ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର

ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର

ପାଟନା : ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ କେବଳ ଗାନ୍ଧିଙ୍କ ଫଟୋ ରହିବ

ଚେନ୍ନାଇ : ତାମିଲନାଡୁ ଓ ପୁଡୁଚେରୀରେ ଥିବା କୋର୍ଟଗୁଡ଼ିକ କେବଳ ଗାନ୍ଧିଜୀ ଓ ତାମିଲ କବି ତଥା ସନ୍ଥ ଥିରୁଭାଲ୍ଲୁବାରଙ୍କ ଛବି ଲଗାଇ ପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।ସମସ୍ତ ଜିଲ୍ଲା କୋର୍ଟକୁ ପଠାଯାଇଥିବା ସର୍କ୍ୟୁଲାର୍‌ରେ ଅଲାନ୍ଦୁର ଠାରେ ଥିବା ବାର ଆସୋସିଏସନକୁ ବିଆର

ମଧ୍ୟପ୍ରଦେଶରେ ପୁଣି ଲଜ୍ଜା: ଦଳିତ ବ୍ୟକ୍ତିଙ୍କ ମୁହଁରେ ମଳ ବୋଳିଲେ

ଭୋପାଳ : ପୁଣିଥରେ ମଧ୍ୟପ୍ରଦେଶରେ ଜଣେ ଦଳିତଙ୍କୁ ଦିଆଯାଇଛି ନିର୍ଯାତନା। ଅଲଗା ଜାତିର ଜଣେ ଲୋକ ଦଳିତ ବ୍ୟକ୍ତିଙ୍କ ମୁହଁ ଓ ଦେହରେ ମଣିଷ ମଳ ବୋଳି ସର୍ବସମ୍ମୁଖରେ ଦଣ୍ଡ ଦେଇଛି।ଏହି ଦଳିତ ଜଣଙ୍କ ଗ୍ରୀସ ଲାଗିଥିବା ହାତରେ ହଠାତ୍‌ ଅଲଗା ଜାତିର ଜଣେ ବ୍ୟକ୍ତିଙ୍କୁ ଛୁଇଁ ଦେବାରୁ ତାଙ୍କ ସହ

ଛତ୍ରପୁର ତାଲୁକା ରେଡ୍ଡୀସଂଘ କମ୍ୟୁନିଟି ହଲ୍ ନିର୍ମାଣ ଲାଗି ବିଧାୟକଙ୍କ ୫ ଲକ୍ଷଟଙ୍କା ଅନୁଦାନ ଘୋଷଣା

ଛତ୍ରପୁର :ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀସଂଘ ସଭା ଭବନରେ ରବିବାର ସଂଘର ଉନ୍ନୟନ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସଭା ସମେଳନ ଅନୁଷ୍ଠିତ ହୋଇଯାଇଛି । ୧୬ଖଣ୍ଡ ଗ୍ରାମର ବଡ଼ରେଡ୍ଡୀ,ନାଇଡୁ,ତାଲୁକା ପଦାଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା ୧୯୪୦ ମସିହାର ପୁରାତନ ପ୍ରତିଷ୍ଠିତ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳନ…

ରାୟଗଡ଼ା : ତା : ୨୩/୦୭/୨୪ ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ

୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ଦୁଇଟି

ସିପିଆଇ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା…

ଛତ୍ରପୁର : ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଆଇନଜିବୀ ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ

ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା ରେ ଯୋଗ ଦେଲେ ଛତ୍ରପୁର ବିଧାୟକ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ସ୍ଥାନୀୟ ସାଇ ଆଙ୍ଗନ ପରିସରରେ ରବିବାରଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର

ସହିଦ ଦିବସ ପୂର୍ବରୁ ତିନି ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ତିନି ହାର୍ଡକୋର ନକ୍ସଲ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ, ଝିରମ ଘାଟି ଆକ୍ରମଣରେ ତିନିଜଣ ନକ୍ସଲ ମଧ୍ୟରୁ ଜଣେ ସମ୍ପୃକ୍ତ ଥିବା କୁହାଯାଉଛି ଏହି ତିନି ଜଣ ନକ୍ସଲମାନେ