Sign in
Sign in
Recover your password.
A password will be e-mailed to you.
ସର୍ତ୍ତାବଳୀ ସହ ଖାପଖାଉନାହିଁ ବାସ୍ତବତା : ମୋ ଘର ଯୋଜନାରୁ ବଞ୍ଚିତ ଚିତ୍ରକୋଣ୍ଡାବାସୀ
ଚିତ୍ରକୋଣ୍ଡା/ମାଲକାନଗିରି : ବାସଗୃହ ମଣିଷର ଏକ ମୌଳିକ ଆବଶ୍ୟକତା, ଯାହା ମଣିଷକୁ ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରିବାରେ ସହାୟକ ହୋଇଥାଏ । ସମାଜରେ ସମ୍ମାନର ସହିତ ବାସ କରିବା ଅଧିକାର ପ୍ରତ୍ୟେକଙ୍କର ବଞ୍ଚିବା ଅଧିକାର ଭିତରେ ରହିଥାଏ, ଯେଉଁଥିରେ ଗୃହ ଏକ ପ୍ରମୁଖ ଭୂମିକା ବହନ କରେ ।!-->…
ମା’ ପାଟଖଣ୍ଡା ମନ୍ଦିରର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ
ଦାରିଙ୍ଗବାଡି, (୨୨/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଥିବା ମା ପାଟଖଣ୍ଡା ମନ୍ଦିର ର ଉନ୍ନତି କରଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏ ଅବସରରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓସ୍ବାନ ହଲ୍ ଠାରେ ଆଭାସୀ ମାଧ୍ଯମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା!-->…
ହାଇଡ୍ରାକୁ ଧକ୍କା ଦେଲା ଟ୍ରକ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖରେ ଏକ ହାଇଡ୍ରା କୁ ପଛ ପଟୁ ଧକ୍କା ଦେଲା ଟ୍ରକ l ଯାହାଫଳ ରେ ହାଇଡ୍ରା ଗାଡି ର ଚାଳକ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି,ମିଳିଥିବା ସୂଚନା ମୁତାବକ ଓଡି 01 ଜେ 0731 ନଂ ଏକ!-->…
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା
ଫୁଲବାଣୀ : ଓଡିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବ୍ଲକ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ତାର ସଚେତନତା କାର୍ଯକ୍ରମ ଜିଲ୍ଲା ପରିଷଦ ଭବନ ଫୁଲବାଣୀ ଠାରେ ଅନୁଷ୍ତିତ ହୋଇଅଛି। ଏହି କାର୍ଯକ୍ରମ ରେ ମୁଖ୍ୟ!-->…
ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ଉଚିତ : ଡଃ ସାମନ୍ତ
ଫୁଲବାଣୀ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀ ସ୍ଥିତ ସରକାରୀ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ!-->…
କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଦିବ୍ୟାଙ୍ଗଙ୍କୁ ସ୍କୁଟି ପ୍ରଦାନ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ଫୁଲବାଣୀ ଠାରେ କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା 24 ଦିବ୍ୟାଙ୍ଗମାନଙ୍କୁ ମୋଟର ଯାନ ଟିଭିଏସ ସ୍କୁଟି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ!-->…
କନ୍ଧମାଳ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଂଘର ବୈଠକ : ବାଲିଗୁଡା ଉପଖଣ୍ଡସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ ମଞ୍ଚାସିନ!-->…
ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ବରେ ମାଲକାନଗିରି ଠାରେ ସମ୍ମିଳନୀ ଆୟୋଜନ
ମାଲକାନଗିରି : ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଆଜି ମାଲକାନଗିରି ଟାଉନ୍ ହଲ୍ ଠାରେ ଏଆଇଟିୟୁସି ନେତୃତ୍ବରେ ଶ୍ରମିକ ନେତା ଦୁର୍ଗା ମହାନନ୍ଦିଆ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ଓ ମଣିପୁର ହିଂସା ରେ ନିହତ!-->…
ବାଲିମେଳା ନଗର ବିଜେପି ସଭାପତି ହେଲେ ଶିବଦତ୍ତ ସାହୁ
ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ବିଜେପି ସଭାପତି ଭାବେ ଆଜି ଶିବଦତ୍ତ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।ବାଲିମେଳା ନଗର ସ୍ଥିତ ଟାଉନ ହଲ ଠାରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ!-->…