୍ତର ଆରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ର

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଚାନ୍ଦବାଲି : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି। ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ

ଚିନିର ଅନ୍ତର୍ଜାତୀୟ ମୂଲ୍ୟରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚିନି ମୂଲ୍ୟ ଭାରତ ତୁଳନାରେ ପ୍ରାୟ ୫୦% ଅଧିକ । ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ଏବଂ ଏହା କେବଳ ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି । ହେଲେ ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ

ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ

ଭଦ୍ରକ : ଧାମନଗରରେ ସବୁ ସ୍କୁଲ ଛୁଟି । ବନ୍ୟା ପାଣି ସବୁ ସ୍କୁଲରେ ପଶିଥିବାରୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ଅନ୍ୟ ବ୍ଲକ ଗୁଡିକରେ ବନ୍ୟା ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ବ୍ଲକ ଶିକ୍ଷଧିକାରୀ । ସ୍ଥିତି ଭଲ ନଥିଲେ ସ୍କୁଲ ବନ୍ଦ

ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ

ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର ।  ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ  ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ

୨.୫ ଲକ୍ଷ ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା

ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଚାଞ୍ଚଲ୍ୟ। ୫ଦିନର ଶିଶୁ ପୁତ୍ରକୁ ବିକିଲା ବାପା । ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ। ସୂଚନା ଅନୁସାରେ ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ

ଜାମ୍ମୁକାଶ୍ମୀରରେ ଭୁକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୨

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୮.୩୬ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ଭୂକମ୍ପ ଭୂପୃଷ୍ଠରୁ ୧୨୯ କିମି ତଳେ ତଥା ଗୁଲମାର୍ଗରୁ ୧୮୪ କିମି ଦୂରରେ ଅନୁଭୂତ ହୋଇଥିଲା ।

ଟମାଟୋ କିଣା ବିକାକୁ ନେଇ ତୁମୁଳକାଣ୍ତ ; ଛୁରାମାଡରେ ଜଣେ ଆହତ, ଜଣେ ଗୁରୁତର

ଆନନ୍ଦପୁର: ଏପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ । ସୂଚନା

କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୮ ଜୀବନ

ରାଜସ୍ଥାନ: କୋଟାରୁ ପୁଣି ଆସିଛି ଏକ ଛାତିଥରେ ଘଟଣା। ମେଡିକାଲ ପାଇଁ କୋଚିଂ ନେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ଝୁଲି ପଡ଼ିଥିବା ଖବର ଲୋକଙ୍କ ମନରୁ ନ ଲିଭୁଣି ପୁଣି ଥରେ ଘଟିଛି ସମାନ ଘଟଣା। ଏଥର ଜଣେ ୧୭ ବର୍ଷୀୟ ବିହାରର ଛାତ୍ର ଏପରି ଚରମ ପଦକ୍ଷେପ ନେଇ ନିଜ ଜୀବନ ହାରିଛନ୍ତି। ମୃତ

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ୨୧ ଜିଲ୍ଲା ବେହାଲ; ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଲଗାଣ ବର୍ଷା ଓ ପରେ ବନ୍ୟା । ବର୍ଷା ଓ ବନ୍ୟା ପ୍ରଭାବ କମୁଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଏହାରି ଭିତରେ ଆସିଛି ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ ।