ବୃକକ୍ ରୋଗାକ୍ରାନ୍ତ କୁନି ଝିଅ ଫାତିମାକୁ ସାହାଯ୍ୟର ହାତ ବଢ଼ାଇଲା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍

ସୁନ୍ଦରଗଡ (୨୨/୦୭) : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ମୂଳବାସିନ୍ଦା ମୋଇନ୍ ଓ ନାଜିଆଙ୍କ ୧୦ ବର୍ଷର ଅଲିଅଳି ଝିଅ ଆରିକା ଫାତିମା। ମାତ୍ର ଏହି କୁନି ବୟସରେ ତାକୁ ମାଡ଼ି ବସିଛି ବୃକକ୍ ରୋଗ। ଦୁଇଟି ଯାକ ଅଚଳ ବୃକକ୍ ରେ ଜୀବନ ସହିତ ଲଢେଇ ଜାରି ରଖିଛି ଫାତିମା। ନିୟମିତ ଡାଇଲିଶିସ ଓ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ କାମ କରୁଛନ୍ତି, ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି : ରାଜସ୍ବ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ସମ୍ବିଧାନିକ ନିୟମ ଭଙ୍ଗ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ

ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ପରିତ୍ୟକ୍ତ ସ୍ଥାନରୁ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର…

ମାଲକାନଗିରି : ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ଜରି ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟା କୁ ଖତ ଗଦାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର।ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ

କେରଳରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌

ନୂଆଦିଲ୍ଲୀ : ଏନ୍‌ଆଇଏ ଗୁରୁବାର କେରଳରେ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଛି । ଏହି ମଡ୍ୟୁଲ୍ ଧାର୍ମିକସ୍ଥଳ ଏବଂ କେତେକ ସମ୍ପ୍ରଦାୟର ନେତାଙ୍କ ଉପରେ ଆକ୍ରମଣ କରିବା ଯୋଜନାରେ ଥିଲା । ସେହିପରି ମଡ୍ୟୁଲ୍‌ର ଜଣେ ସଦସ୍ୟକୁ ତାମିଲନାଡ଼ୁରୁ ଗିରଫ କରାଯାଇଥିବା

ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍କୁଲ ଗେଟ୍‌ରେ ତାଲା ପକାଇଦେଲେ ଅଭିଭାବକ, ଅଚେତ ହେଲେ ୮ ଛାତ୍ରଛାତ୍ରୀ

ବୌଦ୍ଧ : ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ପରିସ୍ଥିତି ଏପରି ହେଲା ଯେ ଅତ୍ୟଧିକ ଖରା ସହି ନ ପାରି ରାସ୍ତାରେ ହିଁ ଅଚେତ ହୋଇ ପଡ଼ିଗଲେ ୮ ଛାତ୍ରଛାତ୍ରୀ। ତୁରନ୍ତ ସେମାନଙ୍କୁ ହସ୍ପିଟାଲର ଭର୍ତ୍ତି

ଦୁଇ ଭାଇଙ୍କୁ କରାଯାଇନାହିଁ ଅପହରଣ,ଟେକି ନେଇଛି କର୍ଣ୍ଣାଟକ ପୁଲିସ

ବ୍ରହ୍ମପୁର : ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ କରିବା ଅଭିଯୋଗରେ ଆସିଛି ନୂଆ ଟ୍ୱିଷ୍ଟ। ଦୁଇ ଭାଇଙ୍କୁ ଅପହରଣ କରାଯାଇନାହିଁ। ବରଂ ଏକ ମାମଲାରେ ଉଠାଇ ନେଇଛି କର୍ଣ୍ଣାଟକ ପୁଲିସ। ଦୁଇ ଭାଇଙ୍କୁ ବିଶାଖାପାଟଣାର ଏକ ହୋଟେଲରେ ରଖାଯାଇଛି ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି। ଗତକାଲି

ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର

କଟକ:  କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ଭୋରୁ ଚମ୍ପଟ ମାରିଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲୁଙ୍କ ମୃତଦେହ ଆଜି ମହାନଦୀରୁ ଉଦ୍ଧାର ହୋଇଛି। ପୁଲିସ୍‌ର ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ବବୁଲୁ ଜୀବନ ବିକଳରେ ମହାନଦୀରେ ପଶି ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ

ଜବରଦଖଲ ହଟାଇବାକୁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍

ନୂଆଦିଲ୍ଲୀ : ଜବରଦଖଲ ହଟାଇବା ପାଇଁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ଉତ୍ତର ରେଲୱେ ପ୍ରଶାସନ ଏହି ନୋଟିସ୍ ଜାରି କରିଛି। ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ମସଜିଦ- ବଙ୍ଗାଳୀ ମାର୍କେଟ ମସଜିଦ ଏବଂ ବାବର ଶାହା ଟକିୟା ମସଜିଦକୁ 15 ଦିନ ମଧ୍ୟରେ ଜବରଦଖଲ ହଟାଇବାକୁ ନୋଟିସରେ ଉଲ୍ଲେଖ

ସେପ୍ଟେମ୍ବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଭୁବନେଶ୍ବର : ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ବର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହେବ। ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଏହାପରେ ବ୍ୟୁରୋ ଅଫ୍‌ ସିଭିଲ୍ ଆଭିଏସନ୍‌ର ଅଧିକାରୀମାନେ